ଅପରେଶନ ଥିଏଟରରେ ନର୍ସ କରୁଥିଲା ଏପରି ଖରାପ କାମ, ଯେତେବେଳେ ଡାକ୍ତର ଦେଖିଲେ ତ ତାଙ୍କ ପାଦ ତଳୁ ଖସି ଗଲା ମାଟି

କୁହନ୍ତି ଡାକ୍ତରମାନେ ଦୁନିଆର ଦ୍ଵିତୀୟ ଭଗବାନ ଅଟନ୍ତି । ଅନ୍ୟ ପଟେ ଡାକ୍ତରମାନଙ୍କ ସହିତ ରହୁଥିବା ନର୍ସମାନେ ବି ରୋଗୀମାନଙ୍କର ଜୀବନ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରିଥାନ୍ତି । ହସ୍ପିଟାଲରେ ଆପଣମାନେ ରୋଗୀମାନଙ୍କୁ ନର୍ସମାନଙ୍କର ସେବା କରିଥିବାର ଦେଖିଥିବେ । କିନ୍ତୁ କେବେ ଆପଣ କୌଣସି ରୋଗୀକୁ ନର୍ସ ଦଉଡିରେ ବାନ୍ଧି ଥିବାର ଦେଖିଛନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଜଣେ ନର୍ସ ବିଷୟରେ କହିବାକୁ ଯାଉଛୁ ଯାହାର କାରନାମା ଶୁଣିଲେ ଆପଣଙ୍କର ଗୋଡ ତଳୁ ମାଟି ଖସିଯିବ ।

କହିବାକୁ ଗଲେ ବର୍ତ୍ତମାନ ସମୟରେ ସୋସିଆଲ ସାଇଟ ଗୁଡିକରେ ଜଣେ ନର୍ସର ଫଟୋ ଓ ଭିଡିଓ ବହୁତ ଜଲ୍ଦି ଭାଇରାଲ ହେଉଛି । ସୂଚନା ଅନୁସାରେ ନର୍ସ ମୃତ୍ୟୁ ହୋଇଥିବା ରୋଗିମାନଙ୍କୁ ଦଉଡିରେ ବାନ୍ଧି ତାଙ୍କ ସହିତ ସେଲ୍ଫୀ ନେଇଥାଏ । ଆପଣଙ୍କୁ କହିଦେଉଛୁ କି ଏହି ନର୍ସ ଦ୍ଵାରା କରାଯାଇଥିବା କାର୍ଯ୍ୟ ପାଇଁ ପୁରା ଦୁନିଆରେ ହଙ୍ଗାମା ହୋଇ ଯାଇଛି । ଲୋକମାନେ ଲଗାତାର ଏହି ନର୍ସର ଭିଡିଓକୁ ଶେୟାର କରୁଛନ୍ତି ।

ଏହି ଭିଡିଓରେ ଆପଣ ଯେଉଁ ନର୍ସକୁ ଦେଖୁଛନ୍ତି, ତାର ନାମ ଏନା କିମ ଅଟେ । ଭିଡିଓରେ ଏନା ଡାକ୍ତରମାନଙ୍କୁ ନେଇ ବିଭିନ୍ନ ରହସ୍ୟ ବିଷୟରେ କହିଛି । ଯିଏକି ଦୁନିଆର ସମସ୍ତ ଡାକ୍ତରମାନଙ୍କର ମୁହଁ ବନ୍ଦ କରି ଦେଇଛି । ଏନା କହିଛି କି ଅପରେସନ ଥିଏଟରରେ ବି ଡାକ୍ତରମାନେ ନିଜ ମନ ମୁତାବକ କାମ କରିଥାନ୍ତି ।

ଏନା ଅନୁସାରେ ଡାକ୍ତରମାନଙ୍କୁ ଯାହା ଠାରୁ ଅଧିକ ଟଙ୍କା ମିଳିବାର ଆଶା ଥାଏ, ସେମାନେ ସେହି ରୋଗୀର ଭଲ ଭାବରେ ଚିକିଶ୍ଚା କରନ୍ତି । ବାକି ଅନ୍ୟ ଲୋକମାନେ ବଞ୍ଚନ୍ତୁ କିମ୍ବା ମରନ୍ତୁ ତାଙ୍କୁ କୌଣସି ବି ଫରକ ପଡେ ନାହିଁ ।

ଆପଣଙ୍କୁ କହିଦେଉଛୁ କି ଏନା ଛଡା କଜନ ନାମକ ଅନ୍ୟ ଏକ ନର୍ସ ବି ସୋସିଆଲ ମିଡିଆରେ ବହୁତ ଚର୍ଚିତ ଅଛି । ଏନା ଭଳି କଜନ ବି ରୋଗୀ ମାନଙ୍କର ଆଭ୍ୟନ୍ତରୀଣ ବଡି ପାର୍ଟ୍ସକୁ ହାତରେ ଧରି ସେଲ୍ଫୀ ପୋଷ୍ଟ କରିଥାଏ । ଏହି ଫଟୋରେ ହିଁ ଦୁଇ ଜଣ କାହାର ହାର୍ଟ ଧରିଛନ୍ତି ତ କାହାର କିଡନୀ ଧରିଛନ୍ତି ।

ଏନା ଓ କଜନର ଏହି ସମସ୍ତ ଫଟୋ ସାମ୍ନାକୁ ଆସିଲା ପରେ ମେଡିକାଲ ସର୍ଭିସ ଓ ସ୍ଟାଫମାନଙ୍କର ପୋଲ ଖୋଲି ଯାଇଛି । ବର୍ତ୍ତମାନ ଏନାଙ୍କୁ ଏହି ସମସ୍ତ ଫଟୋ ବିଷୟରେ ପଚରା ଉଚରା କରାଯାଉଛି ଓ ତାଙ୍କୁ ଜେଲ ବି ହୋଇପାରେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।