ଏହା ମଧ୍ୟରୁ ଗୋଟିଏ କଲର ବାଛନ୍ତୁ ଓ ଜାଣନ୍ତୁ ନିଜ ପାର୍ଟନରଙ୍କ ସବୁ ରାଜ

ଆଜି ଆମେ ଆପଣଙ୍କୁ ଏମିତି କିଛି ସୂଚନା ଦେବୁ ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ, ଆପଣଙ୍କୁ କଣ ଜଣା ଅଛି କି ଆପଣଙ୍କ ଲଭରଙ୍କ ମଧ୍ୟରେ କେଉଁ କେଉଁ ରାଜ ଲୁଚି ରହିଛି । ଯଦି ନୁହେଁ ଆପଣ ନିଜ ଲଭରଙ୍କ ବିଷୟରେ ସବୁ ରାଜ ଜାଣିବାକୁ ଚାହାଁନ୍ତି ନା ତେବେ ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ନିହାତି ପଢନ୍ତୁ ତେବେ ଆପଣ ଜାଣି ପାରିବେ କି ଆପଣଙ୍କ ଲଭରଙ୍କ ମଧ୍ୟରେ କେଉଁ କେଉଁ ରାଜ ଅଛି ।

ଆମେ ଆପଣଙ୍କୁ ଏହା 3 ଟି ଷ୍ଟେପ ରେ କହିବୁ । ଧ୍ୟାନର ସହିତ ଏହି ଷ୍ଟେପ କୁ ଫଲୋ କରନ୍ତୁ ।

Step 1.

ଉପରେ ଦିଆଯାଇଥିବା ଚିତ୍ରରେ ଆପଣଙ୍କୁ ଯେଉଁ କଲର ପସନ୍ଦ ତାହାକୁ ବାଛନ୍ତୁ ଓ ଆପଣ ଯେଉଁ କଲର ବାଛିଲେ ତା’ର ତଳେ ଦିଆଯାଇଥିବା ନମ୍ବର କୁ ଲେଖି ନିଅନ୍ତୁ ।
For Ex. ଅରେଞ୍ଜ କଲର ଓ ତା’ର ନମ୍ବର ଅଟେ ୧୧୦ ।

Step 2.

ଆପଣ ଯେଉଁ ନମ୍ବର ବାଛିଲେ ସେଥିରେ ୫ ମିଶାନ୍ତୁ ।
For Ex. ଆମର ଥିଲା ୧୧୦
୧୧୦ + ୫ = ୧୧୫

Step 3.

୫ ମିଶାଇବା ପରେ ଆପଣଙ୍କ ପାଖରେ ଯାହା ଥିବ ସେଥିରୁ ୨୫ ଫେଡନ୍ତୁ ।
For Ex. ୧୧୫ – ୨୫ = ୯୦

ଯଦି ଆପଣ ସବୁଜ ରଙ୍ଗ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ସ୍ଵଭାବରେ କେୟାରିଙ୍ଗ ଅଟନ୍ତି, ଖୁସିରେ ସାଥିରେ ଥାଆନ୍ତୁ ବା ନ ଥାଆନ୍ତୁ କିନ୍ତୁ ଦୁଃଖରେ ସାଥିରେ ଥାଆନ୍ତି । ସେ ଜୀବନରେ ସବୁବେଳେ ଖୁସି ବାଣ୍ଟିଥାନ୍ତି ।

Image courtesy: Google

ଯଦି ଆପଣ କଳା ରଙ୍ଗ ବାଛିଲେ ତେବେ ଆପଣଙ୍କ ପାର୍ଟନର ରହସ୍ୟମୟୀ ସ୍ଵଭାବର ବ୍ୟକ୍ତି ଅଟନ୍ତି । ତାଙ୍କୁ ନିଜ ଲାଇଫରେ ଅନ୍ୟ କେହି ଦଖଲ ଦେବା ପସନ୍ଦ ନୁହେଁ । ସେ ନିଜର ସିଦ୍ଧାନ୍ତରେ ଚାଲିବାକୁ ପସନ୍ଦ କରନ୍ତି । ସେ ନିଜର ସବୁ କାମକୁ ପୁରା ନିଷ୍ଠାର ସହିତ କରିଥାନ୍ତି ।

ଯଦି ଆପଣ ଧଳା ରଙ୍ଗ ବାଛିଲେ ତେବେ ଆପଣଙ୍କ ପାର୍ଟନରଙ୍କୁ ସାଧାରଣ ଓ ସ୍ଵତନ୍ତ୍ର ଜୀବନ ବଞ୍ଚିବାକୁ ପସନ୍ଦ ଅଟେ । ତାଙ୍କୁ ମିଛ କହୁଥିବା ଲୋକ ବିଲକୁଲ ପସନ୍ଦ ନୁହଁନ୍ତି । ସେ ଆତ୍ମନିର୍ଭରଶୀଳ ରହିବାକୁ ପସନ୍ଦ କରନ୍ତି ।

ଯଦି ଆପଣ ବ୍ରାଉନ କଲର ବାଛିଲେ ତେବେ ଆପଣଙ୍କ ପାର୍ଟନର ସ୍ଵଭାବରେ ଲଭିଙ୍ଗ ଓ ଦୟାଳୁ ହୋଇଥାନ୍ତି । ଲୋକଙ୍କ ସହିତ ମିଳାମିଶା କରିବା ତାଙ୍କୁ ପସନ୍ଦ ଅଟେ । ସେ ଟିକେ ଭାବୁକ ସ୍ଵଭାବର ଅଟନ୍ତି ଯେଉଁ କାରଣରୁ ସେ ଅନ୍ୟର ଦୁଃଖ ଦେଖି ପାରନ୍ତି ନାହିଁ ଓ ତାହାକୁ ଦୂର କରିବାକୁ ପ୍ରୟାସ କରିଥାନ୍ତି ।

Image courtesy: Google

ଯଦି ଆପଣ ଅରେଞ୍ଜ କଲର ବାଛିଲେ ତେବେ ଏହି କଲର ଆପଣଙ୍କ ପାର୍ଟନର ର ଆଧୁନିକ ଚିନ୍ତାଧାରା, ଖୁସମିଞ୍ଜାସ, ଉତ୍ସାହ ଓ ତାଙ୍କର ଆକର୍ଷକ ବ୍ୟକ୍ତିତ୍ତ୍ଵକୁ ଦର୍ଶାଇ ଥାଏ । ତାଙ୍କର ଜିଜ୍ଞାସା ଓ ସାହସ ପ୍ରବୃତି ତାଙ୍କୁ ନୂଆ କିଛି ଆବିଷ୍କାର କରିବାକୁ ପ୍ରେରଣା ଦେଇଥାଏ ।

ଯଦି ଆପଣ ପର୍ପଲ କଲର ବାଛିଲେ ତେବେ ଆପଣଙ୍କ ପାର୍ଟନର ସବୁବେଳେ ସେନ୍ସିଟିଭ ଓ ଊର୍ଜାବାନ ରହିଥାନ୍ତି । ଯେଉଁ କାରଣରୁ ସେ ସବୁ କାମକୁ ମନ ଦେଇ ପୂର୍ଣ୍ଣ କରିଥାନ୍ତି । ସେ ସବୁବେଳେ ଅନ୍ୟର ଖରାପ ସମୟରେ ତାକୁ ସାହାର୍ଯ୍ୟ କରିଥାନ୍ତି ।

ଯଦି ଆପଣ ହଳଦିଆ ରଙ୍ଗ ବାଛିଚନ୍ତି ତେବେ ଏହି କଲର ଆପଣଙ୍କ ପାର୍ଟନର ର ଉଲ୍ଲାସ କୁ ଦର୍ଶାଇ ଥାଏ । ତାଙ୍କର ସ୍ଵଭାବ ଖୁସମିଞ୍ଜାସ ଓ ଆଶାବାଦି ଅଟେ । ସେ ପରିବର୍ତ୍ତନକୁ ସ୍ଵୀକାର କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି । ସବୁ କାମକୁ ପୁରା ଜୋସ ଓ ହୋସ ର ସହିତ କରିଥାନ୍ତି ।

Image courtesy: Google

ଯଦି ଆପଣ ପିଂକ କଲର ବାଛିଚନ୍ତି ତେବେ ଏହି କଲର ଆପଣଙ୍କ ଲଭର ର ଆପଣଙ୍କ ପ୍ରତି ପ୍ରେମକୁ ଦର୍ଶାଇ ଥାଏ । ସେ ଆପଣଙ୍କ ଭାବନାର ବହୁତ ରେସପେକ୍ଟ କରିଥାନ୍ତି । ସେ ଟିକେ ଲାଜୁଆ ସ୍ଵଭାବର ଅଟନ୍ତି । ତାଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ ଭରି ରହିଥାଏ ।

ଯଦି ଆପଣ ବ୍ଲୁ କଲର ବାଛିଚନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ବୁଦ୍ଧିମାନ ଅଟନ୍ତି । ସେ ସବୁ ସମସ୍ୟାକୁ ଶାନ୍ତିର ସହିତ ସମାଧାନ କରିଥାନ୍ତି । ସେ ନିଜ ପାର୍ଟନରଙ୍କ ପ୍ରତି ସଚ୍ଚୋଟ ଅଟନ୍ତି । ସେ ବହୁତ କ୍ରିଏଟିଭ ଅଟନ୍ତି ତେଣୁ ସେ ସବୁ କାମକୁ ଅଲଗା ପ୍ରକାରରେ କରିଥାନ୍ତି ।

ଯଦି ଆପଣ ରେଡ କଲର ବାଛିଚନ୍ତି ତେବେ ଆପଣଙ୍କ ପାର୍ଟନର ସ୍ଵଭାବରେ କେୟାରିଙ୍ଗ ଓ ରୋମାଣ୍ଟିକ ଅଟନ୍ତି । ଯଦି ସେ ଆପଣଙ୍କୁ ନିଜର ଜୀବନସାଥୀ ରୂପରେ ମିଳିଯାଉଛନ୍ତି ତେବେ ଆପଣଙ୍କ ଠାରୁ ଆଉ କେହି ଅଧିକ ଭାଗ୍ୟଶାଳୀ ନୁହେଁ କାରଣ ସେ ନିଜର ଦାୟିତ୍ତ୍ଵକୁ ଭଲ ଭାବେ ଜାଣିଥାନ୍ତି ଓ ଜୀବନରେ କେବେ ବି ଆପଣଙ୍କ ହାତ ଛାଡିବେ ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।