ମାତ୍ର 4 ଦିନରେ ଏତେ ଶକ୍ତି ଭରିଦେବ କି 80 ବର୍ଷର ମଣିଷ ବି କବାଡି ଖେଳିବ, Joint Pain ଓ କମଜୋରି ହେଇଯିବ ଗାୟବ- Health Tips

ବନ୍ଧୁଗଣ ରସୁଣ କୁ ଆମେ ଆମ ଖାଦ୍ୟ ରେ ସ୍ୱାଦ ଆଣିବା ପାଇଁ ବ୍ୟବହାର କରିଥାଉ । କିନ୍ତୁ କଣ ଆପଣ ଜାଣି ଛନ୍ତି କି ରସୁଣ ର ଗୋଟିଏ ଦାନା ଆମ ଶରୀର ରେ ଥିବା ପ୍ରାୟତଃ ରୋଗ ରୁ ମୁକ୍ତି ପାଇଁ ପାରିବେ । ଏହା କେବଳ ଆମ ଖାଦ୍ୟ ର ସ୍ୱାଦ କୁ ନୁହେଁ ବରଂ ଆମ ଶରୀର ରେ ମଧ୍ୟ ବହୁତ ଫାଇଦା ଦେଇଥାଏ । ଯଦି ଆପଣ ରସୁଣ ର ଗୋଟିଏ ଦାନା ପ୍ରତିଦିନ ସେବନ କରୁଥିବେ ତେବେ ଏହା ଆପଣଙ୍କ ଶରୀର ପାଇଁ କୌଣସି ଅମୃତ ଠାରୁ ମଧ୍ୟ କମ ନୁହେଁ ।

ଆୟୁର୍ବେଦ ରେ କୁହାଯାଏ କି ରସୁଣ ସେବନ କଲେ ଆପଣ ସର୍ଵଦା ଯୁବକ ରହିପାରିବେ । ଏବଂ ତାହା ସହ ଅନେକ ପ୍ରକାର ରୋଗ ଯେପରି କି ବବାସିର,କବ୍ଜ, କାନ ର ଅସୁବିଧା ଆଦି କୁ ମଧ୍ୟ ଦୂର କରି ଦେଇଥାଏ ।

ଭୋକ ବଢେଇବା, ମଧୁମେହ, ରକ୍ତ ଚାପ ଆଦି ରୋଗ ରେ ଏହାର ବ୍ୟବହାର ବହୁତ ଅଧିକ କରାଯାଇ ଥାଏ । ଯଦି ଆପଣ କିଛି ଖାଇବା କିମ୍ବା ପିଇବା ପୂର୍ବରୁ ଆପଣ ରସୁଣ ର ସେବନ କରନ୍ତି ତେବେ ଆପଣଙ୍କ ଶରୀର କୁ ପ୍ରବଳ ବଳ ମିଳିଥାଏ । ପ୍ରତିଦିନ ସକାଳେ ଯଦି ଆମେ ଏକ ରସୁଣ ଦାନା ର ସେବନ କରିବା ତେବେ ଆମ ଶରୀର ଫୁର୍ତ୍ତି ରହିବ ଏବଂ ଆମ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ନଷ୍ଟ ହୋଇଯିବ । ଏହାକୁ ସେବନ କଲେ ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

ଫୁସଫୁସ ରେ ଥିବା ସମସ୍ତ ରୋଗ କୁ ମଧ୍ୟ ଏହା କୁ ସେବନ କଲେ ତାହା ଦୂର ହୋଇଥାଏ । ଦୁଇ ଶହ ଗ୍ରାମ ରସୁଣ ଓ ଆଠ ଶହ ଗ୍ରାମ ବ୍ରାଉନ ସୁଗାର ଏବଂ ଏକ ଲିଟର ପାଣି । ପାଣି ରେ ରସୁଣ କୁ ଫୁଟେଇ ତାପରେ ସେଥିରେ ଚିନି ମିଶେଇ ଏହାକୁ ସେବନ କଲେ ଏହି ରୋଗ ରୁ ମୁକ୍ତି ପାଇଁ ପାରିବେ । ଏହା ଉଚ୍ଚ ରକ୍ତ ଚାପ ରୁ ମଧ୍ୟ ରକ୍ଷା ଦେଇଥାଏ । ରସୁଣ ଖାଇବା ଦ୍ଵାରା ଆମ ରକ୍ତ ଚାପ ନିୟନ୍ତ୍ରଣ ରେ ରହିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଦୂର ହୋଇଥାଏ । ଏବଂ ଆମ ମୂତ୍ରାଶୟ ରେ ଥିବା ଅସୁବିଧା ମଧ୍ୟ ଦୂର ହୁଏ ।

ଏବଂ ଆମ ଶରୀର ରେ ରକ୍ତ ମଧ୍ୟ ଶୁଦ୍ଧ କରିଥାଏ । ପେଟ ସମ୍ୱନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯେମିତିକି ଡାଇରେଇଆ । ଏବଂ ପାଚନ କ୍ରିୟା ମଧ୍ୟ ଭଲ ହୋଇଥାଏ । କିମ୍ବା ଗ୍ୟାସ ଓ କବ୍ଜ ଆଦି କୁ ମଧ୍ୟ ଦୂର କରିଥାଏ । ଏକ କଞ୍ଚା ରସୁଣ କୁ ଚୋବାଇ ଖାଇବା ଦ୍ବାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ଆସ୍ଥମା ପାଇଁ ମଧ୍ୟ ଏହା ଲାଭଦାୟକ । ଏବଂ ଯଦି ଦାନ୍ତ ରେ ମଧ୍ୟ କିଛି ସମସ୍ୟା ଦେଖାଯାଏ ତେବେ ତାକୁ ମଧ୍ୟ ଦୂର କରିଥାଏ । ଯଦି ଆପଣଙ୍କୁ ମଧୁମେହ ରୋଗ ଅଛି ତେବେ ଆପଣ ମଧ୍ୟ ରସୁଣ ର ସେବନ କରି ପାରିବେ ।

ଏହାକୁ ଖାଲି ପେଟରେ ସକାଳ ଖାଇବା ଦ୍ବାରା ନିଜ ମଧୁମେହ ରୋଗ କୁ ନିୟନ୍ତ୍ରଣ ରେ ରଖି ପାରିବେ । ଯଦି ଆପଣଙ୍କ ଦାନ୍ତ ମାଢି ରେ ସମସ୍ୟା ଦେଖାଯାଉଛି ତେବେ ତାହା ମଧ୍ୟ ଏହି ରସୁଣ ଦ୍ୱାରା ହିଁ ଭଲ ହୋଇଯିବ । ଯଦି ଆପଣଙ୍କୁ ଭୋକ ଲାଗୁନି ତେବେ ଆପଣ ଏହି ରସୁଣ ର ସେବନ କରିପାରିବେ ।

ଆଣ୍ଠୁ ରେ ଗୋଡ଼ ରେ ଯଦି କୌଣସି ସମସ୍ୟା ଦେଖାଯାଉଛି ତେବେ ଏହି ରସୁଣ କୁ ତେଲ ସହିତ ଫୁଟେଇ ଲଗେଇଲେ ତାହା ମଧ୍ୟ ଭଲ ହୋଇଯିବ । ରସୁଣ ଦ୍ୱାରା ଆମର ବିଭିନ୍ନ ସମସ୍ୟା ରୋଗ ଆଦି ଦୂର ହୋଇଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।