Gk Questions & Answers- କୁହନ୍ତୁ ତାହା କଣ ? ଯାହାର ଆଖି ଅଛି କିନ୍ତୁ ଦେଖିପାରେ ନାହିଁ, କାନ ଅଛି କିନ୍ତୁ ଶୁଣିପାରେ ନାହିଁ, ଗୋଡ ଅଛି କିନ୍ତୁ ଚାଲିପାରେ ନାହିଁ

UPSC ଏକ୍ଜାମ ଦୁନିଆର ସବୁଠୁ କଠିନ ପରୀକ୍ଷା ଲିଷ୍ଟରେ ଆସିଥାଏ ଏହାକୁ ପାସ କରିବା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ହୋଇଥାଏ ଛାତ୍ରମାନେ ଦିନ ରାତି ପରିଶ୍ରମ କରି ଆଇଏଏସ ପରୀକ୍ଷା କ୍ଲିୟର କରିଥାନ୍ତି ଯେଉଁମାନେ ଆଇଏଏସ ପରୀକ୍ଷା ଦେଇଥିବେ ତାଙ୍କୁ ଜଣାଥିବ କି ରିଟିନ ଏକ୍ଜାମ ଠାରୁ ଅଧିକ କଷ୍ଟ ହୋଇଥାଏ ଇଣ୍ଟରଭ୍ୟୁ କ୍ଲିୟର କରିବା ଇଣ୍ଟରଭ୍ୟୁରେ ଏମିତି ଏମିତି ଟ୍ରିକି ପ୍ରଶ୍ନ ପଚରାଯାଇଥାଏ କି ଯାହାକୁ ଶୁଣି ଇଣ୍ଟରଭ୍ୟୁ ଦେବା ଲୋକର ମୁଣ୍ଡ କାମ କରେ ନାହିଁ ଇଣ୍ଟରଭ୍ୟୁରେ ଏମିତିକା ବୁଲେଇ ବଙ୍କେଇ ପ୍ରଶ୍ନ ପଚରାଯାଏ କି ଯାହା ବିଷୟରେ ଆପଣ ଭାବି ବି ପାରିବେନି

୧ . ତାହା କଣ ଅଟେ ଯାହାକୁ କରିବା ଦ୍ୱାରା ଲିଭିଥାଏ ଓ ଜଳି ଥାଏ ?

ଉତ୍ତର – ଫୁଙ୍କିବା

୨ . ତାହା କେଉଁ ଜିନିଷ ଅଟେ ଯାହା କାନ୍ଥ ଉପରେ ଚାଲିଥାଏ କିନ୍ତୁ ଆଗକୁ ବଢ଼ିପାରି ନ ଥାଏ ?

ଉତ୍ତର – ଘଣ୍ଟା

୩ . କଣ ଆପଣଂକୁ ଜଣା ଅଛି ଏମିତି କେଉଁ ଶଯ୍ୟା ଅଛି ଯେଉଁଥିରେ ଲୋକ ମାନେ କେବେ ବି ଶୋଇବାକୁ ଚାହିଁ ନ ଥାନ୍ତି ?

ଉତ୍ତର – ମୃତ୍ୟୁ ଶଯ୍ୟା

୪ . ଏମିତି କେଉଁ ରାଇ ଅଛି ଯାହା କ୍ଷେତ ରେ କେବେ ମଧ୍ୟ ଚାଷ ହୋଇ ନ ଥାଏ ?

ଉତ୍ତର – ବୁରାଇ

୫ . ଏପରି କେଉଁ ଜିନିଷ ଅଛି ଯାହା ଆମକୁ ଜୀବନ ରେ ଥରେ ମାତ୍ର ମାଗଣାରେ ମିଳିଥାଏ ଦ୍ଵିତୀୟ ଥର ନୁହେଁ ?

ଉତ୍ତର – ଦାନ୍ତ

୬ . ତାହା କଣ ଅଟେ ଯାହାକୁ ମନୁଷ୍ୟ କେବଳ ଥରେ ଦେଖିପାରିବ ଓ ଯାହାର ହୋଇଥିବ ସେ ହିଁ ଦେଖିପାରିବ ?

ଉତ୍ତର – ମନୁଷ୍ୟ ର ସ୍ୱପ୍ନ

୭ . ଏପରି କେଉଁ ଜିନିଷ ଅଛି ଯାହା କେବଳ ଭଙ୍ଗା ହେବା ପାଇଁ ହିଁ ସୃଷ୍ଟି ହୋଇଛି ?

ଉତ୍ତର – ଅଣ୍ଡା

୮ . ତାହା କଣ ଅଟେ ଯିଏ ନିଜର ମୁହଁ କୁ ସବୁବେଳେ ଭୂମି ଉପରେ ଘସିଥାଏ ?

ଉତ୍ତର – ଝାଡୁ

୯ . ତାହା କେଉଁ ଜିନିଷ ଅଟେ ଯାହା ଆମ ଆଖ ପାଖ ରେ ରହିଥାଏ କିନ୍ତୁ ଆମେ କେବେ ବି ତାକୁ ଦେଖି ପାରି ନ ଥାଉ ?

ଉତ୍ତର – ପବନ

୧୦ . ଏମ . ଏସ ଧୋନି ଫିଲ୍ମ ରେ ଧୋନି ଙ୍କ ଚରିତ୍ର ରେ କେଉଁ ଅଭିନେତା ନଜର ଆସିଥିଲେ ?

ଉତ୍ତର – ସୁଶାନ୍ତ ସିଂହ ରାଜପୁତ

୧୧ . ଏପରି କେଉଁ ଜିନିଷ ଅଛି ଯାହା କେବେ ମଧ୍ୟ ଖରାପ ହୋଇ ନ ଥାଏ ?

ଉତ୍ତର – ମହୁ

୧୨ . ଏପରି କେଉଁ ମାଆ ଅଛି ଯିଏ ସବୁବେଳେ ଘୁରୁଥାଏ ?

ଉତ୍ତର – ପୃଥିବୀ ମାଆ

୧୩ . ଦୁନିଆ ର ସବୁଠାରୁ ଛୋଟ ଯୁଦ୍ଧ କେଉଁ ଦୁଇଟି ଦେଶ ମଧ୍ୟରେ ହୋଇଥିଲା ?

ଉତ୍ତର – ବ୍ରିଟେନ ଓ ଜଂଜାବାର

୧୪ . ଏମିତି କେଉଁ ପ୍ରାଣୀ ଅଛି ଯିଏ ଗୋଟିଏ ସମୟ ରେ ଦୁଇଟି ଦିଗ କୁ ଦେଖିପାରେ ?

ଉତ୍ତର – ଏଣ୍ଡୁଅ

୧୫ . ପେଟ୍ରୋଲ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର – କଲ ବେଚ

୧୬ . ଭାରତ ର ପ୍ରଥମ ବିଦେଶୀ ଉଦ୍ୟାନ କେଉଁ ଠାରେ ଆରମ୍ଭ କରାଯାଇଥିଲା ?

ଉତ୍ତର – ମୁମ୍ବାଇ

୧୭ . ଦୁନିଆ ରେ ସବୁଠାରୁ ଅଧିକ ବେଗ ରେ ଉଡୁଥିବା ପକ୍ଷୀ ର ନାମ କଣ ?

ଉତ୍ତର – ପେରୋଗ୍ରୀନ ଫଲ କିନ ପକ୍ଷୀ

୧୮ . କୁକୁର ମାନେ ସବୁ ଗାଡିକୁ ଦେଖି ଭୋକିବାକୁ ଲାଗିଥାନ୍ତି କଣ ପାଇଁ ?

ଉତ୍ତର – ନିଜ ଅଞ୍ଚଳ ର ସୁରକ୍ଷା କରିବା ପାଇଁ

୧୯ . ପତଞ୍ଜଳୀ କମ୍ପାନୀ ର ମୁଖ୍ୟାଳୟ କେଉଁଠାରେ ଅଛି ?

ଉତ୍ତର – ହରିଦ୍ୱାର ଓ ଉତ୍ତରାଖଣ୍ଡ ରେ

୨୦ . ଏମିତି କେଉଁ ପକ୍ଷୀ ଅଛି ଯିଏ ୩ ରୁ ୪ ଦିନ ପର୍ଯ୍ୟନ୍ତ ଲଗାତାର ଉଡିପାରେ ?

ଉତ୍ତର – ସ୍ୱିଟି ଟର୍ଣ୍ଣ ପକ୍ଷୀ

୨୧ . କେଉଁ ଗ୍ୟାସ ବାୟୁ କୁ ସବୁଠାରୁ ଅଧିକ ପ୍ରଦୂଷିତ କରିଥାଏ ?

ଉତ୍ତର – କାର୍ବନ ମୋନକ୍ସାଇଡ଼

୨୨ . ଭାରତ ର କେତୋଟି ଜାଗାରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ ?

ଉତ୍ତର – ୪ ଟି ଜାଗାରେ

୨୩ . ଉଡାଯାହାଜ ର ଟାୟାର ରେ କେଉଁ ଗ୍ୟାସ ରହିଥାଏ ?

ଉତ୍ତର – ନୈଟ୍ରୋଜେନ ଗ୍ୟାସ

୨୪ . ଅନ୍ତରାଷ୍ଟ୍ରୀୟ ପୃଥିବୀ ଦିବସ କେବେ ପାଳନ କରାଯାଇଥାଏ ?

ଉତ୍ତର – ୨୨ ଅପ୍ରେଲ

୨୫ . ତାହା କଣ ଅଟେ ଯାହା ର ଆଖି ଅଛି ହେଲେ ଦେଖି ପାରେ ନାହିଁ,କାନ ଅଛି ହେଲେ ଶୁଣିପାରେ ନାହିଁ,ଗୋଡ଼ ଅଛି ହେଲେ ଚାଲି ପାରେ ନାହିଁ ?

ଉତ୍ତର – କଣ୍ଢେଇ (ଖେଳନା)