ପପୁଲାର ହେବା ପାଇଁ ନିର୍ଲଜତାର ସବୁ ସୀମା ଟପିଗଲେ TV ଇଣ୍ଡଷ୍ଟ୍ରି ର 5 Actress, ଖୋଲି ଦେଖେଇଦେଲେ ସବୁ କିଛି

ଆଜି କାଲି ଟିଭି ଅଭିନେତ୍ରୀ ମାନେ ଟିଭି ସିରିଏଲ ରୁ ବାହାରି ୱେବ ସିରିଜ ଏବଂ ଫିଲ୍ମ ରେ ଯାଉଛନ୍ତି । ଏହି ଅଭିନେତ୍ରୀ ମାନେ ବଲିଉଡ ଆକ୍ଟରେସ ମାନଙ୍କ ପରି ଟ୍ରଂସ୍ପାରେଣ୍ଟ ଡ୍ରେସ ପିନ୍ଧି ଆୱାର୍ଡ ଶୋ ରେ ପହଞ୍ଚୁଛନ୍ତି ଏବଂ ଏହି ଅଭିନେତ୍ରୀ ମାନଙ୍କ ଏହି ଲୁକ ଲୋକଙ୍କୁ ତାଙ୍କର ଦିୱାନା ବନେଇ ଦେଉଛନ୍ତି । କିନ୍ତୁ ବହୁତ ଥର ଟିଭି ଇଣ୍ଡଷ୍ଟ୍ରି ରେ ଏହୀମାନେ ଶାଢ଼ୀ ପିନ୍ଧି ସିଧା ସାଧା ଦେଖା ଯାଉଥିବା ଅଭିନେତ୍ରୀ ବୋଲ୍ଡ ଆଊ ସେକ୍ସି ଦେଖା ଜିବା ଚକର ରେ ବହୁତ ଥର ଟ୍ରୋଲ ମଧ୍ୟ ହୋଇଛନ୍ତି । ଏବଂ ଉପ୍ସ ମୋମେଣ୍ଟର ଶିକାର ମଧ୍ୟ ହୋଇଛନ୍ତି । ଆଜି ଆମେ ଆପଣଙ୍କୁ ଏହି ଟିଭି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଜସ୍ମିନ ଭସିନ:- ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ଜସ୍ମିନ ସବୁ ଡ୍ରେସ ରେ ବହୁତ ସୁନ୍ଦର ଦେଖା ଯାଆନ୍ତି । କିନ୍ତୁ ଭି ଗୋଲ୍ଡ ଆୱାର୍ଡ଼ ୨୦୧୬ ରେ ଜସ୍ମିନ ଗୋଟେ ବ୍ୟାକଲେସ ଗାଉନ ପିନ୍ଧିଥିଲେ । ଯେଉଁ କାରଣରୁ ତାଙ୍କ ସାଇଡ କ୍ଲିଭେଜ ବହୁତ ବେଶି ଦେଖା ଯାଇଥିଲା । ଯାହା ଦ୍ଵାରା ସେ ଉପ୍ସ ମୋମେଣ୍ଟ ର ଶିକାର ହୋଇଥିଲେ । ଆଜି କାଲି ଜସ୍ମିନ ଵିଗ ବସ ୧୪ ରେ ନଜର ଆସୁଛନ୍ତି ।

ନିଆ ଶର୍ମା:- ୨୦୧୬ ରେ ଚାଲୁଥିବା ଆୱାର୍ଡ଼ ଶୋ ରେ ନିଆ ଶର୍ମା ଟ୍ରୋଲ ର ଶିକାର ସେତେବେଳେ ହୋଇଥିଲେ ଯେତେବେଳେ ସେ ସେହି ଆୱାର୍ଡ଼ ଶୋ ରେ ବ୍ୟାକଲେସ ଶିମେରି ଗାଉନ ପିନ୍ଧି ପହଞ୍ଚିଥିଲେ । ଏହି ଗାଉନ ରେ ତାଙ୍କ କ୍ଲିବେଜ ବହୁତ ଦେଖା ଯାଉଥିଲା ଯାହା ଦ୍ଵାରା ସେ ବହୁତ ଚର୍ଚ୍ଚାରେ ରହିଥିଲେ । ନିଆ ଶର୍ମା ଏବେ ଖତରୋ କେ ଖିଲାଡ଼ି ରେ ଦେଖିବାକୁ ଆସିଥିଲେ ।

ଏରିକା ଫର୍ଣାଣ୍ଡିଜ:- ଏରିକା ନିଜ ଡ୍ରେସ କୁ ନେଇ ବହୁତ ଏକ୍ସପେରିମେଣ୍ଟ କରନ୍ତି । ନିଜ ସୁନ୍ଦରତା ଦ୍ଵାରା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି ଏରିକା । ସେ ସବୁବେଳେ ନିଜର ବିକିନି ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । କିନ୍ତୁ ବହୁତ ଥର ସେ ନିଜ ଡ୍ରେସ ପାଇଁ ଟ୍ରୋଲ ର ଶିକାର ହୋଇଛନ୍ତି । ୨୦୧୯ ରେ ଗୋଟେ ପାର୍ଟି ରେ ଏରିକା ପୋଜ ଦେବା ସମୟରେ ନିଜ ଚେଷ୍ଟ କୁ ଘୋଡ଼ାଉଥିବାର ନଜର ଆସୁଥିଲେ । ସେ ନିଜ ଡ୍ରେସ ରେ ବହୁତ ଅନକମଫର୍ଟବୁଲ ଫିଲ କରିଥିଲେ । ଏହି ଡ୍ରେସ ପାଇଁ ସେ ଉପ୍ସ ମୋମଣ୍ଟ ର ଶିକାର ହୋଇଥିଲେ ।

ହିନା ଖାନ:- ନିଜ ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି ହିନା ଖାନ । ହିନା ସବୁବେଳେ ବିଭିନ୍ନ ପ୍ରକାରର ଡ୍ରେସ ପିନ୍ଧିଥାନ୍ତି । ହିନା କାନ ଫିଲ୍ମ ଫେଷ୍ଟିଭାଲ ରେ ହିନା ମଲ୍ଟି କଲର ସିମେରି ଗାଉନ ପିନ୍ଧିଥିଲେ । ଏହି ଡ୍ରେସ ରେ ସେ ବହୁତ ସୁନ୍ଦର ଦେଖା ଯାଇଥିଲେ କିନ୍ତୁ ହିନା ସେହି ଡ୍ରେସ କୁ ବାରମ୍ବାର ଠିକ କରୁଥିଲେ ଯାହା ଦ୍ଵାରା ସେ ଟ୍ରୋଲ ର ଶିକାର ହୋଇଥିଲେ ।

ସୁରଭି ଚାନ୍ଦନା:- ଅଭିନେତ୍ରୀ ସୁରଭି ସମସ୍ତଙ୍କୁ ନିଜ ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ନିଜର ଦିୱାନା କରିଛନ୍ତି । କିନ୍ତୁ ଷ୍ଟାର ଫିଲ୍ମ ଆୱାର୍ଡ଼ ରେ ସୁରଭି ନିଜ ଡ୍ରେସ ପାଇଁ ଉପ୍ସ ମୋମେଣ୍ଟ ର ଶିକାର ହୋଇଥିଲେ । ଏହି ଡ୍ରେସ ର ଡିପ ନେକ କାରଣରୁ ସେ ଟ୍ରୋଲ ର ଶିକାର ହୋଇଥିଲେ ।

ତେବେ ଆପଣଙ୍କ ପସନ୍ଦ ଅଭିନେତ୍ରୀ କିଏ ଆମକୁ କମେଣ୍ଟ ରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।