ନିଜ ଝିଅ ବୟସର ଝିଅ ମାନଙ୍କ ସହିତ ବୁଢାପାରେ ବି ଜବାନି ର ମଜା ନେଉଛନ୍ତି Bollywood ର ଏହି 7 ଜଣ Actor, ନମ୍ବର 3 ଙ୍କ ବିଷୟରେ ଜାଣିଲେ ତ ଆପଣ ମୁଣ୍ଡରେ ହାତ ଦେବେ

ବଲିଉଡର ଏମିତି କିଛି ଯୋଡ଼ି ଅଛି ଯିଏ ନିଜର ପାର୍ଟନର ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ୨-୩ ଥର ଛାଡ଼ପତ୍ର ଦେବା ପରେ ମଧ୍ୟ ବିବାହ କରି ଚର୍ଚ୍ଚାରେ ରହିଛନ୍ତି । ଖାଲି ଏତିକି ନୁହେଁ ଏମିତି କିଛି କଳାକାର ଅଛନ୍ତି ଯିଏ ନିଜଠାରୁ ବହୁତ ସାନ ହୋଇଥିଲେ ମଧ୍ୟ ତାଙ୍କୁ ବିବାହ କରିଛନ୍ତି । ଆଜି ଆମେ ଆପଣଙ୍କୁ ସେହି ତାରକା ମାନଙ୍କ ବିଷୟରେ କହିବୁ ଯିଏ ନିଜ ଠାରୁ ବୟସରେ ବହୁତ କମ୍ ବୟସର ଝିଅଙ୍କୁ ବିବାହ କରିଛନ୍ତି । ଆସନ୍ତୁ ଆମେ ଆଜି ଜାଣିବା ବଲିଉଡ୍ କେଉଁ ତାରକା ତାଙ୍କ ଠାରୁ କମ୍ ଵୟସର ଅଭିନେତ୍ରୀ କୁ ବିବାହ କରିଛନ୍ତି ।

୧- ପ୍ରଥମ କହିବାକୁ ଗଲେ ସେଫ୍ ଅଲ୍ଲୀ ଖାନ୍ ଏବଂ ତାଙ୍କୁ ବିବାହ କରିଛନ୍ତି କରିନା କାପୁରୁ ଖାନ୍ । ସେଫ୍ ଅଲ୍ଲୀ ଖାନ୍ଙ୍କ ଠାରୁ କରିନା କାପୁରୁ ଖାନ୍ ୧୦ ବର୍ଷ ତାଙ୍କ ଠାରୁ କମ୍ ଏବଂ ୨ ଜଣଙ୍କ ଧର୍ମ ଅଲଗା ସେ ୨ ଜଣ ବଲିଉଡ୍ ଚଳଚ୍ଚିତ୍ର ଜଗତରେ ଲୋକ ପ୍ରିୟ ତାରକା । ଏହି ଦୁଇ ଜଣ ସମାଜର ସମସ୍ତ ପରମ୍ପରା ସହ, ସମାଜର ସମସ୍ତ ନିୟମକୁ ଅମାନ୍ୟ କରି ବିବାହ କରିଥିଲେ । ସୈଫ୍ଙ୍କ ପ୍ରଥମ ସ୍ତ୍ରୀ ତାଙ୍କ ଠାରୁ ବହୁତ ବଡ଼ ଥିଲେ । ସେ ଥିଲେ ଅମୃତା ସିଂ । ସେ ତାଙ୍କର ପ୍ରଥମ ବିବାହ କଲାବେଳେ କରୀନା ମଧ୍ୟ ସେଠି ଉପସ୍ଥିତ ଥିଲେ ଏବଂ ତାଙ୍କୁ ଅଙ୍କଲ୍ କହି ମଧ୍ୟ ଡାକିଥିଲେ ।

୨-ଏହି ତାଲିକାରେ ଦ୍ଵିତୀୟରେ ଅଛନ୍ତି ସାହିଦ୍ କାପୁର ଏବଂ ମିରା କାପୁର । ବଲିଉଡର ଏହି ଦୁଇ ଯୋଡିଙ୍କ ନାଁ ମଧ୍ୟ ଏଥିରେ ସାମିଲ ଅଛି । ଏହି ଦୁଇ ଜଣଙ୍କ ଭିତରେ ୧୩ ବର୍ଷର ଅନ୍ତର । ଖାସ୍ କଥା ଏହା ଯେ ଦୁଇ ଜଣଙ୍କର ସାମାଜିକ ବିବାହ ହୋଇଥିଲା । ମିରା କାପୁରୁ ଛୋଟ ହେଲେ ମଧ୍ୟ ସେ ସାହିଦଙ୍କୁ ବିବାହ କରିଥିଲେ ।

୩-ତୃତୀୟ ସ୍ଥାନରେ ଅଛନ୍ତି ମେଲେନ ସୋମନ ଏବଂ ଅଙ୍କିତା କବର ବିବାହ କରିଛନ୍ତି । ମେଲେନ ସୋମନଙ୍କ ବୟସ ୫୨ ବର୍ଷ ଅଙ୍କିତା କବର ୨୭ ବୟଷ ହେଲେ ବି ସେ ବିବାହ କରି ଅଛନ୍ତି ।

୪-ଚତୁର୍ଥ ସ୍ଥାନରେ ରହିଛନ୍ତି କବିର୍ ବେଦି ତାଙ୍କର ଥିଲା ଚତୁର୍ଥ ବିବାହ କରିଥିଲେ । ସେ ଯାହାଙ୍କୁ ବିବାହ କରିଥିଲେ ତାଙ୍କ ନାମ ହେଉଛି ପର୍ବୀନ୍ ଦୋସ୍ଚାନ୍ । ସେମାନେ ଦୁଇ ଜଣ ୨୦୦୫ ମସିହାରେ ବିବାହ କରିଥିଲେ ପର୍ବୀନ୍ ଦୋସ୍ଚାନ ୩୩ ବର୍ଷ ଛୋଟ ହେଲେ ବି ବିବାହ କରିଥିଲେ ।

୫-ପଞ୍ଚମ ସ୍ଥାନରେ ରହିଛନ୍ତି ଏହି ଯୋଡି ସଞ୍ଜୟ ଦତ୍ତ ଏବଂ ମାନ୍ୟତା ଦତ୍ତ । ଏହି ଯୋଡି ବିବାହ କରିଛନ୍ତି ମାନ୍ୟତା ଦତ୍ତ ୨୦ ବର୍ଷ ଛୋଟ ସଞ୍ଜୟ ଦତ୍ତଙ୍କ ଠାରୁ କିନ୍ତୁ ସେ ବିବାହ କରିଥିଲେ ।

୬-ଷଷ୍ଠ ସ୍ଥାନରେ ରହିଛନ୍ତି ରାଜେଶ ଖାନା ଏବଂ ଡିମ୍ପଲ୍ କପାଡିଆ । ରାଜେଶ ଖାନା ଯେତେବେଳେ ୩୩ ବର୍ଷ ଥିଲେ ଡିମ୍ପଲ୍ କପାଡିଆଙ୍କୁ ୧୬ ବର୍ଷ ହୋଇଥିଲା ତାଙ୍କ ଭିତରେ ଭଲ ପାଇବା ଥିଲା । ସେତେବେଳେ ବିବାହ କରିଥିଲେ ଯେତେବେଳେ ବବି ଚଳଚ୍ଚିତ୍ର କରୁଥିଲେ ।

୭-ସପ୍ତମ ସସ୍ଥାନରେ ରହିଛନ୍ତି ଦିଲିପ୍ କୁମାର ଓ ସାଈରା ଭାନୁ । ଏହି ଯୋଡି ୨୨ ବର୍ଷ ର ଅନ୍ତର ଅଛି ସେତେବେଳେ ଦିଲିପ୍ କୁମାର ବୟସ ୪୪ ଥିଲେ ସାଈରା ଭାନୁଙ୍କୁ ୨୨ ବର୍ଷରେ ଥିଲେ ଓ ସେ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।