ବିବାହିତ ମହିଳା ଘରେ ଏକୁଟିଆ ରହିଥାନ୍ତି ତ କରିଥାନ୍ତି ଏହି କାମ, ପୁରୁଷମାନେ ନିଶ୍ଚିତ ପଢନ୍ତୁ

ବିବାହ ପରେ ଜଣେ ମହିଳାଙ୍କ ଉପରେ ବିଭନ୍ନ ଦାୟିତ୍ଵ ବଢିଯାଇଥାଏ । ନିଜ ଜୀବନରେ ସେମାନେ ବହୁତ ବ୍ୟସ୍ଥ ହୋଇ ଯାଆନ୍ତି । ବାହାଘର ପରେ ସେମାନେ ସେମିତି ମଜା କରି ପାରନ୍ତି ନାହିଁ ଯେମିତି ସେମାନେ ନିଜ ବାପଘରେ କରିଥାନ୍ତି । ଏଠି ତାକୁ ରୋକିବା ପାଇଁ ବହୁତ ଲୋକ ମିଳି ଯାଆନ୍ତି । ଏହି ସ୍ଥିତିରେ ଯେତେବେଳ ମହିଳାଙ୍କ ପାଖରେ ଏମିତି ସମୟ ଆସେ ସେତେବେଳ ସେମାନେ ଘରେ ଏକୁଟିଆ ଥାନ୍ତି ତେବେ ସେମାନେ ବହୁତ ଜିନିଷ ଲୁଚି ଛପି କରନ୍ତି ।

ଏମିତିରେ ଆପଣ କେବେ ଚିନ୍ତା କରିଛନ୍ତି କି ଜଣେ ବିବାହିତ ମହିଳା ଯେତେବେଳ ଘରେ ଏକୁଟିଆ ଥାଏ ତେବ କଣ କଣ କରିଥାଏ ! ଆସନ୍ତୁ ଜାଣିବା ।

ଶାନ୍ତିରେ ଶୋଇବା :

Image courtesy: Google

ପ୍ରାୟତଃ ବିବାହିତ ମହିଳାମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସମସ୍ତ କାମରେ ବ୍ୟସ୍ଥ ଥାନ୍ତି । ଏମିତିରେ ସେମାନେ ଘରେ ଏକୁଟିଆ ଥିବା ସମୟରେ ଏହାର ଲାଭ ଉଠାଇ ସେମାନେ ବହୁତ ଆରାମ କରନ୍ତି । ଯେତେ ଇଚ୍ଛା ସେତେ ଶୋଇ ଥାନ୍ତି ।

ନୂଆ କପଡା ପିନ୍ଧିବା :

Image courtesy: Google

ଯେତେବେଳେ ଘରେ କେହି ନ ଥାନ୍ତି ତେବେ ମହିଳାମାନେ ନୂଆ ଓ ମଡର୍ନ ଡ୍ରେସ ଟ୍ରାୟ କରିବାକୁ ପସନ୍ଦ କରିଥାନ୍ତି । ଖାସକରି ଯେଉଁ ମହିଳାମାନଙ୍କୁ ଘରେ ଶୁଟ ଓ ଜୀନ୍ସ ପିନ୍ଧିବାକୁ ଦିଅନ୍ତି ନାହିଁ ସେମାନେ ଏହିଭଳି ଜିନିଷକୁ ଟ୍ରାୟ କରନ୍ତି ।

ବ୍ଯୂଟୀ ଟ୍ରୀଟମେଂଟ :

Image courtesy: Google

ମହିଳାମାନେ ଘରେ ଖାଲି ସମୟରେ ନିଜର ସୁନ୍ଦରତାକୁ ବଢାଇବା ଚେଷ୍ଟା କରନ୍ତି । ସେଥିପାଇଁ ସେମାନେ ଘରେଲୁ ଉପଚାର ଭଳି ମୁଲ୍ତାନୀ ମାଟି, ମୁଣ୍ଡ ଓ ହାତ ଗୋଡରେ ମେହେନ୍ଦି ଇତ୍ୟାଦି ଜିନିଷ ଲାଗିଥାଏ । କିଛି ମହିଳାମାନେ ବ୍ଯୂଟୀ ପାର୍ଲର ବି ଯିବାକୁ ପସନ୍ଦ କରନ୍ତି ।

ଫୋନରେ ଘଣ୍ଟା ଘଣ୍ଟା ଧରି କଥା :

Image courtesy: Google

ଯେତେବେଳେ ଘରେ କେହି ନ ଥାନ୍ତି ତେବେ ମହିଳାମାନେ କାହା ସହିତ କଥାବାର୍ତ୍ତା କରି ପାରନ୍ତି ନାହିଁ । ଏହି ସ୍ଥିତିରେ ସେ ନିଜର ବନ୍ଧୁମାନଙ୍କ ସହ ଫୋନରେ ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା କରିଥାନ୍ତି ।

ବନ୍ଧୁମାନଙ୍କ ସହ ପାର୍ଟି :

Image courtesy: Google

ବିବାହିତ ମହିଳାମାନେ ଯେତେବେଳ ଘରେ ଏକୁଟିଆ ଥାନ୍ତି ତେବେ ତାଙ୍କୁ ନିଜର ବନ୍ଧୁମାନଙ୍କୁ ଘରେ ଡାକି ପାର୍ଟି କରିବାକୁ ଭଲ ଲାଗେ । ଅନ୍ୟ ଦିନ ଗୁଡିକରେ ଘରର ସଦସ୍ୟ ଥିବା କାରଣରୁ ସେମାନେ ତାଙ୍କ ସାମନାରେ ଖୋଲି କରି ଏନ୍ଜୟ କରି ପାରନ୍ତି ନାହିଁ ।

ଡାନ୍ସ :

Image courtesy: Google

ବାହାଘର ପରେ ଶଶୁର ଘରେ ମହିଳାମାନେ ଖୋଲି କରି କେବେ ବି ଡାନ୍ସ କରି ପାରନ୍ତି ନାହିଁ । ଏମିତିରେ ଯେତେବେଳେ ଘରେ କେହି ନ ଥାନ୍ତି ତେବେ ସେମାନେ ଡାନ୍ସ ଓ ମସ୍ତି କରନ୍ତି ।

ମନ ପସନ୍ଦର ଖାଦ୍ୟ :

Image courtesy: Google

ମହିଳାମାନଙ୍କୁ ଘରେ ଏକୁଟିଆ ଥିଲେ ସେମାନେ ନିଜର ଫେବରେଟ ଡିଶ ପ୍ରସ୍ତୁତ କରି ବହୁତ ଖାଇଥାନ୍ତି । ଅନ୍ୟ ଦିନ ଗୁଡିକରେ ତାଙ୍କୁ ଅନ୍ୟ ସମସ୍ତଙ୍କର ପସନ୍ଦର ଧ୍ୟାନ ରଖିବାକୁ ପଡିଥାଏ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।