ମରିସାରିବା ପରେ ବଞ୍ଚିଲେ ୭୫ ବର୍ଷର ବ୍ୟକ୍ତି, ନିଜ କବର ଦେଖି ହେଲେ ଆଶ୍ଚର୍ଯ୍ୟ, ଜାଣନ୍ତୁ ପୁରା ଘଟଣା

ସ୍କଟଲ୍ୟାଣ୍ଡ ୟୁନାଇଟେଡ କିଙ୍ଗଡମ ର ଏକ ଦେଶ ଅଛି । ଏହା ଗ୍ରେଟ ବ୍ରିଟେନର ଉତ୍ତର ଭାଗ ଅଟେ । ଏହା ଏକ ପାହାଡୀ ଦେଶ ଯାହାର କ୍ଷେତ୍ରଫଳ ୭,୭୫୦ ବର୍ଗ କିମି । ଏହା ଇଂଲଣ୍ଡର ଉତ୍ତର ଦିଗରେ ଅବସ୍ଥିତ ଅଟେ । ଏହାର ରାଜଧାନୀ ଏଡିନବରା ଅଟେ ଏବଂ ଗ୍ଲାସଗୋ ସେଠାର ସବୁଠାରୁ ବଡ ସହର ଅଟେ । ସ୍କଟଲ୍ୟାଣ୍ଡର ଏକ ବଡ ଚମତ୍କାର ଘଟଣା ସାମନାକୁ ଆସିଛି ଯାହା ବିଷୟରେ ଜାଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ସେହି ଦେଶରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ଏଲନ ହେଟେଲ ମରି ସାରିବା ପରେ ପୁଣି ଥରେ ବଞ୍ଚି ଫେରି ଆସିଲେ ଓ ସେ ନିଜର କବର ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ଏଲନ ଗତ ଚାରି ମାସ ହେବ କାହା ସହିତ ସମ୍ପର୍କରେ ନଥିଲେ । ସେ କାହାକୁ ଫୋନ କରୁନଥିଲେ କି ତାଙ୍କ ପାଖକୁ ବି କେହି ଫୋନ କରୁନଥିଲେ କି ତାଙ୍କୁ ଦେଖା କରିବା ପାଇଁ ମଧ୍ୟ କେହି ଆସୁ ନଥିଲେ ।

ଏହାଦ୍ୱାରା ସେ ବହୁତ ଚିନ୍ତିତ ହୋଇ ପଡିଲେ ଏବଂ ଯେତବେଳେ ଏହାର କାରଣ ଜାଣିବା ପାଇଁ ଚେଷ୍ଟା କଲେ, ସେତେବେଳେ ସେ ଜାଣି ପାରିଲେ କି ସେ ମରିଯାଇଛନ୍ତି ଏବଂ ସେଠାରେ ତାଙ୍କର କବର ମଧ୍ୟ ହୋଇ ସାରିଛି ।

ଏହା ଜାଣିବା ପରେ ଏଲନଙ୍କର ହୋସ ଉଡିଗଲା । ମିଡିଆ ରିପୋର୍ଟ ଅନୁସାରେ ଏଲେନ ଯେତେବେଳେ ଶ୍ମଶାନରେ ପହଞ୍ଚିଲେ ଦେଖିଲେ ସେଠାରେ ତାଙ୍କୁ କବର ଦିଆଯାଇଛି ଓ ସେ ଏହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ କି ସେଠାରେ ତାଙ୍କର କବର ଥିଲା ଏବଂ ଉପର ପଥରରେ ତାଙ୍କର ଏବଂ ତାଙ୍କ ପୂର୍ବ ସ୍ତ୍ରୀ ଙ୍କର ନାମ ଲେଖା ହୋଇଥିଲା ।

ଏଲନ କହିଛନ୍ତି କି ସେ ୨୬ବର୍ଷ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ସେତେବେଳେ ତାଙ୍କ ସ୍ତ୍ରୀ ଚାହୁଁଥିଲେ କି ମରିବା ପରେ ଦୁଇଜଣଙ୍କୁ ଗୋଟିଏ ଜାଗାରେ ପୋତାଯିବ । ସେ କହିଥିଲେ କି ସେ ନିଜର କବର ଦେଖି ଏଥିପାଇଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କାରଣ ସେ ଚାହୁଁଥିଲେ କି ସେ ମରିବା ପରେ ତାଙ୍କର ଦାହ ସଂସ୍କାର ହେବ ହେଲେ ପୋତାଯିବ ନାହିଁ ।

ସେ କହିଛନ୍ତି କି ଏହା ଠିକ ନୁହେଁ, କାରଣ ଏହି କବର କାରଣରୁ ତାଙ୍କର ସାମାଜିକ ଜୀବନ ଶେଷ ହୋଇଯାଇଛି । ଲୋକ ମାନେ ତାଙ୍କୁ ମୃତ ବୋଲି ଭାବୁଛନ୍ତି ଯେତେବେଳେ କି ସେ ବଞ୍ଚିଛନ୍ତି ଏବଂ ସମ୍ପୂର୍ଣ ସୁସ୍ଥ ଅଛନ୍ତି ।

ଯେତେବେଳେ ଏଲନ ଏହା ପଛରେ କାହାର ହାତ ଅଛି ବୋଲି ଜାଣିବା ପାଇଁ ଚେଷ୍ଟାକଲେ କିନ୍ତୁ ସ୍ଥାନୀୟ ପରିଷଦ କହିଲେ କି କବର ବୁକିଙ୍ଗ ପାଇଁ ଜମି କିଣିବା ଅତ୍ୟନ୍ତ ବ୍ୟକ୍ତିଗତ ବିଷୟ ହୋଇଥାଏ ଏବଂ ସେ ଏହାର ସୂଚନା ଦେଇ ପାରିବେ ନାହିଁ କି ଜମି କିଏ କିଣିଛନ୍ତି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।