ପ୍ରେମିକା ରାତିରେ ପ୍ରେମିକକୁ ଡାକିଲା ନିଜ ଘରକୁ ଓ ନିଜ ଭାଇ ସହିତ ମିଶି ପ୍ରେମିକା ଯାହା କରିଲା, ଜାଣି ସମସ୍ତେ ଏବେ ଆଶ୍ଚର୍ଯ୍ୟ…

କହିବାକୁ ଗଲେ ବର୍ତ୍ତମାନ ଏକ ଏମିତି ଖବର ଶୁଣିବାକୁ ମିଳୁଛି ଯାହାକୁ ଶୁଣିବା ପରେ ଆପଣମାନେ ବି ଡରି ଯିବେ । କହିବାକୁ ଗଲେ ପକଡ଼ୀ ବୁଜର୍ଗ ଗ୍ରାମର ଜଣେ ପ୍ରେମିକା ନିଜର ପ୍ରେମିକକୁ ହିଁ ନିଜ ଘରକୁ ଡାକି ପ୍ରେମିକର ଛାତିରେ ଗୁଳି ମାରି ତାହାର ହତ୍ୟା କରି ଦେଇଛି । ଏହା ପରେ ପ୍ରେମିକର ଶବକୁ ପ୍ରେମିକା ନିଜ ଭାଇ ସାହାର୍ଯ୍ୟରେ ଘର ପଛରେ ଥିବା ଆଳୁ ଚାଷ ଜମିରେ ଫୋପାଡି ଦେଲା । କହିବାକୁ ଗଲେ ହତ୍ୟା ପଛର ମୁଖ୍ୟ କାରଣ ହେଉଛି କି ପ୍ରେମିକର ବିବାହ ହୋଇ ସାରିଛି ଓ ଏହା ସତ୍ବେ ବି ପ୍ରେମିକ ପ୍ରେମିକା ମଧ୍ୟରେ ସମ୍ବନ୍ଧ ଥିଲା ।

ଏହା ମଧ୍ୟରେ ପ୍ରେମିକା ପ୍ରେମିକ ବିବାହ ହୋଇଯିବା ସତ୍ବେ ବି ପ୍ରେମିକକୁ ନିଜର ପତ୍ନୀ ସହ କୌଣସି ସମ୍ବନ୍ଧ ନ ରଖିବା ପାଇଁ କହିଥିଲା । କିନ୍ତୁ ପ୍ରେମିକ ବିବାହ ପରେ ବି ନିଜ ପତ୍ନୀ ସହ ସମ୍ବନ୍ଧ ରଖିଲା ଓ ଏହି କଥାକୁ ପ୍ରେମିକା ସହି ପାରିଲା ନାହିଁ । ଏହା ପରେ ସେ ପୁରା ପ୍ରସ୍ତୁତିର ସହ ପ୍ରେମିକକୁ ଫୋନ କରି ନିଜ ଘରକୁ ଡାକିଲା ଓ ପ୍ରେମିକକୁ ନିଜ ଘରର ଛାତକୁ ନେଇ ଗୁଳି ମାରି ହତ୍ୟା କରି ଦେଲା ।

ଏହି ହତ୍ୟା ବିଷୟରେ ଶୁକ୍ରବାର ଦିନ ଏଏସପୀ ଏସକେ ଶ୍ରୀବାସ୍ତବ ପ୍ରେସକୁ କହିଲେ କି ପକଡ଼ୀ ବୁଜର୍ଗ ନିବାସୀ ଶୋଧନ ଓ ଆରୋପି ଉର୍ଫ ପ୍ରେମିକା ରିଙ୍କିର ସମ୍ବନ୍ଧ ୧୦ ବର୍ଷ ହେବ ଥିଲା । ସେହି ସମୟରେ ଦୁଇ ଜଣ ଅବିବାହିତ ଥିଲେ । କିନ୍ତୁ କିଛି ସମୟ ପରେ ଦୁଇ ଜଣଙ୍କ ବିବାହ ଅଲଗା ଅଲଗା ସ୍ଥାନରେ ହୋଇଗଲା । କିନ୍ତୁ କିଛି କାରଣ ବଶତଃ ରିଙ୍କି ନିଜ ଶଶୁର ଘରୁ ଚାଲି ଆସିଥିଲା ।

ଅନ୍ୟ ପଟେ ପ୍ରେମିକ ଶୋଧନର ବି ବିବାହ ହୋଇ ଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ବିବାହ ପରେ ବି ଶୋଧନ ଓ ରିଙ୍କି ମଧ୍ୟରେ ସମ୍ବନ୍ଧ ଥିଲା । ଏହା ପରେ ଏଏସପୀ ଏସକେ ଶ୍ରୀବାସ୍ତବ ଆଗକୁ କହିଲେ କି ଶୋଧନର ବିବାହ ହେବା ପରେ ରିଙ୍କି ଶୋଧନକୁ ନିଜର ପତ୍ନୀ ସହ ସମ୍ବନ୍ଧ ନ ରଖିବା ପାଇଁ ରାଣ ଦେଇଥିଲା ଓ ଶୋଧନ ଯେତେବେଳେ ବି ମହାରାଷ୍ଟ୍ରରୁ ଘରକୁ ଆସିଥାଏ ତେବେ ରିଙ୍କି ତାକୁ ନିଜ ଘରକୁ ଡାକିଥାଏ ଓ ଏହିଭଳି ଭାବରେ ଶୋଧନ ଦୁଇଟି ଡଙ୍ଗାରେ ଗୋଡ ଦେଇ ଚାଲୁ ଥିଲା ।

ପୋଲିସର ଯାଞ୍ଚ ଅନୁସାରେ, ଶୋଧନ କିନ୍ତୁ ନିଜର ପତ୍ନୀ ସହ ସମ୍ବନ୍ଧ ରଖିଥିଲା । ଯାହା ବିଷୟରେ ରିଙ୍କିକୁ ଜଣା ପଡିଗଲା ଓ ଏହି କଥାକୁ ରିଙ୍କି ସହି ପାରିଲା ନାହିଁ । ଏହା ପରେ ସେ ଶୋଧନ ଠାରୁ ପ୍ରତିଶୋଧ ନେବା ପାଇଁ ଚିନ୍ତା କରିଲା । ଏହା ପରେ ସେ ଏକ ବନ୍ଧୁକର ଯୋଗାଡ କରିଲା ଓ ଗୋରଖପୁରରେ ମିଠା ବିକ୍ରି କରୁଥିବା ନିଜ ଭାଇ ରବୀନ୍ଦ୍ରକୁ ବି ଡାକିଲା ।

ଏହା ପରେ ବୁଧବାର ଦିନ ରିଙ୍କି ଶୋଧନକୁ ଫୋନ କରି ନିଜ ଘରକୁ ଡାକିଲା ଓ ଛାତ ଉପରକୁ ନେଇଗଲା । ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ଏହି କଥାକୁ ନେଇ ଝଗଡା ହେଲା ଓ ଶେଷରେ ଝଗଡା ଏତେ ବଢିଗଲା କି ଶେଷରେ ରିଙ୍କି ଶୋଧନର ଛାତିରେ ଗୁଳି ମାରି ଦେଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।