ସ୍ମାର୍ଟନେସ ଓ ବୋଲ୍ଡନେସ ରେ Sonakhi Sinha ଙ୍କୁ କଡା ଟକ୍କର ଦେଇଥାନ୍ତି ତାଙ୍କ ଭାଉଜ Taruna, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଫଟୋ

ଭାରତରେ ସବୁ ସମ୍ପର୍କର କିଛି ଖାସ ମହତ୍ଵ ରହିଛି । ଅନେକ ସମୟରେ ନଣନ୍ଦ ଓ ଭାଉଜର ସମ୍ପର୍କ ନିଆରା ଅଟେ । କିଛି କ୍ଷେତ୍ରରେ ନଣନ୍ଦ ଓ ଭାଉଜର ସମ୍ପର୍କରେ ଭଲ ରହିଥାଏ ତ ଆଉ କିଛି କ୍ଷେତ୍ରରେ ଖରାପ ରହିଥାଏର ।

ଆଜି ଆମେ ଏହି ସମ୍ପର୍କର ଏକ ନିଆରା ଷ୍ଟୋରି କହିବାକୁ ଯାଉଛି ଯାହା ସୋନାକ୍ଷୀ ସିହ୍ନା ଓ ତାଙ୍କ ଭାଉଜଙ୍କର ଅଟେ । ବଲିଉଡର ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ଭାଉଜ ତରୁଣା ଅଗ୍ରୱାଲଙ୍କ ସହ ବହୁତ ଭଲ ରିଲେସନ ରଖିବା ସହ ଦୁହିଙ୍କ ମଧ୍ୟରେ ଭଲ ବଣ୍ଡିଙ୍ଗ ରହିଛି । ତରୁଣା ଲାଇମ ଲାଇଟରୁ ଦୂରେଇ ରହିବାକୁ ପସନ୍ଦ କରୁଥିଲେ ମଧ୍ୟ ଅନେକ ଥର ସୋନାକ୍ଷୀଙ୍କ ସହ ସୋସିଆଲ ମିଡିଆରେ ନଜର ଆସିଛନ୍ତି ।

ଦୁହିଙ୍କ ଛବି ଦେଖି କହିହେବ ଯେ ଦୁହେଁ ବହୁତ ଭଲ ବନ୍ଧୁ ଅଟନ୍ତି । ସୋନାକ୍ଷୀ ନିଜ ଭାଉଜଙ୍କ ସହ ଭଉଣୀ ଭଳି ବ୍ୟବହାର କରନ୍ତି ତ ତରୁଣା ମଧ୍ୟ ସୋନାକ୍ଷୀଙ୍କୁ ବହୁତ ଭଲ ପାଆନ୍ତି । ୨୦୧୫ ଜାନୁଆରୀ ୧୮ରେ ସୋନାକ୍ଷୀଙ୍କ ଭାଇ କୁଶଙ୍କ ମାରେଜ ତରୁଣା ଅଗ୍ରୱାଲଙ୍କ ହୋଇଥିଲା । ତରୁଣା ଲଣ୍ଡନର ଏକ ଏନାରଏ ପରିବାରର ଅଟନ୍ତି । ନିଜ ଭାଇର ମାରେଜରେ ସୋନାକ୍ଷୀ ବହୁତ ଉସ୍ଚାହିତ ଥିଲେ କାରଣ ସେ ଜାଣିଥିଲେ ଭାଉଜ ରୂପରେ ତାଙ୍କୁ ଏକ ଭଲ ବନ୍ଧୁ ମିଳିବାକୁ ଯାଉଛି । ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ କୁଶଙ୍କ ମାରେଜରେ ବହୁତ ରାଜନୀତି ଲୋକ ମାନଙ୍କର ଆଗମନ ହୋଇଥିଲା ।

କିନ୍ତୁ ସବୁଠାରୁ ଚର୍ଚ୍ଚାର ବିଷୟ ରହିଥିଲା ଯେତେବେଳେ ଏହି ମାରେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଶ ଓ ତରୁଣାଙ୍କୁ ଆଶୀର୍ବାଦ ଦେବକୁ ଆସିଥିଲେ । ଏହି ମାରେଜରେ ଅମିତାଭ ବଚ୍ଚନ, ହେମ ମାଳିନୀ, ଜୟା ବଚ୍ଚନ, ଟିନା ଅମ୍ବାନୀ, ପୁନମ ଢୀଲୋଙ୍କ ବ୍ଯତୀତ ଅନ୍ୟ ସିତାରା ମାନେ ଯୋଗ ଦେଇଥିଲେ ।ସୋନାକ୍ଷୀ ସିହ୍ନାଙ୍କ ବିଷୟରେ କହିବାକୁ ଗଲେ ସ ୨୦୦୫ରେ “ମେରା ଦିଲ ଲେକେ ଦେଖୋ” ଫିଲ୍ମରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ ।

୨୦୧୦ରେ ସୋନାକ୍ଷୀ ସଲମାନ ଖାନଙ୍କ ସହ “ଦବଙ୍ଗ” ଫିଲ୍ମରେ ଡେବ୍ୟୁ କରିଥିଲେ । ସୋନାକ୍ଷୀଙ୍କ ଜନ୍ମ ୧୯୮୭ ଜୁନ ୨ରେ ଅଭିନେତା ଶତ୍ରୁଙ୍ଘା ସିହ୍ନା ଓ ପୁନମ ସିହ୍ନାଙ୍କ ଘରେ ହୋଇଥିଲା । ସେ ୨୦୧୪ରେ ସୁପର ଷ୍ଟାର ରଜନୀକାନ୍ତଙ୍କ ସହ ଫିଲ୍ମ “ଲିଙ୍ଗା”ରୁ ତାମିଲ ଫିଲ୍ମରେ ଡେବ୍ୟୁ କରିଥିଲେ । ସୋନାକ୍ଷୀ ସିହ୍ନା ବହୁତ ଜଲ୍ଦି “ଭୁଜ ଦ ପ୍ରାଇଡ ଅଫ ଇଣ୍ଡିଆ” ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏହା ଛଡା ସୋନାକ୍ଷୀ ନିଜର ଡିଜିଟାଲ ଡେବ୍ୟୁ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।


ସୋନାକ୍ଷୀ ସିହ୍ନା ଓ ତରୁଣା ଅଗ୍ରୱାଲଙ୍କ ସମ୍ପର୍କରେ ଭଲ ବଣ୍ଡିଙ୍ଗ ରହିବାର କାରଣ ହେଉଛି ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ତରୁଣା ନିଜର ଜନ୍ମ ଦିବସ ପାଳନ କରନ୍ତି । ଏହି ଦିନ ସୋନାକ୍ଷୀ ନିଜ ଭାଉଜକୁ ଅଲଗା ଅଲଗା ମାଧ୍ୟମରେ ଜନ୍ମ ଦିବସର ଶୁଭକାମନା ଜଣାଇଥାନ୍ତି । ସୋନାକ୍ଷୀ ନିଜ ପରିବାର ଲୋକଙ୍କର ସବୁଠାରୁ ଲାଡଲି ଝିଅ ଅଟନ୍ତି । ଏହି କଥା ସୋନାକ୍ଷୀଙ୍କ ଭାଉଜ ତରୁଣା ମଧ୍ୟ ବହୁତ ଭଲ ଭାବେ ଯାଇଛନ୍ତି । ଏହି କାରଣରୁ ତରୁଣାଙ୍କର ସୋନାକ୍ଷୀଙ୍କ ସହ ଭଉତ ଭଲ ସମ୍ପର୍କ ରହିଛି । ଦୁହେଁ ପରସ୍ପର ସହ ଅଧିକ ସମୟ ସ୍ପେନ୍ଡ କରିବାକୁ ପସନ୍ଦ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।