ଉଠାଦୋକାନୀଙ୍କ ପାଇଁ ସବୁଠୁ ବଡ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ Naveen Patnaik, ଏତେ କୋଟି ଟଙ୍କା କଲେ ମଞ୍ଜୁର

କହିବାକୁ ଗଲେ କରୋନା ସମସ୍ତଙ୍କୁ ଗୋଟିଏ ପ୍ରକାରର ଘରେ ବନ୍ଦୀ କରି ରଖି ଦେଇଛି । ଗୋଟିଏ ଦିଗରେ ସରକାରଙ୍କ ଲକଡାଉନ ଓ ସଟଡାଉନ ଭଳି ନିୟମ ଲାଗୁ କରାଯାଇଛି ତ ଅନ୍ୟ ପଟେ ସଂକ୍ରମଣର ଭୟ । ଏମିତିରେ ଲୋକମାନେ ଘରେ ବନ୍ଦୀ ହୋଇ ଯାଇଛନ୍ତି ।

କିନ୍ତୁ ଏହି କରୋନାରେ ହେଉଥିବା ଲକଡାଉନ ଯୋଗୁ ପ୍ରାୟତଃ ସମସ୍ତଙ୍କୁ ବହୁତ ବଡ ବଡ ସମସ୍ୟାର ସାମ୍ନା କରିବାକୁ ପଡୁଛି । ବିଶେଷ କରି ସମସ୍ତଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଲକଡାଉନ ଯୋଗୁ ଦୋକାନ ବଜାର ଅଫିସ ଇତ୍ୟାଦି ସବୁ ବନ୍ଦ ରହିବା କାରଣରୁ ନା ହିଁ କାହାକୁ କାମ ମିଳୁଛି ଓ ନା ହିଁ କାହାକୁ ସ୍ୟାଲେରୀ ମିଳୁଛି । ଏମିତିରେ ଲୋକମାନେ ହଇରାଣ ହୋଇଯାଇଛନ୍ତି ।

ଅନ୍ୟ ପଟେ ଯେଉଁମାନେ ନିଜ ପାଇଁ ଟଙ୍କା ସେଭିଙ୍ଗ କରି ରଖିଛନ୍ତି ତାଙ୍କ ପାଇଁ ବିଶେଷ କିଛି ଅସୁବିଧା ହୋଇ ନ ଥିବ । କିନ୍ତୁ ଯେଉଁମାନେ ଦିନ ମଜୁରି ତାଙ୍କୁ ବହୁତ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି । କିନ୍ତୁ ଏହିଭଳି ସ୍ଥିତିରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରିଲିଫ ଫଣ୍ଡ ଘୋଷଣା କରିଛନ୍ତି । ଯାହାର ଲାଭାର୍ଥୀ ଉଠ ଦୋକାନୀମାନେ ନେଇ ପାରିବେ । ଚାଳନ୍ତୁ ଜାଣିବା ସମସୁର୍ଣ ବିବରୀଣ କଣ ।

କହିବାକୁ ଗଲେ ଉଠା ଦୋକାନୀମାନଙ୍କୁ ଏହି ଲକଡାଉନରେ ଯୋଗୁ ବହୁତ ହଇରାଣ ହେବାକୁ ପଡୁଛି । କାରଣ ଉଠାଦୋକାନୀମାନଙ୍କୁ ବିଶେଷ କୌଣସି ଲାଭ ମିଳେ ନାହିଁ ସେମାନେ ସବୁଦିନ ଦୋକାନ ଖୋଲନ୍ତି ଓ ଦୋକାନରୁ ଯାହା ବି ଦୁଇ ପଇସା ଆସେ ସେଥିରେ ସେମାନେ ନିଜର ପରିବାରର ପେଟ ପୋଷଣ କରନ୍ତି । କିନ୍ତୁ ଲକଡାଉନ କାରଣରୁ ଖାଦ୍ୟ ସାମଗ୍ରୀ ଦୋକାନ ଗୁଡିକ ଖୋଲୁ ଥିଲା । କିନ୍ତୁ ଉଠାଦୋକାନୀଙ୍କୁ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇ ନ ଥିଲା ।

କିନ୍ତୁ ସରକାର ବର୍ତ୍ତମାନ ଏହି ସମସ୍ତ ଉଠାଦୋକାନିମାନଙ୍କ ପାଇଁ ଏକ ଖୁସି ଖବର ଦେଇଛନ୍ତି । କହିବକାଉ ଗଲେ ରାଜ୍ୟ ସରକାର ସହରାଞ୍ଚଳରେ ଥିବା ସମସ୍ତ ଉଠାଦୋକାନୀଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି । ଏହା ଦ୍ଵାରା ସହରାଞ୍ଚଳର ମୋଟ ୮୭ ହଜାର ୬୫୭ ଜଣ ଉଠାଦୋକାନି ଉପକୃତ ହେବ ।

ଏହିଭଳି ଘୋଷଣା କରି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ଥିବା ଉଠାଦୋକାନିଙ୍କୁ କରୋନା ଭଳି ସ୍ଥିତିରେ ଅର୍ଥ ସାହାର୍ଯ୍ୟ କରି ତାଙ୍କ ମୁହଁରେ ଏକ ଛୋଟ ହସ ନେଇ ଆସିଛନ୍ତି । କହିବାକୁ ଗଲେ କରୋନା ସମୟରେ ଲକଡାଉନ ପାଇଁ ଉଠାଦୋକାନି ଅଧିକ ପ୍ରଭାବିତ ହେଉଛନ୍ତି । ଏମିତିରେ ଯଦି ଆପଣ ଜଣେ ଉଠାଦୋକାନୀ ଅଟନ୍ତି ତେବେ ବହୁତ ଜଲ୍ଦି ସରକାରଙ୍କ ଦ୍ଵାରା ଦିଆଯାଇଥିବା ଏହି ଟଙ୍କା ଆପଣଙ୍କୁ ମିଳିଯିବ । ଯାହାକି ବର୍ତ୍ତମାନ ସମୟରେ ବହୁତ ବଡ ସାହାର୍ଯ୍ୟ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।