ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଥରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ ।
୧- କେଉଁ ଫଳର ଚୋପା ନଥାଏ କି ମଞ୍ଜି ନଥାଏ ?
ଉ: ମଲବେରୀ
୨- କେଉଁ ଦେଶର ଲୋକଙ୍କ ରହଣି ଚଳଣି ବିଲକୁଲ ଭାରତର ଲୋକଙ୍କ ଭଳି ହୋଇଥାଏ ?
ଉ: ଚୀନ
୩- ଦୁନିଆର ଏକମାତ୍ର କେଉଁ ପକ୍ଷୀ ନିଜ ପିଲାଙ୍କୁ ସ୍ତନ୍ୟପାନ କରାଏ ?
ଉ: ବାଦୁଡି (Bat)
୪- ଭାରତର ଏକମାତ୍ର କେଉଁ ମୁଖ୍ୟମନ୍ତ୍ରୀ ଯିଏ ଶପଥ ନେବା ମାତ୍ରେ ମରିଯାଇ ଥିଲେ ?
ଉ: ଶମଶେର ସିଂ
୫- କେଉଁ ମାନବ ସର୍ବପ୍ରଥମେ ଦୁଇ ଗୋଡରେ ଚାଲିଥିଲା ?
ଉ: ଆଷ୍ଟ୍ରେଲୋପିଥିକ୍ସ
୬- କେଉଁ ବୃକ୍ଷର ରକ୍ଷଣାବେକ୍ଷଣା ପାଇଁ ସରକାର ପ୍ରତିବର୍ଷ ୧୨ ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ?
ଉ: ବୋଧି ବୃକ୍ଷ
୭- ସବୁଠାରୁ ଅଧିକ ପ୍ରାକୃତିକ ଏବଂ ତାଜା ପାଣି ଭଣ୍ଡାର ଥିବା ଦେଶ କେଉଁଟି ?
ଉ: ବ୍ରାଜିଲ
୮- ହାତୀ କେତେ ବର୍ଷ ଯାଏଁ ଜୀବିତ ରହିଥାଏ ?
ଉ: ୫୭ ବର୍ଷ
୯- କେଉଁ ବ୍ୟକ୍ତିଙ୍କ ଅସ୍ଥି ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇଛି ?
ଉ: ନାଥୁରାମ ଗଡଶେ
୧୦- କେଉଁ ପଶୁ କେବେ ମଧ୍ୟ ପାଣି ପିଏ ନାହିଁ ?
ଉ: କୋଆଲା
୧୧- କେଉଁ ଦେଶରେ ସୁନାର ହୋଟେଲ ରହିଛି ?
ଉ: ଭିଏତନାମର ରାଜଧାନୀ ହନୋଇରେ
୧୨- ମଣିଷ ଶରୀରର କେଉଁ ଦୁଇ ଜାଗାର ସର୍ଜରୀ ପାଇଁ ସୂତା ବ୍ୟବହାର କରାଯାଏ ?
ଉ: ପେଟ ଏବଂ ମୁଣ୍ଡ
୧୩- EAT ଶବ୍ଦର ପୁରା ଅର୍ଥ କଣ ?
ଉ: Energy and Tasty
୧୪- ପାନିପୁରୀ ବା ଗୁପ୍ଚୁପକୁ ଇଂରାଜୀରେ କ’ଣ କୁହାଯାଏ ?
ଉ: ୱାଟର ବଲ୍ସ (Water balls)
୧୫- କିସମିସ ପାଣି ପିଇଲେ କ’ଣ ଫାଇଦା ମିଳିଥାଏ ?
ଉ: ଚେହେରା ଚମକିବାକୁ ଲାଗେ
୧୬- ଗାଈର ଜୀବନକାଳ କେତେ ବର୍ଷ ହୋଇଥାଏ ?
ଉ: ୧୬ ବର୍ଷ
୧୭- ଆପଣ କ’ଣ ଜାଣିଛନ୍ତି କି କେତେ କିସମର ସେଓ ରହିଛି ?
ଉ: ୨୦୦ରୁ ମଧ୍ୟ ଅଧିକ
୧୮- କେଉଁ ଜୀବ ରାତିରେ ଶିକାର କରିବାକୁ ବାହାରେ ?
ଉ: ବିଛା
୧୯- କେଉଁ ପଶୁର ଚମଡାରୁ ୪୦ ପ୍ରକାରର ଔଷଧ ପ୍ରସ୍ତୁତ କରାଯାଏ ?
ଉ: ଘୁଷୁରି
୨୦- ମଣିଷ ଶରୀରରେ ଏମିତି କେଉଁ ଅଙ୍ଗ ରହିଛି ଯାହା ଜନ୍ମ ପରେ ଆସିଥାଏ ଓ ମୃତ୍ୟୁ ପୂର୍ବରୁ ଚାଲି ଯାଇଥାଏ ?
ଉ: ଦାନ୍ତ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିଅପରି GK ପୋଷ୍ଟ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।