୨ ଥର ଛାଡପତ୍ର ପରେ ଏବେ ତୃତୀୟ ବିବାହ କରିବେ ଏହି ହିରୋଇନ, ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ୬୦୦ କୋଟି

ଫିଲ୍ମ ଜଗତରେ ଏହା ହୋଇଥାଏ କି ଆଜିକାଲି କେଉଁ ଅଭିନେତା କେଉଁ ଅଭିନେତ୍ରୀଙ୍କ ସହିତ ବିବାହ କରି ପରେ ଛାଡପତ୍ର ଦେଇ ଦେଉଛନ୍ତି ଜଣା ପଡିନଥାଏ । ଆଜିକାଲି ଅଧିକାଂଶ ଅଭିନେତା ଏବଂ ଅଭିନେତ୍ରୀ ମାନେ ଦୁଇଟି ରୁ ତିନୋଟି ବିବାହ ମଧ୍ୟ କରୁଛନ୍ତି ।

ଏମିତି ବହୁତ ଘଟଣା ସାମନାକୁ ଆସିଛି । ଆଜି ଆମେ ଆପଣଙ୍କୁ ଏକ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଦୁଇ ଥର ଛାଡପତ୍ର ଦେଇ ସାରିଛନ୍ତି ଏବଂ ବର୍ତ୍ତମାନ ସେହି ଅଭିନେତ୍ରୀ ତୃତୀୟ ବିବାହ କରିବା ପାଇଁ ଯାଉ ଛନ୍ତି । ଏହି ଅଭିନେତ୍ରୀ ଜଣକ ଗୋଟିଏ ଫିଲ୍ମ କରିବା ପାଇଁ ୬୦୦ କୋଟି ଟଙ୍କା ନେଇଥାନ୍ତି ତାହେଲେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ଏହି ଅଭିନେତ୍ରୀ ଜଣଙ୍କ ନାମ ହେଉଛି ସ୍କାଲେର୍ଟ ଜୋହାନସନ ଯିଏ କି ହଲିଉଡ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ନିଜର ଭଲ ଅଭ୍ୟାସ କାରଣରୁ ସାରା ଦୁନିଆରେ ଫେମସ ଅଟନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜର ଅଭିନୟ କ୍ୟାରିୟର ଭିତରେ ସେ ବହୁତ ସାରା ଭଲ ଫିଲ୍ମରେ କାମ କରିଛନ୍ତି ଏବଂ ସବୁ ଫିଲ୍ମରେ ସେ ନିଜର ଭଲ ଅଭିନୟ ପ୍ରଦର୍ଶନ କରିଛନ୍ତି । ତାଙ୍କର ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଭଲ ପାଇଥାନ୍ତି ।

ସେ ନିଜର ଅଭିନୟ ଦ୍ଵାରା ଲୋକ ମାନଙ୍କ ହୃଦୟରେ ଘର କରି ସାରିଛନ୍ତି । ସେ ବହୁତ ସୁପରହିଟ ଫିଲ୍ମ ମଧ୍ୟ କରିଛନ୍ତି । ତାଙ୍କର ଅଭିନୟ ଲୋକ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ ଯେଉଁ କାରଣରୁ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ବହୁତ ଅଛନ୍ତି । ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ତୃତୀୟ ବିବାହ କରିବାକୁ ଯାଉଛନ୍ତି ।

ଏହା ପୂର୍ବରୁ ମଧ୍ୟ ସେ ଦୁଇଟି ବିବାହ କରି ସାରିଛନ୍ତି ଏବଂ ତାଙ୍କର ଛାଡପତ୍ର ମଧ୍ୟ ହୋଇ ସାରିଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।