ଯେଉଁ ବାଘ ମଣିଷ ମା-ରି-ଥିଲା ଆଜି ସେଇ ବାଘ ପୁଣି ଖାଇଛି ଗାଈ, ଏତେ ଖିଅଛି ଯେ ଚାଲି ପାରୁନି… ଦେଖନ୍ତୁ Video

ପୁଣି ଥରେ ବାଘକୁ ନେଇ ନୂଆପଡା ଚର୍ଚ୍ଚା ରେ । ହଁ ଦର୍ଶକ ବନ୍ଧୁ ନୀତି ରାତି ପାହିଲେ କେତେବେଳେ ମଣିଷ ତ କେତେବେଳେ ଗାଈ ଏ ସବୁକୁ ଜଗି ରହି କଲରାପତରିଆ ବାଘ ଖାଇ ଯାଇଥିଲା । ଆଜି କଲରାପତରିଆ ବାଘଟି ଏତେ ଖାଇଛି ଯେ ହଲିଚଲି ପାରୁ ନାହି କି ଯାଇ ଆସିପାରୁ ନାହି । ଯେଉଁଠି ଅଛି ସେଠାରେ ବସି ରହିଛି । ସେଥିପାଇଁ ତ ଗାଁ ଲୋକେ ତା ପାଖକୁ ଯାଇଛନ୍ତି ଆଉ ଫୋଟୋ ଉଠାଉଛନ୍ତି । ବର୍ତ୍ତମାନ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେଉଛି ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ।

ଏହି ଭିଜୁଆଲ ରେ ଅତି ନିକଟରୁ ବାଘ ର ଚିତ୍ର ଦେଖା ଯାଉଛି । ଆଘ ବୁଲିବାର ଫୋଟୋ ବର୍ତ୍ତମାନ ସବୁଆଡେ ଭାଇରାଲ ହେଉଛି । କିଛି ଦିନ ପୂର୍ବରୁ ଆପଣଙ୍କର ମନେ ଥିବ ନୂଆପଡା ଜଙ୍ଗଲରେ ଜଣେ ବୃଦ୍ଧାଙ୍କୁ ଅଋ ଖାଇଥିଲା କଲରାପତରିଆ ବାଘ । ତା ପରେ ନୀତି ସକାଳ ହେଲେ କେବେ ବାଛୁରି ତ ଆଉ କେବେ ଗାଈ କୁ ଶି-କା-ର କରୁଥିଲା ବାଘ । ଆଉ ଆଜି ଶୁଣିବାକୁ ମିଳିଛି ଖାଦ୍ୟ ଅନ୍ଵେଷଣ ରେ ଜଗି ବସିଥିବା କଲରାପତରିଆ ବାଘ ଗାଈ କୁ ଖାଇ ଯାଇଛି । ଖାଦ୍ୟ ଅଧିକ ହେବାରୁ ସେ ଚଲାବୁଲା କରିପାରୁ ନାହି ।

ବାଘ ବୁଲିବାର ଖେଳିବାର ଦ୍ରୁଶ୍ଯକୁ ମୋବାଇଲ ରେ କଏଡ କରିଥିଲେ ଗାଁ ଲୋକେ । ଆଜି ସକାଳେ ସିଲିଆରି ବାହାରା ଗାଁର ଏକ ଗାଈ ନିକଟ ଜଙ୍ଗଲକୁ ଚାରି ଯାଇଥିଲା । ଆଉ ବାଘ ଟି ପୂର୍ବରୁ ଜଗି ରହିଥିବାରୁ ଗାଈକୁ ଶି-କା-ର କରିଥିଲା । ଜଙ୍ଗଲରେ ଗାଈକୁ ବାଘ ଶି-କା-ର କରିବା ପରେ ଖାଇଥିଲା ।

ଆଉ ଗାଈକୁ ଖାଇବା ପରେ ଜଙ୍ଗଲ ଭିତରକୁ ଗାଈ ଯାଇପାରି ନ ଥିଲା । ଏତେ ଖାଇ ଦେଇଥିଲା ବାଘ ଯେ ସେଠାରେ ସୋଇ ରହିଥିଲା । ଆଉ ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଯୁବକ ମାନେ ଦୌଡି ଯାଇଥିଲେ । ଆଉ ଏମିତିକି ବାଘ ଠାରୁ 20ରୁ 30 କିମି ଦୂରରେ ରହି ସ୍ଥାନୀୟ ଲୋକ ମାନେ ଫୋଟୋ ଉଠାଇ ଥିଲେ ।

ଏମିଟକି ବାଘ ର ଜୀବନ ପ୍ରତି ବିପଦ ଥିବାର ଅନୁମାନ କରା ଯାଉଛି । ଅନ୍ୟ ପାଖରେ ଅସୁରକ୍ଷିତ ଭାବେ ବାଘ ପାଖକୁ ଯାଉ ଥିବାରୁ ବିପଦ ରହିଛି । ବର୍ତ୍ତମାନ ସୁଧା ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ନାହାନ୍ତି । ତେଣୁ ବାଘ ଓ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦାବି ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।