ଆଜିର ରାଶିଫଳ, 17 ଏପ୍ରିଲ 2023, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଏପ୍ରିଲ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ସ୍ୱାସ୍ଥ୍ୟ ରେ କିଛି ପରିବର୍ତ୍ତନ ହୋଇପାରେ ।  ଆଜି ଆପଣଙ୍କୁ ନୂଆ ଦାୟିତ୍ଵ ମିଳିପାରେ । କୌଣସି କାମ ପ୍ରତି ଆପଣଙ୍କର ଚେଷ୍ଟା ସଫଳ ରହିବ । ବାଣୀ ରେ ମିଠାଶ ରହିବ । ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ । ଅନ୍ୟ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହି । ନିଜ କାମରେ ମତଲବ ରଖନ୍ତୁ । ଜଲ୍ଦି ଆପଣଙ୍କୁ ବଡ ଉନ୍ନତି ମିଳିପାରେ । ବେହତର ହେବ ଆପଣ ନିଜ ବାଣୀ ଉପରେ ସଂଯମ ରଖନ୍ତୁ ।

ବୃଷ ରାଶି : ଆପଣ ଶତ୍ରୁ ଙ୍କ କାରଣରୁ ଲାଭ କମାଇବେ । ଆଜି ଆପଣଙ୍କର ସ୍ୱାସ୍ଥ୍ୟ ରେ କିଛି ଚେଞ୍ଜ ହୋଇପାରେ । ଆପଣଙ୍କ ପିଲା ଙ୍କ ତରଫରୁ ଆପଣ ଖୁସି ଖବର ପାଇବେ ।  କାର୍ଯ୍ୟ କାରୀ ଅନୁବନ୍ଧ ରେ ନବୀନତା ହେବ । ଛୋଟ ଭାଇ ଭଉଣୀ ଙ୍କ ମାର୍ଗ ଦର୍ଶନ କରିବାର ଅବସର ମିଳିବ । ନୂଆ ନୂଆ ଯୋଜନା ବନାଇବେ । ଯୋଜନା ଫଳପ୍ରଦ ହେବ । ଘର ଗୃହସ୍ଥ ମାମଲାରେ ଆପଣଙ୍କୁ ସଂଯମ ରଖିବାକୁ ହେବ ।

ମିଥୁନ ରାଶି : ମହିଳା ମାନେ ଶ୍ଵଶୁର ଘରେ ଭଲ ରେ ରହିବେ । କାର୍ଯ୍ୟ ସ୍ଥଳରେ ସୁଧାର ବା ପରିବର୍ତ୍ତନ ହୋଇପାରେ । ବିଦ୍ୟାର୍ଥୀ ମନ ଲଗାଇ ପାଠ ପଢିବେ । ସମୟ ଅନୁଯାୟୀ କାମ ପୁରା କରନ୍ତୁ । ଧ୍ୟାନ ରଖିକି ପଢନ୍ତୁ । ଆଜି ଆପଣ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଜରୁର ରଖନ୍ତୁ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇବ । ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ ଲାଭକାରୀ ରହିବ । ବ୍ୟବସାୟୀ ଙ୍କୁ ମାଧ୍ୟମରେ ଲାଭ ମିଳିପାରେ ।

କର୍କଟ ରାଶି : ଆପଣଙ୍କ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣଙ୍କୁ ନିଜର ବ୍ୟକ୍ତିଗତ ଜୀବନ ଓ ପ୍ରିୟଜନ ଙ୍କୁ ଅଣଦେଖା କରିବା ଉଚିତ ନୁହେଁ । ଯଦି କୌଣସି ନୂଆ କାମ ନେଇଛନ୍ତି ତେବେ ତାହାକୁ ଦାୟିତ୍ଵ ସହକାରେ ପୁରା କରନ୍ତୁ । ଅନ୍ୟ ର କେୟାର ନିଅନ୍ତୁ କିନ୍ତୁ ନିଜର କ୍ଷତି କରନ୍ତୁ ନାହି । ଭୌତିକ ସୁଖ ସମ୍ପଦ ରେ ବୃଦ୍ଧି ହେବ । ବଡ ଧରଣର ଅଧିକ ନିବେଶ କରିବା ଆଜି ଠିକ ନୁହେଁ । ଆଇଟି ଫିଲ୍ଡ ସହ ଜଡିତ ଲୋକଙ୍କୁ ନୂଆ କମ୍ପାନୀ ରେ ଚାକିରି ର ଅଫର ଆସିପାରେ ।

ସିଂହ ରାଶି : ଆପଣଙ୍କର ଆର୍ଥିକ ସ୍ଥିତି ବେହତର ରହିବ । ଆଜି ଘରେ କୌଣସି ମଙ୍ଗଳ କାର୍ଯ୍ୟ ହେବାର ଶୁଭ ସଂକେତ ଅଛି । କାରବାରୀ ବର୍ଗ ସରକାରୀ କାମ କରିବା ସମୟରେ ଜରୁରୀ ଫାଇଲ ସଠିକ ଭାବେ ରଖନ୍ତୁ । ଯୁବକ ଙ୍କୁ ପରିବାର ଓ ଫିଲ୍ଡ ର ବରିଷ୍ଠ ଲୋକଙ୍କର ମାର୍ଗ ଦର୍ଶନ ମିଳିବ । ମାତା ପିତା ଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଘରର ସବୁ ସଦସ୍ୟ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆପଣଙ୍କର ଭଲ କାମରେ ଭାଇ ଭଉଣୀ ଙ୍କ ସାଥ ମିଳିବ ।

କନ୍ୟା ରାଶି : ସବୁ କାମକୁ ଯୋଜନା ବଦ୍ଧ ଭାବେ କରନ୍ତୁ । ଆଜି ଦିନରେ ନୂଆ ସମ୍ପର୍କ ର ଆରମ୍ଭ କରନ୍ତୁ । ଆପଣଙ୍କର ଭାବିଥିବା କାମ ସହଜରେ ପୁର ଅଣ ହେବ । ବିଜନେସ ରେ ଆପଣ ଯେଉଁ ବି କାମ ହାତକୁ ନେବେ ସେଥିରେ ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣଙ୍କର ଆର୍ଥିକ ସ୍ଥିତି ବିଷୟରେ କଥା ହେବା ତେବେ ସେୟାର ବଜାର ରେ ପଇସା ଲାଇଗାଲେ ଆପଣଙ୍କୁ ଫାଇଦା ମିଳିବ । କୌଣସି ଅତିଥି ଙ୍କ ଆଗମନରେ ଖୁସି ହେବେ ।

ତୁଳା ରାଶି : ଲଭ ଲାଇଫ ସଫଳ ରହିବ । କିଛି ଚିନ୍ତାଜନକ ସ୍ଥିତି ଆସିପାରେ । ତେବେ ଆପଣ ସତର୍କତା ସହ ତାହାର ସାମନା କରନ୍ତୁ । ଆଜି ଆପଣଙ୍କୁ ବ୍ୟାପାରରେ ଭଲ ଫାଇଦା ମିଳିବାର ଅଛି । ଆଜି ଆପଣ ବିଚାର ବିମର୍ଶ ଅଧିକ କରିବେ । କୌଣସି ନୂଆ କାମ କରିବାକୁ ଆପଣ ଚିନ୍ତା କରୁଛନ୍ତି । ସରକାରୀ ଓ ନ୍ୟାୟିକ ସେବା ସହ ଜଡିତ ଲୋକ ଙ୍କୁ ଲାଭ ମିଳିବ ।

ବିଛା ରାଶି : ଅନେକ ଦିନରୁ ପଡିଥିବା ଲମ୍ବା କାର୍ଯ୍ୟ ପୂରଣ ହେବ । ଲଭ ଲାଇଫରେ ସ୍ଥିତି ଭକଳ ରହିବ । କାରୋବାର ରେ ବିସ୍ତାର ପାଇଁ ଲୋନ ର ଆବଶ୍ୟକତା ନେବାକୁ ପଡ଼ିପାରେ । ଅଚାନକ ମନରେ ପରିବର୍ତ୍ତନ ଆସିପାରେ ଯାହା କି ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ । ଆର୍ଥିକ ଲାଭ ଓ ସାମାଜିକ ପ୍ରତିଷ୍ଠା ମିଳିପାରେ । ଆପଣ ନୂଆ କାମ କରିବାକୁ ଚେଷ୍ଟା କରିବେ । ଯାହା ଆପଣଙ୍କୁ ଆଗକୁ ଯାଇ ଧନ ଲାଭର ଅବସର ଦେବ । ଆଜି ଆପଣଙ୍କର ମନ ପୂଜା ପାଠରେ ଅଧିକ ଲାଗିପାରେ ।

ଧନୁ ରାଶି : ଆୟ ବଢିବାରୁ ମନ ପ୍ରସନ୍ନ ହେବ । ଲଭ ଲାଇଫରେ ମଧୁରତା ଆସିବ । ବାଣୀ ଉପରେ ସଂଯମ ରଖନ୍ତୁ । ଭୌତିକ ସୁଖ ସାଧନାରେ ବୃଦ୍ଧି ହେବ । କାମରେ ମନ ନ ଲାଗିବାରୁ ଚିନ୍ତା ବଢିବ । ସ୍ୱାସ୍ଥ୍ୟ ମାମଲାରେ ଦିନ ଭଲ ରହିବ । ଆଜି ଅନ୍ୟ କାହାର ମାମଲାରେ ଦଖଲ ଅନ୍ଦାଜ କରନ୍ତୁ ନାହି । ଆପଣଙ୍କ ବୈବାହିକ ଜୀବନ ଖୁସି ରେ ଭରି ରହିବ । ବୁଝି ବିଚାରୀ କୌଣସି କାମ ନ କରିଲେ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ମକର ରାଶି : ଆର୍ଥିକ ଲାଭ ର ସ୍ଥିତି ମଜବୁତ ହେବ । ପ୍ରିୟଜନ ଙ୍କ ସହ ସହଯୋଗ ପ୍ରାପ୍ତ ହେବ । ଆଜି ଆପଣଙ୍କୁ କୌଣସି କାମରେ ମେହନତ ଅଧିକ କରିବାକୁ ପଡିବ । ଆଜି ଆପଣଙ୍କର ସବୁ ଭୁଲ ସୁଧୁରି ଯିବ । ଅଫିସରେ କାମ ପୁରା କରିବାରେ ଆପଣ ପୁରା ପୁରୀ ଭାବେ ସକ୍ଷମ ହେବେ । ଏହା ସହ ଅଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ ।

କୁମ୍ଭ ରାଶି : ନିଜର ଭାଇ ଭଉଣୀ ଙ୍କ ସହ ସମ୍ପର୍କ ରେ ମିଠାଶ ଆସିବ । ନିଜର ସକ୍ଷମ ଅନୁଯାୟୀ ବଜେଟ ପ୍ରସ୍ତୁତ କରନ୍ତୁ । କୌଣସି ନୂଆ ଅଫର ଆପଣଙ୍କୁ ମିଳିପାରେ । ଆଜି ଆପଣ ଭାବିଥିବା କାମ ଆରମ୍ଭ କରିବେ । ଆପଣଙ୍କ କାମ ଜଲ୍ଦି ପୂରଣ ହେବ । ନିଜ ଜୀବନର ସବୁ ସମସ୍ୟାକୁ ନଜର ଅନ୍ଦାଜ କରି ଆପଣଙ୍କ ଜୀବନ ସାଥିଙ୍କ ସହ ଆପଣଙ୍କ ସହ ଛିଡା ହେବେ । ଡିଜାଇନ କାମ କରୁଥିବା ଲୋକଙ୍କ ପାଇଁ ଦିନ ଭଲ ଅହି । ଆଜି କୌଣସି ନୂଆ ସାଇଟ ଉପରେ କାମ କରିବେ ।

ମୀନ ରାଶି : ଆଜି ଦିନ ଟି ଆପଣଙ୍କୁ ଅନେକ ଅନୁଭୂତି ଦେଇକି ଯିବ । ଧାର୍ଯ୍ୟ ରଖିଲେ କୌଣସି କାମରେ ସଫଳତା ପ୍ରାପ୍ତ ହେବ । ଭାବିଥିବା କାମକୁ ପୁରା କରିବାର ଅବସର ମିଳିବ । ଆଜି କ୍ଯାରିୟର ନଜରିୟ ରେ ଆରମ୍ଭ କରିଥିବା କାମ ସଫଳ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ରେ ଚେଞ୍ଜ ଆସିପାରେ । ଗାଈ କୁ ରୋଟି ଖାଇବାକୁ ଦିଅନ୍ତୁ ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।