୬ ନଭେମ୍ବର ଦିନ ମଙ୍ଗଳ କରିବେ କୁମ୍ଭ ରାଶିରେ ପ୍ରବେଶ, ଏହି ୭ଟି ରାଶିର ବଦଳିଯିବ ଭାଗ୍ୟ, ହେବ ଧନର ବର୍ଷା

ଯେମିତି କି ଆପଣ ସମସ୍ତେ ଜାଣିଥିବେ ସମୟ ଅନୁସାରେ ଗ୍ରହ ମାନଙ୍କର ଚଳନ ରେ ପରିବର୍ତ୍ତନ ଲାଗି ରୁହେ, ୬ ନଭେମ୍ବର କୁ ମଙ୍ଗଳ ଗ୍ରହ ନିଜର ରାଶିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ସେ ନିଜର ଉଚ୍ଚ ରାଶି ମକର ର ତ୍ୟାଗ କରି କୁମ୍ଭ ରାଶିରେ ପ୍ରବେଶ କରିବେ । ସେ ୨ ମଇ ୨୦୧୮ ରୁ ମକର ରାଶିରେ ରହିଥିଲେ । ସେ ୧୮୮ ଦିନ ପର୍ଯ୍ୟନ୍ତ ମକର ରେ ରହିବା ପରେ ଏବେ ୬ ନଭେମ୍ବର ସକାଳ ୮.୪୯ ରେ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛି । ଏହି ରାଶିରେ ମଙ୍ଗଳ ୪୭ ଦିନ ରହିବା ପରେ ୨୩ ଡିସେମ୍ବର ଦିନ ୧.୨୦ ରେ ମୀନ ରାଶିକୁ ଚଳିବେ । ମଙ୍ଗଳଙ୍କର ହେବାକୁ ଥିବା ଏହି ପରିବର୍ତ୍ତନ ପାଇଁ ସମସ୍ତ ୧୨ ଟି ରାଶି ଉପରେ କିଛି ନା କିଛି ପ୍ରଭାବ ଅବଶ୍ୟ ପଡିବ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କେଉଁ ରାଶି ପାଇଁ ମଙ୍ଗଳ ର ପରିବର୍ତ୍ତନ ଶୁଭ ରହିବ ଏବଂ କେଉଁ ରାଶି ଉପରେ ଏହାର ପ୍ରଭାବ ଅଶୁଭ ପଡିବ ସେହି ବିଷୟରେ ବିସ୍ତାର ଭାବେ କହିବୁ ।

କେଉଁ ସବୁ ରାଶିକୁ ମିଳିବ ଶୁଭ ଫଳ

ମେଷ-

ମଙ୍ଗଳ ର ହେବାକୁ ଥିବା ଏହି ପରିବର୍ତ୍ତନ ପାଇଁ ଆପଣଙ୍କୁ ଅତ୍ୟନ୍ତ ଶୁଭ ଫଳ ମିଳିବ । ବ୍ୟବସାୟରେ ଲାଭ, ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ, ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମାପ୍ତ ହେବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ ।

ସିଂହ-

ମଙ୍ଗଳ ଙ୍କର ଏହି ପରିବର୍ତ୍ତନ ପାଇଁ ସିଂହ ରାଶିର ବ୍ୟକ୍ତି ମାନଙ୍କୁ ବହୁତ ଲାଭ ହେବ । ପୁରୁଣା ରୋଗରୁ ଉପସମ ମିଳିବ । ଆକସ୍ମିକ ଅର୍ଥ ପ୍ରାପ୍ତି ।  ବ୍ୟବସାୟୀ ମାନେ ପ୍ରଚୁର ଲାଭ ପାଇବେ ।

କନ୍ୟା-

କନ୍ୟା ରାଶି ବ୍ୟକ୍ତି ମାନଙ୍କ ପାଇଁ ହେଉଥିବା ଏହି ପରିବର୍ତ୍ତନ ଯୋଗୁ ଆର୍ଥିକ ଲାଭ ମିଳିବ । ଧନ ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହେବ । ବ୍ୟବସାୟୀ ମାନେ ପ୍ରଚୁର ଲାଭ ପାଇବେ । କିଛି ସୁ ସମ୍ବାଦ ମିଳିବାର ଯୋଗ ଅଛି ।

ତୁଳା-

ଏହି ରାଶିର ବ୍ୟକ୍ତି ମାନଙ୍କ ର ଆସୁଥିବା ସମୟ ବହୁତ ହିଁ ଆନନ୍ଦ ରେ କଟିବ । ପରିବାରରେ ଖୁସି ର ପରିବେଶ ଲାଗିରହିବ । ଆର୍ଥିକ ଯୋଜନା ସଫଳ ହେବ ।

ବିଛା-

ଏହି ରାଶିର ସମୟ ଅତ୍ୟନ୍ତ ଶୁଭ ହେବ । ଜୀବନରେ ବହୁତ ଖୁସି ମିଳିବ । ବିଦେଶରେ କର୍ମ କରୁଥିବା ବ୍ୟକ୍ତିଙ୍କୁ ପ୍ରଚୁର ଲାଭ ମିଳିବ । ଆତ୍ମ ବିଶ୍ବାସ ରେ ବୃଦ୍ଧି ।

ଧନୁ-

ଧନୁ ରାଶିର ବ୍ୟକ୍ତି ଙ୍କ ପାଇଁ ମଙ୍ଗଳ ଙ୍କର ଏହି ଚଳନ ଶୁଭ ଫଳ ଦେବ । ଆତ୍ମବିଶ୍ଵାସ ବଢାଇବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଘରକୁ ପ୍ରିୟଜନଙ୍କ ଆଗମନ ହେବ । ଜୀବନ ସାଥି ଙ୍କ ସହ ସମ୍ପର୍କ ମଧୁର ରହିବ ।

କୁମ୍ଭ-

ଏହି ରାଶି ବ୍ୟକ୍ତି ଙ୍କର ସ୍ଥିତି ରେ ସୁଧାର ଆସିବ, ଧନ ଅର୍ଜନର ବହୁତ ଅବସର ପ୍ରାପ୍ତି ହେବ । ଆସୁଥିବା ସମୟ ବହୁତ ଖୁସିରେ କଟିବ । ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହିବ ।