Vastu tips- ମରିଗଲେ ବି ମଙ୍ଗଳବାର ଦିନ ଏହି 3 କାମ କେବେ ବି କରିବେ ନାହିଁ, ପୁରା ପରିବାର ହେଇଯାଏ ବର୍ବାଦ, ଘରକୁ ଆସିଥାଏ ଦରିଦ୍ରତା

ହିନ୍ଦୁ ଶାସ୍ତ୍ର ଅନୁସାରେ ଅନେକ କିଛି କରିବା ମନା ମଙ୍ଗଲ ବାର ଦିନ । ଏହି ଦିନଟି ଭଗବାନ ହନୁମାନ ଯୀଙ୍କୁ ସମର୍ପିତ ଅଟେ । ହନୁମାନ ଜି ହେଉ ଛନ୍ତି ମଙ୍ଗଳ ଦାତା ଓ ବିଘ୍ନ ହରତା । ଏହାଙ୍କୁ ପୂଜା କରିବା ଦ୍ଵାରା ଅନେକ ସମସ୍ଯା ଦୂର ହୋଇ ଥାଏ । ଜୀବନରେ ଆନନ୍ଦ , ସୁଖ, ସମୃଦ୍ଧି ଆସି ଥାଏ ।  ତେବେ ଆପଣ ହନୁମାନ ଯୀଙ୍କୁ ପୂଜା କରିବା ଅଗାରୁ ନିଶ୍ଚୟ ଭାବେ ରାମ ଭଗବାନ ଓ ମାତା ସିତାଙ୍କୁ ସ୍ମରଣ କରିବେ ତାହେଲେ ଆପଣଙ୍କ ପୂଜା ସଫଳ ହେବ ।

ଗୋଟେ ଜିନିଷ ଧ୍ୟାନ ରଖିବେ ହନୁମାନ ଜି ନିଜକୁ ପ୍ରଭୁ ରାମଙ୍କ ଦାସ ବୋଲି ଭାବନ୍ତି ତ ସେହି ଅନୁସାରେ ପ୍ରଥମେ ତାଙ୍କୁ ସ୍ମରଣ ନ କଲେ ହନୁମାନ ଜି ସନ୍ତୁଷ୍ଟ ହୁଅନ୍ତିନି । ତେବେ ରାମଚନ୍ଦ୍ରଙ୍କ ସହ ଦେଖା ହେବା ପରଠାରୁ ହନୁମାନ ଜି କେବେବି ନିଜକୁ ତାଙ୍କଠୁ ଦୂରେଇ ନାହାଁନ୍ତି ।

ଆଉ ଏକ କଥା ଯଦି ଆପଣ ଙ୍କର ଶନି ଦଶା ଚାଲି ଥାଏ ତେବେ ଆପଣ ହନୁମାନ ଯୀଙ୍କୁ ପ୍ରତେକ ଶନିବାର ଓ ମଙ୍ଗଳ ବାର ଦିନ ସୋରିଷ ତେଲର ଦୀପରେ ଏକ କଣ୍ଟା ପକେଇ ଦିଅନ୍ତୁ । ଦେଖିବେ ଆପଣ ଙ୍କ ଶନି ଦଶା କରିଯିବ କାରଣ ହନୁମାନ ଜି ହେଉଛନ୍ତି ଶନି ଦେବଙ୍କର ମିତ୍ର । ସେ ହିଁ ଶନି ଦେବଙ୍କୁ ବନ୍ଦୀ ଜୀବନରୁ ମୁକ୍ତି ଦେଇଥିଲେ । ଏହା ବ୍ଯତୀତ ହନୁମାନ ଯୀଙ୍କୁ ଶିବ ଭଗବାନଙ୍କ ଏକ ରୂପ ବୋଲି କୁହା ଯାଏ ।

ଏକାଦଶ ରୁଦ୍ର ହେଉଛନ୍ତି ହନୁମାନ ଜି । ତାଙ୍କ ବାରରେ କଣ କଣ କରିବା ମାନା ସେ ସବୁକୁ ଆମେ ଧ୍ୟାନ ଦେବା ଉଚିତ । ଯଦି ଆପଣ ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବେ କଣ କଣ କରିବା ଅନୁଚିତ ଏହି ଦିନ। ଏହି ଦିନ କେବେବି ସମ୍ବନ୍ଧ ଗଢିବେ ନାହିଁ । ଏହି ଦିନ ସମ୍ବନ୍ଧ ଗଢିବା ଦ୍ଵାରା ହନୁମାନ ଯୀଙ୍କୁ ଆପଣ ରଗେଇବେ । ଏହି ଦିନ ସମ୍ବନ୍ଧ ରଖିଲେ ପିଲା କିନ୍ନର ହୁଏ ବୋଲି ମାନ୍ୟତା ଅଛି  ।

ଏହି ଦିନ କେବେବି ସଜେଇ ହେବାର ଜିନିଷ କିଣିବେ ନାଇଁ । କ୍ଷୀରରେ ତିଆରି ହୋଇଥିବା ଜିନିଷ କିଣିବେନି । ଏହା ଚନ୍ଦ୍ର ଓ ମଙ୍ଗଳଙ୍କ ପ୍ରତୀକ ତେବେ ଆପଣ ଏହା ପ୍ରତି ଧ୍ୟାନ ରଖିବେ । ଏହି ଦିନ ଆପଣ ଲୁହା ଜିନିଷ କିଣିବେନି ଏହାକୁ ଶୁକ୍ରବାରରେ କିଣନ୍ତୁ ଭଲ ତେବେ ଆସନ୍ତୁ ଜାଣିବା ଆଉ କଣ କଣ କରିବା ଅନୁଚିତ । ଏହି ଦିନ ଆପଣ ନିଜର ନଖ ଓ ଛୁଟି କା-ଟି-ବେ-ନି ଏହା ଭଲ ନୁହେଁ । ଏହି ଦିନ ନିଜକୁ ମା-ଛ, ମାଂ-ସ, ମ-ଦ ଠାରୁ ଦୂରେଇ ରଖନ୍ତୁ।

ଏହି ଦିନ ଆପଣ କଳା ବସ୍ତ୍ର ପିନ୍ଧନ୍ତୁନି । ଏହି ଦିନ ଆପଣ ନାଲି ବସ୍ତ୍ର ପିନ୍ଧି ପାରିବେ । ଏହା ଦ୍ଵାରା ଆପଣ ଙ୍କର ମଙ୍ଗଳ ଶୁଭ ଫଳ ପ୍ରଦାନ କରିବେ । ତେବେ ଆପଣଙ୍କୁ ଯଦି ଆମର ଏହି ଉପସ୍ଥାପନା ଭଲ ଲାଗେ ତେବେ ଲାଇକ କରନ୍ତୁ ଆମ ପେଜକୁ ।