Vastu Tips- ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ଏହି 3 ଟି କାମ, ହେଇଯିବେ କାଙ୍ଗାଳ, ପିଛା ଛାଡିବନି ଦୁଃଖ ଦରିଦ୍ରତା

ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କର ଅତିପ୍ରିୟ ଅଟେ । ଏହି ଦିନ ହନୁମାନ ଭକ୍ତମାନେ ପୂଜାପାଠ କରୁ ତାଙ୍କୁ ପ୍ରସନ୍ନ କରିବାକୁ ପ୍ରୟାସ କରିଥାନ୍ତି । ଭଗବାନ ହନୁମାନ ମଧ୍ୟ ସତ୍ୟ ମନରେ ପ୍ରାର୍ଥନା କରୁଥିବା ତାଙ୍କ ଭକ୍ତଙ୍କ ଉପରେ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି । ତେବେ ଶାସ୍ତ୍ର ଆନୁସାରେ ଏଭଳି କିଛି କାମ ରହିଛି ଯାହା ମଙ୍ଗଳବାର ଦିନ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ । ତେବେ ଚାଲନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ କାର୍ଯ୍ୟ କରିବେ ଓ କେଉଁ କାର୍ଯ୍ୟ କରିବେ ନାହିଁ ।

ମଙ୍ଗଳବାର ଦିନ ଭଗବାନ ଶ୍ରୀରାମଙ୍କ ମନ୍ଦିର ଯାଇ ଶ୍ରାରାମ, ମାତା ସୀତା ଓ ହନୁମାନଙ୍କୁ ମିଳିତ ଭାବେ ଦର୍ଶନ କରିବା ଦ୍ଵାରା ହନୁମାନ ଖୁବ ପ୍ରସନ୍ନ ହୁଅନ୍ତି ଓ ସମସ୍ତ ମନୋସ୍କାମନା ପୂର୍ଣ୍ଣ କରନ୍ତି ବୋଲି କୁହାଯାଏ । ଏହି ଦିନ ପ୍ରାତଃକାଳରେ ସ୍ନାନାଦି କର୍ମ ଶେଷ କରିବା ପରେ ଓ ଭୋଜନ କରିବା ପୁରଣରୁ ହନୁମାନ ଚାଳିଶା ପାଠ କରିବା ଦ୍ଵାରା ବଳ, ବୁଦ୍ଧି ଓ ଐଶ୍ଵର୍ଯ୍ୟ ପ୍ରାପ୍ତି ହୋଇଥାଏ ।

ମଙ୍ଗଳବାର ଦିନ ସନ୍ଧ୍ୟାରେ ହନୁମାନ ମନ୍ଦିର ଯାଇ ସୋରିଷ କିମ୍ବା ଶୁଦ୍ଧ ଘିଅର ଦୀପ ଜଳାଇ ହନୁମାନ ଚାଳିଶା ଅବଶ୍ୟ ପାଠ କରନ୍ତୁ । ଏପରି କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ଓ ବିଗିଡି ଯାଇଥିବା ସମସ୍ତ କାର୍ଯ୍ୟ ପୁନର୍ବାର ହୋଇଯାଏ । ସେହିପରି ମଙ୍ଗଳବାର ଦିନ ପିପ୍ପଳ ବୃକ୍ଷ ତଳେ ବସିଥିବ ହନୁମାନଙ୍କ ପୂଜା କରିବା ମଧ୍ୟ ଅତ୍ୟନ୍ତ ଶୁଭ ଫଳଦାୟକ ଅଟେ । ଗାଈକୁ ପ୍ରତ୍ଯେକ ଦିନ ରୋଟି ଖୁଆଇବା ଅତ୍ୟନ୍ତ ଲାଭଦାୟୀ ମାନାଯାଏ ।

କିନ୍ତୁ ମଙ୍ଗଳବାର ଦିନ ବିଶେଷ କରି ଲାଲି ଗାଈକୁ ରୋଟି ଖୁଆଇବା ଅତ୍ୟନ୍ତ ମଙ୍ଗଳଦାୟକ ବୋଲି ମାନାଯାଏ । ମଙ୍ଗଳବାର ଦିନ କୌଣସି କାର୍ଯ୍ୟରେ ଯିବାବେଳେ ନିଜ ପାଖରେ ଏକ ଲାଲ ରଙ୍ଗର କପଡା ଅବଶ୍ୟ ରଖନ୍ତୁ । ଦେଖିବେ ଆପଣଙ୍କ କାର୍ଯ୍ୟରେ ସଫଳତାର ସମ୍ଭାବନା ନିଶ୍ଚୟ ବଢିଯିବ ।

ମଙ୍ଗଳବାର ଦିନ ପଇସା ପତ୍ର କାରବାର କରିବା ଉଚିତ ନୁହେଁ । କରଜ ନିଅନ୍ତୁ ନାହିଁ କି ଦିଅନ୍ତୁ ନାହିଁ । ଏହିଦିନ କରଜ ନେଲେ ଶୁଝିବା ମୁସ୍କିଲ ହୋଇଯାଏ ଏବଂ କରଜ ଦେଲେ ଟଙ୍କା ଫେରି ପାଇବା ମଧ୍ୟ ମୁସ୍କିଲ ହୋଇଯାଏ । ଯଦି ଆପଣ ଭଗବାନ ହନୁମାନଙ୍କୁ ମାନନ୍ତି ତେବେ ମଙ୍ଗଳବାର ଦିନ ମାଂ-ସ ମ-ଦ ଆଦି ମଧ୍ୟ ଭୋଜନ କରନ୍ତୁ ନାହିଁ । ଜ୍ଯୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଉ-ଗ୍ର ଗ୍ରହ ବୋଲି ମାନାଯାଏ, ତେଣୁ ଏହି ଦିନ ମଦ ମାଂସ ଭୋଜନ କରିବା ଦ୍ଵାରା ଆପଣଙ୍କ ସ୍ବଭାବରେ ମଧ୍ୟ ଉ-ଗ୍ର-ତା ଆସିପାରେ ।

ମଙ୍ଗଳବାର ଦିନ କଳା ବସ୍ତ୍ର ପିନ୍ଧନ୍ତୁ ନାହିଁ । କାରଣ ଶନିଦେବଙ୍କ ସହ କଳା ରଙ୍ଗର ସମ୍ବନ୍ଧ ରହିଛି ଓ ହନୁମାନ ଏବଂ ଶନିଦେବଙ୍କ ସଂଯୋଗ ଖୁବ କଷ୍ଟକର ଅଟେ । ନଚେତ ଆପଣଙ୍କୁ ମା-ନ-ସି-କ, ଶା-ରୀ-ରି-କ ଓ ସାମାଜିକ କଷ୍ଟର ସମୁଖୀନ ହେବାକୁ ପଡିପାରେ । ଏହାଦ୍ବାରା ଆପଣ ଅଚାନକ କୌଣସି ସମସ୍ଯା କିମ୍ବା କୋ-ର୍ଟ କ-ଚେ-ରୀ ମାମଲାରେ ଫ-ସି ଯାଇପାରନ୍ତି ।

ମଙ୍ଗଳାବର ଦିନ ନଖ ଓ ବାଳ କା-ଟି-ବା ଏବଂ ଦାଢି ଖିଅର ହେବା ମଧ୍ୟ ଅନୁଚିତ । ଏପରି କରିବା ଦ୍ଵାରା ଧନ ଓ ବୁଦ୍ଧିର ହା-ନି ହେବା ସହ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡିଥାଏ । ଶାସ୍ତ୍ରାନୁସାରେ ମଙ୍ଗଳବାର ଦିନ ବାଳ କା-ଟି-ବା ଦ୍ଵାରା ମନୁଷ୍ୟର ଆୟୁ ମଧ୍ୟ କମିଯାଏ । ଏହି ଦିନ ଶୃଙ୍ଗାର ଏବଂ ସୌନ୍ଦର୍ଜ୍ୟ ପ୍ରସାଧାନ ମଧ୍ୟ କିଣିବା ବର୍ଜିତ ଅଟେ । ଏପରି କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଆସେ ଓ ପ୍ରେମ ମଧ୍ୟ କମିଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।