ସକାଳୁ ଉଠି ଏମାନଙ୍କ ମୁହଁ ଚାହିଁଲେ ହେବ ସର୍ବନାଶ, କଣ ଆପଣ ଏମିତି କରୁ ନାହାଁନ୍ତି ତ ?

ଆପଣ ନିଶ୍ଚିତ ଭାବେ ଅନେକ ସମୟରେ କେହି କହୁଥିବାର ଶୁଣିଥିବେ, ‘ସକାଳୁ ଉଠି କାହା ମୁହଁ ଦେଖିଥିଲି କେଜାଣି ଆଜି ଦିନଟା ପୁରା ଅଶୁଭରେ ବିତିଗଲା’ । ତେବେ ଜ୍ଯୋତିଷ ଶାସ୍ତ୍ରରେ ଏପରି କିଛି ଜିନିଷ ରହିଛି ଯାହା ସକାଳୁ ଉଠି କରିବା ଦ୍ଵାରା ବା ଦେଖିବା ଦ୍ଵାରା ଆପଣଙ୍କ ପୁରା ଦିନଟି ଅଶୁଭରେ କ-ଟି-ଯା-ଏ । ତେବେ ଆଜି ଆମେ ଆପଣଙ୍କୁ ସେହି ସବୁ ଜିନିଷ ବିଷୟରେ କହିବୁ ଯାହା ସକାଳୁ ଉଠି ଦେଖିବା ଉଚିତ ନୁହେଁ ବା ଭୁଲ୍ ରେ ମଧ୍ୟ କରିବା ଉଚିତ ନୁହେଁ ।

ପ୍ରତିଦିନ ସୂର୍ଯ୍ୟଙ୍କ ଉଦୟ ସହ ଏକ ନୂଆ ଦିନର ଆରମ୍ଭ ହୋଇଥାଏ । ସଂପୂର୍ଣ୍ଣ ଦିନଟି ଭଲରେ କାଟିବା ପାଇଁ ଲୋକେ ସକାଳୁ ମନରେ ଶୁଭ ବିଚାର ଆଣିବାକୁ ଚେଷ୍ଟା କରିଥାନ୍ତି । ସକାଳୁ କୌଣସି ଖରାପ କାର୍ଯ୍ୟ କଲେ ସାରା ଦିନ ତାହାର ନକରାତ୍ମକ ପ୍ରଭାବ ରହିଥାଏ । ବ୍ୟକ୍ତି ତା’ ମନ ଓ ମସ୍ତିଷ୍କରୁ ସେହି ଖରାପ ବିଚାରକୁ ବାହାର କରିପାରି ନଥାଏ ଓ ଇଚ୍ଛା ନଥିବା ସତ୍ତ୍ୱେ ମଧ୍ୟ ବ୍ୟକ୍ତିଙ୍କର ସାରା ଦିନଟି ଦୁଶ୍ଚିନ୍ତାରେ କଟିଥାଏ ।

ସେଥିପାଇଁ ମହାପୁରୁଷ ମାନେ କହିଛନ୍ତି କି ସକାଳୁ ଉଠିବା ପରେ ଶୁଭ ବସ୍ତୁ ଦେଖିବା ଦ୍ଵାରା ସାରା ଦିନ ସ-କା-ରା-ତ୍ମ-କ ବାତାବରଣ ରହିଥାଏ । ଏଥିପାଇଁ ସକାଳୁ ଉଠି କୌଣସି ଅଶୁଭ ବସ୍ତୁ ଦେଖିବା ଅନୁଚିତ ଅଟେ । ସକାଳୁ ଆଖି ଖୋଲିବା ମାତ୍ରେ ଦର୍ପଣ ଦେଖିବା ଅଶୁଭ ହୋଇଥାଏ । ସେଥିପାଇଁ ଶୋଇବା ଘରେ ଦର୍ପଣ ରଖିବା ଉଚିତ ନୁହେଁ । ଯଦି ଶୋଇବା ଘରେ ଦର୍ପଣ ରହିଛି ତେବେ ସକାଳୁ ଉଠିବା ମାତ୍ରେ ଯେପରି ସେଥିରେ ଆପଣଙ୍କ ମୁହଁ ଦେଖା ନଯାଏ ତାହାକୁ ସେହିପରି ରଖନ୍ତୁ ।

ନଚେତ ଆପଣ ଦର୍ପଣକୁ ଏକ କପଡାରେ ମଧ୍ୟ ଘୋଡାଇ ରଖି ପାରିବେ । ଶୋଇକରି ଉଠିବା ତୁରନ୍ତ ପରେ କେବେ ହେଲେ ନିଜର ଛାଇ ଦେଖନ୍ତୁ ନାହିଁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କର ଛାଇ ମଧ୍ୟ ଦେଖିବାରୁ ବଞ୍ଚିତ ରୁହନ୍ତୁ । ସକାଳୁ ଛାଇ ଦେଖିବା ଦ୍ଵାରା ଆପଣଙ୍କ ସାରା ଦିନଟି ନକରାତ୍ମକ ଭାବନାରେ କଟିବାର ସମ୍ଭାବନା ଥାଏ ।

ତେଣୁ ସକାଳୁ ନିଜର ଅବା ଅନ୍ୟର ଛାଇ କେବେ ହେଲେ ଦେଖନ୍ତୁ ନାହିଁ । ଘରେ କୌଣସି ଜଙ୍ଗଲି ଜନ୍ତୁ ବା ହିଂ-ସ୍ର ଜନ୍ତୁ ଙ୍କର ଫଟୋ ଲଗାନ୍ତୁ ନାହିଁ । ଏହା ଦ୍ବାରା ଘରେ ନ-କ-ରା-ତ୍ମକ ଭାବର ସଞ୍ଚାର ହୋଇଥାଏ ଓ ଘରେ ପରସ୍ପର ପ୍ରତି ମଧ୍ୟ ସେହିପରି ହିଂ-ସ୍ର ଭା-ବ ସୃଷ୍ଟି ହୋଇଥାଏ । ସେଥିପାଇଁ କୌଣସି ପରିସ୍ଥିତିରେ ମଧ୍ୟ ହିଂ-ସ୍ର ଜ-ନ୍ତୁ ମାନଙ୍କର ଫଟୋ ଘରେ ଲଗାଇବା ଉଚିତ ନୁହେଁ ।

ତେବେ ଏହା ହେଉଛି ସେହି ସବୁ ଜିନିଷ ଯାହା ସକାଳୁ ଆଖି ଖୋଲିବା ମାତ୍ରେ ଦେଖିବା କଦାପି ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।