ମଙ୍ଗଳ ଗ୍ରହରେ ଶୁଣିବାକୁ ମିଳିଥିଲା Alien ର ଏମିତି ଶବ୍ଦ, NASA ର “ରୋବର” ଦେଲା କିଛି ଏଭଳି ପ୍ରମାଣ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ, ନିକଟରେ ମଙ୍ଗଳ ଗ୍ରହରେ Alien ଡକାର ଶୁଣିବାକୁ ମିଳିଥିଲା । ସୂଚନା ଅନୁଯାୟୀ NASA ର କ୍ୟୁରିୟର ସିଟି ରୋବର କଏଦ କରିନେଇଛି । ବର୍ତ୍ତମାନ ଏହାର ଯାଞ୍ଚ କରାଯାଉଅଛି ଯେ, ଏହି ଡକାର କାହାର ଏବଂ ଏହା କେଉଁଠାରୁ ଆସୁଅଛି । କ୍ୟୁରିୟୋସିଟି ରୋବର ମଙ୍ଗଳ ଗ୍ରହରେ ପହଞ୍ଚିବା ପରେ ସମୁଦାୟ ୬ ଥର ଡକାର ଭଳି ଆବାଜ କୁ ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡ କରିଅଛି ।

ମାତ୍ର ଆଖ ପାଖ ରେ ଆବାଜ ଟିକୁ କିଏ ବାହାର କରୁଅଛି ତାହା ନଜରକୁ ଆସିନାହିଁ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ବିଷୟ ଅଟେ । NASA ର ବୈଜ୍ଞାନିକ ମାନଙ୍କ ନିମନ୍ତେ ଏହି ଘଟଣା ମଧ୍ୟ ଚକିତ କରିଲା ଭଳି ଅଟେ ଯେ, ମଙ୍ଗଳ ଗ୍ରହରେ NASA ର କ୍ୟୁରିୟୋସିଟି ରୋବର ୨୦୧୨ ମସିହାରେ ପଠା ଯାଇଥିଲା । ତାହାର ଲାଣ୍ଡିଙ୍ଗ ଗେଲ ଗ୍ରୋଟର ଦ୍ଵାରା କରାଯାଇଥିଲା ।

ସେହି ସମୟ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଥର ଡକାର ଭଳି ଆବାଜ କୁ ରେକର୍ଡ କରାଯାଇସାରିଲାଣି । ଏହି ଆବାଜ ଟି କ୍ୟୁରିୟୋସିଟି ରୋବର ର ଡିଡେକ୍ସନ ଶିଷ୍ଟମରୁ ରୁ ରେକର୍ଡ ହୋଇଅଛି । ମାତ୍ର ଏହି ଆବାଜ ଟି କେଉଁଠାରୁ ଆସୁଅଛି ଏହା ବୈଜ୍ଞାନିକ ମାନେ ଜାଣିପାରୁ ନାହାନ୍ତି । ସେହିଭଳି California Institute Of Technology ଅର୍ଥାତ CIT ର ବୈଜ୍ଞାନିକ ଙ୍କ ଅନୁଯାୟୀ ଏହା ମିଥେନ ଗ୍ୟାସ ର ଫୋଟକା ର ଫୁଟିବାର ଆବାଜ ଅଟେ ।

ମାତ୍ର ଏହାର ସ୍ରୋତ ଜଣାପଡୁନାହିଁ । ଏଥି ନିମନ୍ତେ CIT ର ବୈଜ୍ଞାନିକ ମାନେ ଏକ ମଡେଲ ବନାଇଛନ୍ତି । ଯେଉଁଥିରେ ସେମାନେ ବୁଝାଇବାକୁ ପ୍ରୟାସ କରିଛନ୍ତି ଯେ ମିଥେନ ଗ୍ୟାସ ର କଣ ଅଲଗା ହୋଇଥାଏ ଏଥିପାଇଁ ସେ ଅଲଗା ଅଲଗା ପ୍ୟାକେଟ ର ଫରମେସନ କରିଥାନ୍ତି । ଏଥି ନିମନ୍ତେ ବୈଜ୍ଞାନିକ ମଙ୍ଗଳ ଗ୍ରହର ଗତି ତଥା ଦିଗ ର ଅନୁଧାନ କରୁଛନ୍ତି ।

ଏହା ସହିତ ଆବାଜ ଟିର ଆସୁଥିବା ଦୂରତା ର ସମ୍ଭାବ ଅନୁମାନ ଲଗାଉଛନ୍ତି । କାରଣ ଏହା ଜଣାପଡିବା ଯେ କ୍ୟୁରିୟୋସିଟି ରୋବର ର କେତେ ବ୍ୟବଧାନ ତଥା କେଉଁ ଦିଗ ରୁ ଏହି Alien ଡାକର ଆସୁଅଛି । କିନ୍ତୁ ବୈଜ୍ଞାନିକ ମାନ କହିଛନ୍ତି ଯେ, Alien ଡକାର କୁ ସଠିକ ଭାବରେ ଖୋଜିବା କଷ୍ଟସାଧ୍ୟ ହେବ । କାରଣ CIT ର ମଡେଲ ଅନୁଯାୟୀ କିଛି ଡକାର ର ଦୂରତା ଅନେକ କି.ମି ଦୂର ହୋଇପାରେ । ସେଟାକୁ ଯିବାକୁ କ୍ୟୁରିୟୋସିଟି ରୋବର କୁ ଅନେକ ସମୟ ଲାଗିଯିବ । ଏଠି ନିମନ୍ତେ ସେଟାକୁ ଯାଇ ତାହାର ଯାଞ୍ଚ କରିବା ଉଚିତ ନୁହେଁ । ବୈଜ୍ଞାନିକ ମାନଙ୍କ ନିମନ୍ତେ ମଙ୍ଗଳ ଗ୍ରହରେ ମିଥେନ ଗ୍ୟାସ ର ସ୍ଥିତି ବହୁତ ଆଶ୍ଚର୍ଯ୍ୟ ଜନକ ଅଟେ ।

କାରଣ ପୃଥିବୀ ପୃଷ୍ଠରେ ମିଥେନ ଗ୍ୟାସ ର ଉତ୍ପାଦନ ଜୈଭିକ ପ୍ରକ୍ରିୟା ଦ୍ଵାରା ସମ୍ଭବ ହୋଇଥାଏ । ଅର୍ଥାତ ଜୀବ ମାନଙ୍କ ଦ୍ଵାରା ଏହା ସମ୍ଭବ ହୋଇଥାଏ । ଏଠି ନିମନ୍ତେ ମଙ୍ଗଳ ଗ୍ରହରେ ମିଥେନ ଗ୍ୟାସ ର ଫୋଟକା ର ଫୁଟିବା ତଥା Alien ର ଉପସ୍ଥିତି ଏହା ଦର୍ଶାଉଛି ଯେ ଏଠାରେ ଜୀବନ ର ସମ୍ଭାବନା ରହିଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।