ମନ୍ଦିର ଯାଇଥିଲେ ମହିଳା, ପ୍ରଥମେ ପଶିଲେ ତା’ ପରେ ହସିଲେ, ଆଉ ତା’ ପରେ ଯାହା ହେଲା, ଦେଖନ୍ତୁ ଭିଡିଓ

ଏକ ମନ୍ଦିର ପ୍ରାଙ୍ଗଣରେ ଥିବା ହାତିର ମୁର୍ତ୍ତି ତଳେ ପଶି ବହୁତ ଉତ୍ସାହିତ ଥିଲେ । କୁହାଯାଏ ଯେ ଏମିତି କରିବା ଦ୍ବାରା ସମସ୍ତ ମନସ୍କାମନା ପୂରଣ ହୁଏ । ମହିଳା ଜଣକ ହସି ଫଟୋ ମଧ୍ୟ ଉଠାଉଛନ୍ତି ।

କିନ୍ତୁ କିଛି ସମୟ ପରେ ମହିଳାଙ୍କ ସେହି ହସ ଉଡିଯାଏ । ମହିଳା ନିଜ ଶରିରକୁ ବାହାରକୁ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ସେ ସମ୍ପୂର୍ଣ ଭାବେ ଫସି ସାରିଥିଲେ । ସାହାଯ୍ୟ କରିବାକୁ କିଛି ମହିଳା ପଛରୁ ଏବଂ ଆଗରୁ ସାହାଯ୍ୟ କରୁଥିଲେ କିନ୍ତୁ ଯାଗା ଛୋଟ ଥିଲା ଏବଂ ଶରୀରର ଆକାର ବଡ଼ । ଏମିତିରେ ଲାଗିବାକୁ ଲାଗିଲା କାହିଁକି ଏପରି ପଙ୍ଗା ନେଇ ନେଲେ । ଅବସ୍ଥା ଏମିତି ଥିଲା ଯେ ପଛକୁ ଫେରିବା ଅସମ୍ଭବ ଥିଲା ।

ନା ଫସି ରହିଥିବା ମହିଳା ହାର ମାନିଲେ, ନାଁ ତାଙ୍କୁ ସାହାଯ୍ୟ କରୁଥିବା ମହିଳା ମାନେ । ଲଗାତାର ଚେଷ୍ଟା ଜାରି ରଖିଲେ । ଭଗବାନଙ୍କ ନାମ ନେଇ ଚେଷ୍ଟା ଜାରି ରହିଲା । ଯେଉଁଠି ଭଗବାନଙ୍କ ମହିମା ସେଠି ସଫଳ ମିଳିବନି ଅବା କେମିତି । ଏମିତି ଧିରେ ଧିରେ କରି ସେ ଆଗକୁ ଆସିଲେ । ଅନେକ ଚେଷ୍ଟା ପରେ ତାଙ୍କୁ ବାହାରକୁ ବାହାର କରି ଆଣି ନେଲେ ।

ଯେତେବେଳେ ମହିଳା ଜଣକ ବାହାରକୁ ବାହାରି ଆସିଲେ ସେତେବେଳେ ସେ କହିଲେ ଯାହା ହେଲା ଭଲ ହେଲା । ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ୍ ଛାଇ ଯାଇଛି ଯାହା ଗୁଜରାଟର ଏକ ମନ୍ଦିରର ଥିଲା ଏହି ଘଟଣା ।

ସେହିପରି ଜଣେ ନିର୍ମାଣ ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ଇଟାକୁ ବହିଃ ନେବା ପାଇଁ ପ୍ରସ୍ତୁତ ଅଛନ୍ତି । ସାଧାରଣତଃ ଜଣେ ଶ୍ରମିକ ଏକା ଥରକେ ୮-୧୦ ଇଟାକୁ ଏକା ସାଙ୍ଗରେ ବହିଃ ନେଇ ପାରିବ କିନ୍ତୁ ଏହି ଶ୍ରମିକ ଜଣକ ପାହାଡ଼ ଭଳି ଇଟା ଲଦୁ ଛନ୍ତି । ଗୋଟିଏ ପରେ ଗୋଟିଏ ଇଟା ରଖିବାର ପ୍ରକ୍ରିୟା ୩୨ଟି ଇଟା ପାଖରେ ଶେଷ ହୁଏ । ହଁ ଆଜ୍ଞା ସେହି ଶ୍ରମିକ ଜଣକ ୩୨ଟି କାନ୍ଧରେ ଲଦି ବହିଃ ନେଇ ଉପର ମହଲାକୁ ଯାଉଛନ୍ତି ।

ପିଠିରେ ଲଦା ହୋଇଥିବା ଇଟାକୁ ବହିଃ ୩୦-୩୫ ମହଲା ଉପରକୁ ଚଢି ଇଟାକୁ ବହିଃ ନେଇ ଯାଉଛନ୍ତି । ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଦେଖା ଯାଉଅଛି । ଲୋକମାନେ ଏହି ପରିଶ୍ରମୀ ବ୍ୟକ୍ତିଙ୍କୁ ସଲାମ କରୁଛନ୍ତି କିନ୍ତୁ ଏହା ମଧ୍ୟ କହୁଛନ୍ତି ଶ୍ରମିକର ଏପରି ଅଧିକ ଓଜନ ପିଠିରେ ଲଦିବା ଆଗକୁ ଯାଇ ପିଠିରେ ସମସ୍ୟା ଘାତକ ହୋଇପାରେ ।

ପାଣି ଭରା ହୋଇଥିବା ଏକ ପାତ୍ରରେ ଏହି କୁକୁଡ଼ାକୁ ପଡ଼ି ଥିବାର ଦେଖନ୍ତୁ । ଏହାର ଶରୀରରେ ଜମାବି ହଲଚଲ ହେଉ ନାହିଁ । ପାଦ ଉପରକୁ ଅଛି, ଦେଖିଲେ ଲାଗୁଛି ଯେମିତି ଏହାର ଜୀବନ ଯାଇ ସାରିଛି । କିନ୍ତୁ ଦେଖନ୍ତୁ ଆଗକୁ କ’ଣ ହେଲା ? ହଠାତ୍ କୁକୁଡ଼ାଟି ଉଠି ଦଉଡିବାକୁ ଲାଗିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।