କରୋନା ସାରା ବିଶ୍ଵକୂ ଆକ୍ରାନ୍ତ କରି ସାରିବା ପରେ ଏହାର ସଂକ୍ରମଣ ଧୀର ହେବାକୁ ଲାଗିଥିଲା । ଏହା ଦୁଃଖର ସହ କହିବାକୁ ହେଉଛି କି ଏହାର ଦ୍ଵିତୀୟ ଲହର ଭାରତରେ ଆରମ୍ଭ ହୋଇ ସାରିଛି ।
କାରଣ ଏହାର ଜନସଂଖ୍ୟା ଅଧିକ ଓ ଭ୍ୟାକସିନ ଏବେ ଯାଏ ସାରା ଦେଶରେ ପହଞ୍ଚି ପାରିନି । ଏହା ପ୍ରଥମ ଥର କେବଳ ବୟସ୍କ ଲୋକଙ୍କ ମାନଙ୍କ ଶରୀରକୁ ଅଧିକ ମାତ୍ରାରେ ଆକ୍ରାନ୍ତ କରିଥିଲା ।ଏବେ ଏହା ସବୁ ବର୍ଗର ଲୋକମାନଙ୍କୁ ହେବାରେ ଲାଗିଛି । ଏହାର କାରଣ ହେଉଛି କି ଏହା ଭାରତରେ ନିଜର ଦ୍ଵିତୀୟ ଲହର ସୃଷ୍ଟି କରିଛି । ଏହା ପାଇଁ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କାମ କରୁଥିବା ସମୟରେ ଏହା କିଛି ମାତ୍ରାରେ ଆୟତରେ ଆସିବାକୁ ଲାଗିଛି ।
ତେବେ ଆସନ୍ତୁ ଜାଣିବା ଏହାର ବିଷୟରେ । ତୃତୀୟ ଲହର ମଧ୍ୟ ଆସି ପାରେ ବୋଲି ବିଭିନ୍ନ ସୂତ୍ରରୁ ଜଣା ପଡିଥିଲା । ଏବେ ଲାଗୁଛି ଏହା ଆରମ୍ଭ ହୋଇ ସାରିଲାଣି । ମହାରାଷ୍ଟ୍ର ପରେ ଏବେ କର୍ଣାଟକ ରେ ଏହି ମହାମାରୀ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଆପଣ ମାନେ ତ ଜାଣିଥିବେ କି ଏଥର ଦ୍ଵିତୀୟ ସପ୍ତାହର ଆରମ୍ଭ ପୂର୍ବରୁ ହିଁ କାରୋନା ଅଧିକ ରୁ ଅଧିକ ଛୋଟ ପିଲାମାନଙ୍କୁ ହେବାରେ ଲାଗିଛି ମାନେ ୧୦ ବର୍ଷରୁ କମ ବୟସର ପିଲା ମାନଙ୍କୁ ଅଧିକ ମାତ୍ରାରେ ହେଉଛି ।
ଏହା ୧ ମେ ରୁ ୧୬ ମେ ଯାଏ ଏହାର ଦ୍ଵିତୀୟ ଲହରୀ ମଧ୍ୟରେ ୧୯୦୦୦ ରୁ ଅଧିକ ପିଲାମାନେ ଆକ୍ରାନ୍ତ ହୋଇ ସାରିଲେଣି ଏହା ଅଧିକ ମାତ୍ରାରେ ବ୍ୟାପିବାରେ ମଧ୍ୟ ଲାଗିଛି । ବିଶେଷଙ୍ଗ୍ୟ ମାନେ କହିଛନ୍ତି କି ଏହି ତୃତୀୟ ଲହରୀ ରେ ପିଲାମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେବେ । ଏବେ ୧୦ ରୁ କମ ବୟସର ପିଲାମାନଙ୍କ ସଂଖ୍ୟା ୧୯୩୭୮ ରୁ ଅଧିକ ଓ ୧୧ ରୁ ୨୦ ବର୍ଷର ବୟସ ମଝିରେ ଥିବା ପିଲାମାନଙ୍କ ସଂଖ୍ୟା ୪୧୯୮୫ ରୁ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇ ସାରିଲାଣି ।
ଶିଶୁ ମାନଙ୍କ ଶରୀରରେ ଦେଖାଦେଉଥିବା କରୋନା ଲକ୍ଷଣ-
ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁ ପିଲାମାନେ କରୋନା ସଂ-କ୍ର-ମି-ତ ସେମାନଙ୍କୁ ହାଲକା ଜ୍ଵର, ଥଣ୍ଡା, କାଶ, ଥକ୍କା ଲାଗିବା, ନିଃଶ୍ଵାସ ନେବାରେ ଅସୁବିଧା ହେବା, ସ୍ଵାଦ ହରାଇବା, ମାଂଶପେଶୀ ପୀଡା ହେବା, ଭଳି ଲକ୍ଷଣ ଦେଖା ଦେଉଛି । କିଛି ପିଲାମାନଙ୍କର ପେଟ ସମସ୍ୟା ଦେଖାଦେଉଛି ।
ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ପିଲାମାନଙ୍କ ଶରୀରରେ ମଲ୍ଟି ଇମ୍ପ୍ଲିମେଣ୍ଟାରୀ ସିଣ୍ଡ୍ରମ ନାମକ ଏକ ନୂଆ ସିଣ୍ଡ୍ରମ ଦେଖିବାକୁ ମିଳୁଛି । ଏହା ଦ୍ଵାରା ଶିଶୁମାନଙ୍କ ଶରୀରରେ ତ୍ଵଚା ସମସ୍ୟା, ପେଟ ସମସ୍ୟା, ବାନ୍ତି ହେବା, ହୃଦ ସ୍ପନ୍ଦନ ବଢିବା, ଆଖି ନାଲି ପଡିବା, ଓଠ ଶୁଖିଯିବା, ମୁଣ୍ଡ ବ୍ୟଥା ଭଳି ଲକ୍ଷଣ ଦେଖାଯାଉଛି ।
ଏହି ମଝିରେ ଆହୁରି କରୋନା ବଢିବାର ସମ୍ଭାବନା ଅଛି ବୋଲି କୁହା ଯାଉଛି । ଡକ୍ଟର ମାନେ କହିଛନ୍ତି କି ପିଲା ମାନଙ୍କ ଭିତରେ ଏହୀ ରୋଗ ଏକ ଅଲଗା ପ୍ରକାର ପ୍ରତିକ୍ରିୟା ଦେଉଛି । କିଛି ପିଲାମାନଙ୍କର ଚର୍ମ ରୋଗ ମଧ୍ୟ ବାହାରି ଗଲାଣି । ଏଭଳି ପରିସ୍ଥିତିରେ ଲୋକମାନେ ଚିନ୍ତାରେ ଥିବା ସମୟରେ ସରକାର ମଧ୍ୟ ଗମ୍ଭୀର ହୋଇ ଯାଇଛି ଏହା ସହ ଦିଲ୍ଲୀ ରେ ମଧ୍ୟ ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇ ସାରିଲାଣି ।
ଏହି ଦୁଇ ଶିଶୁସଙ୍କର ବୟସ ୫, ୯ ବର୍ଷ ଥିଲା । ଏହା ଆପଣଙ୍କ ପାଇଁ ଏକ ଚେତାବନୀ ମଧ୍ୟ ହୋଇ ପାରେ । ଏହା ସହ ରାହୁଲ ଗାନ୍ଧୀ କହିଛନ୍ତି ପିଲା ମାନଙ୍କ ପାଇଁ ଏବେ ଠାରୁ ମେଡ଼ିସିନ ଆସିବା ଦରକାର । ଏହା ସହ ଆପଣ ମାନେ ନିଜ ପିଲାଙ୍କୁ ଏହି ସବୁରୁ ଦୂରକୁ ରଖିବା ଓ ସୁସ୍ଥ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କୁ ଏହି ସୂଚନା ଭଲ ଲାଗିଲେ ଏହି ପେଜକୁ ଏକେ ଲାଇକ କରିବେ ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।