ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ଶୁଦ୍ଧିକ୍ରିୟାରେ କାହିଁକି ଆସିଲେ ନାହିଁ ବିଦ୍ୟାଶ୍ରୀ ?

ପୁଣି ଥରେ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଯେମିତି କି ସମସ୍ତେ ଜାଣିଛନ୍ତି କି ଆଦିତ୍ୟ ଦାସଙ୍କ ମୃତ୍ୟୁ ୭ ଜୁଲାଇ ୨୦୨୦ରେ ହୋଇଥିଲା । ଏହା ପରେ ଅନ୍ତିମ ସଂସ୍କାରର ସମସ୍ତ ନିୟମ ଅନୁସାରେ ଆଦିତ୍ୟ ଦାସଙ୍କ ଶୋକ ସଭା ଅର୍ଥାତ ଏକାଦଶ ପାଳନ କରାଯାଇଥିଲା । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟ କଥା ହେଉଛି ଆଦିତ୍ୟ ଦାସଙ୍କ ଏକାଦଶରେ ତାଙ୍କର ଧର୍ମ ପତ୍ନୀ ବିଦ୍ୟାଶ୍ରୀ ସାମିଲ ହୋଇ ନ ଥିଲେ ଓ ଏହି ଘଟଣା ସମସ୍ତଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ନେଇ ଆସୁଛି ।

କହିବାକୁ ଗଲେ ଏହା ପଛରେ ଏକ ଆଶ୍ଚର୍ଯ୍ୟକର କାରଣ ଅଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

କହିବାକୁ ଗଲେ ହିନ୍ଦୁ ଧର୍ମ ଅନୁସାରେ ଅନ୍ତିମ ସଂସ୍କାରର ସମସ୍ତ ନିୟମ ପୁରା ନ ହେବା ପର୍ଯ୍ୟନ୍ତ ପତ୍ନୀକୁ ଶଶୁର ଘରେ ରହିବା ଦରକାର । କିନ୍ତୁ ଆଦିତ୍ୟ ଦାସଙ୍କ ପତ୍ନୀ ଆଦିତ୍ୟ ଦାସଙ୍କ ମୃତ୍ୟୁର କିଛି ଦିନ ପରେ ହିଁ ନିଜ ବାପଘରକୁ ଚାଲି ଯାଇଛନ୍ତି ଓ ଏହା ସହିତ ସେ ଆଦିତ୍ୟ ଦାସଙ୍କ ଏକାଦେଶରେ ବି ସାମିଲ ହୋଇ ନ ଥିଲେ । କହିବାକୁ ଗଲେ ତାଙ୍କର ପିତା ମାତା ଓ ଆଦିତ୍ୟ ଦାସଙ୍କ ସମାଜ ସେବି ସଂଗଠନର କିଛି ସଦସ୍ୟମାନେ ଆଦିତ୍ୟ ଦାସଙ୍କ ଶୋକ ସଭାର ଆୟୋଜନ କରିଥିଲେ ।

ସମାଜ ସେବି ସଂଗଠନର ସଦସ୍ୟମାନଙ୍କ କହିବା ଅଟେ କି ସେମାନେ ବିଦ୍ୟାଶ୍ରୀଙ୍କୁ ଆଦିତ୍ୟ ଦାସଙ୍କ ଏକାଦଶର ନିମନ୍ତ୍ରଣ ଦେଇଛନ୍ତି । କିନ୍ତୁ ବିଦ୍ୟାଶ୍ରୀ ନିଜ ସ୍ଵାମୀଙ୍କ ଏକାଦଶକୁ ଆସିଲେ ନାହିଁ ଓ ବର୍ତ୍ତମାନ ସମୟରେ ଏହି ଘଟଣାକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପ୍ରଶ୍ନ କରୁଛନ୍ତି । ଅନ୍ୟ ପଟେ ଆଦିତ୍ୟ ପିତା ମାତା ବି ଚୁପ ରହିଛନ୍ତି । ଆଦିତ୍ୟଙ୍କ ପିତା ମାତା ପୁଅଙ୍କ ମୃତ୍ୟୁ ଉପରେ କୌଣସି ବି ପ୍ରକାରର ପ୍ରଶ୍ନ କରି ନାହାନ୍ତି ।

ଏହା ଛଡା ଆଦିତ୍ୟଙ୍କ ପରିବାର ତରଫରୁ ପୋଲିସ ଷ୍ଟେସନରେ କୌଣସି ବି ପ୍ରକାରର ଲିଖିତ ଅଭିଯୋଗ କରାଯାଇ ନାହିଁ । ଆପଣଙ୍କୁ କହିଦେଉଛୁ କି ପ୍ରଥମେ ଆଦିତ୍ୟ ଦାସ ନିଜ ମାତା ପିତାଙ୍କ ସହ ରହୁଥିଲେ । କିନ୍ତୁ ବିବାହ ପରେ ଆଦିତ୍ୟ ଦାସ କାହିଁକି ନିଜ ପିତା ମାତାଙ୍କ ଘର ଛାଡି ନିଜ ପତ୍ନୀଙ୍କ ସହ ଭଡା ଘରେ ରହିଲେ ଏହିଭଳି କିଛି ପ୍ରଶ୍ନ ଲୋକମାନଙ୍କ ମନରେ ଉଙ୍କି ମାରୁଛି । ଏହା ଛଡା ଲୋକମାନେ କହୁଛନ୍ତି କି ବିଦ୍ୟାଶ୍ରୀ ପ୍ରଥମରୁ ସବୁ ମିଛି କଥା କହୁଛନ୍ତି ଓ ଆଦିତ୍ୟ ଦାସ ଯଦି ନିଜ ମାତା ପିତାଙ୍କ ସହ ରହିଥାନ୍ତେ ତେବେ ସେ କେବେ ବି ଆତ୍ମହତ୍ୟା କରି ନ ଥାନ୍ତେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।