ଆଜିର ରାଶିଫଳ, 21 ଜୁଲାଇ 2020, ମଙ୍ଗଳବାର, ବଜରଙ୍ଗବାଲିଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ବଡ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ରହିବ । କିଛି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରନ୍ତି । କିଛି ରୋମାଞ୍ଚକ ପୂର୍ଣ ଲୋକମାନଙ୍କ ସହ ସାକ୍ଷାତ କରିବେ । ସମ୍ବନ୍ଧକୁ ବିକସିତ କରିବାର ଅବସର ମିଳିବ । ଆପଣଙ୍କ ପରିବାରର ସଦସ୍ୟଙ୍କ ମଧ୍ୟରେ ବିବାଦ ହୋଇପାରେ । ଝଗଡା କାରଣରୁ ଆପଣଙ୍କୁ ପରିବାରରେ ଚିନ୍ତା ରହିବ । ହୋଇପାରେ କି ଆପଣ ଏହି ସମୟରେ ନିଜ ପାଇଁ ଏକ ସାଥି ଖୋଜୁଛନ୍ତି ଓ ଆପଣ ନିଜର ଏହି କାମରେ ବି ସଫଳ ହେବ ।

ବୃଷ

ଆଜି ଚିକିରି କରୁଥିବା ଲୋକମାନଙ୍କୁ ସଫଳତା ମିଳିବ । ବ୍ୟାପାରୀ ଲୋକମାନଙ୍କ ଆୟର ନୂତନ ସ୍ରୋତ ହାସଲ ହେବ । ଆଜି ଅଫିସରେ ଆପଣଙ୍କୁ ସମସ୍ତଙ୍କ ସହଯୋଗ ମିଳିବ । ଧନ ସମ୍ପତ୍ତି ଲାଭ ହେବ । ସେଥିପାଇଁ ଏହି ସମୟ ଆପଣଙ୍କ ପାଇଁ ସବୁଠୁ ଅନୁକୂଳ ଅଟେ । ମାତା ପିତା ସହ ସମ୍ବନ୍ଧ ଭଲ ରହିବ । ଏହା ସହିତ ମାତା ପିତାଙ୍କ ଭାବନାକୁ ବି ବୁଝି ପାରିବେ । କ୍ଳାନ୍ତ ଦୂର ହେବ । ପର୍ଯ୍ୟାପ୍ତ ପରିମାଣରେ ପାଣି ପିଆନ୍ତୁ । ସମସ୍ତ କାର୍ଯ୍ୟରେ ପ୍ରୟାସ କରିବା ଦ୍ଵାରା ଆପଣ ସବୁ କାର୍ଯ୍ୟରେ ସଫଳ ହେବେ ।

ମିଥୁନ

ଆଜି ଆପଣଙ୍କୁ ନିଜର ସିନିୟରଙ୍କ ଠାରୁ ଅଧିକ ସହଯୋଗ ମିଳିପାରେ । ପରିବାରରେ ଆପଣଙ୍କୁ ପ୍ରଶଂସା ମିଳିବ । ନୂଆ ଟେକନିକକୁ ଆପଣାଇବା ଦ୍ଵାରା ଆପଣଙ୍କୁ ଲାଭ ମିଳିବ । ବ୍ୟାପାରରେ ବୁଦ୍ଧି ହେବାର ସମ୍ଭାବନା ଅଛି । ଅଚଳ ସମ୍ପତ୍ତିରୁ ଲାଭ ମିଳିପାରେ । ସେଥିପାଇଁ ସମୟ ଅନୁସାରେ କାର୍ଯ୍ୟ କରନ୍ତୁ । ମାତା ପିତାଙ୍କ ସହ ସମ୍ବନ୍ଧ ଭଲ ରହିବ ତଥା ସାଥିଙ୍କୁ ନେଇ କିଛି ଭାବନା ଉତ୍ପନ୍ନ ହୋଇପାରେ । ଆପଣଙ୍କୁ ବହୁତ କିଛି କରିବାକୁ ଅବସର ପ୍ରାପ୍ତ ହେବ । ଲାଭର ନୂତନ ରାସ୍ତା ସାମ୍ନାକୁ ଆସିବ ।

କର୍କଟ

ଆଜି ଆପଣଙ୍କୁ କିଛି ଲୋକମାନଙ୍କ ଠାରୁ ସମ୍ଭାଳି ରହିବାକୁ ହେବ । କୌଣସି ବି କାମକୁ କରିବା ପୂର୍ବରୁ ଉପଦେଶ ନିଅନ୍ତୁ । କଳା ସମ୍ବନ୍ଧିତ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କୁ ନେଇ ବ୍ୟସ୍ତ ରହିବେ । ଏହି ସମୟରେ ଭଲ ଧନ ପ୍ରାପ୍ତି ହେବ । ଛାତ୍ରମାନଙ୍କ ପାଇଁ ଏହି ସମୟ ଭଲ ଅଟେ । ଯଦି ଆପଣ କାହାକୁ ନିଜର ପ୍ରେମ ବିଷୟରେ କହିବାକୁ ଚାହୁଁଛନ୍ତି ତେବେଏହି ସମୟ ଆପଣଙ୍କ ପାଇଁ ଉଚିତ ଅଟେ । କୌଣସି ଅନାବଶ୍ୟକ କାର୍ଯ୍ୟ କରିବାରେ ଆପଣ ପ୍ରୟାସ କରିବେ । ପରିବାରରେ ବିବାଦ ଉତପନ୍ନ ହୋଇପାରେ ।

ସିଂହ

ଆଜି କୌଣସି ନୂଆ କାମକୁ କରିବାରେ ଆପଣ ଇଚ୍ଛା କରିବେ । କ୍ୟାରିୟର ମାମଲାରେ କିଛି ଜିନିଷ ଭଲ ହେବ । କିନ୍ତୁ କୌଣସି ବଡ ଡିଲ କରିବା ସମୟରେ ସାବଧାନ ରୁହନ୍ତୁ । ଘର ଲୋକମାନଙ୍କ ସହିତ କୌଣସି କଥାକୁ ନେଇ ବାଦ ବିବାଦ ହୋଇପାରେ । ଆପଣ କୌଣସି ମାମଲାକୁ ଶାନ୍ତ କରିବା ପାଇଁ ମହତ୍ଵପୂର୍ଣ ଭୂମିକା ନିଭାଇବେ । ଏହା ସୁନିଶ୍ଚିତ ଅଟେ କି ପରିବାରର ପ୍ରତ୍ୟକ ସଦସ୍ୟ ଖୁସିରେ ରହିବେ ।

କନ୍ୟା

ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣ ସରକାରୀ କାର୍ଯ୍ୟରେ କୌଣସି ବ୍ୟକ୍ତିଙ୍କ ସାହାର୍ଯ୍ୟ କରିବେ । ଆପଣ ପରିବାର ଲୋକମାନଙ୍କ ସହିତ ଶପିଙ୍ଗ ଯାଇ ପାରନ୍ତି । ମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଭାଇ ଭାଉଜଙ୍କୁ ସଫଳତା ମିଳିବ । ବିଦେଶଗମନ କରି ପାରିବେ ନାହିଁ । ପରିଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି । ଆପଣଙ୍କ ଘରେ ଶାନ୍ତି ବଜାୟ ରଖିବା ପାଇଁ କଛି ନୂତନ କାର୍ଯ୍ୟ କରିବାକୁ ପଡିବ । ପ୍ରେମ ଭରା କଥାବାର୍ତ୍ତା କରିବେ । ବ୍ୟାପାରୀମାନଙ୍କୁ କ୍ଷତି ମିଳିବ ।

ତୁଳା

ଆଜି ଆପଣଙ୍କୁ ଲାଭର ଅବସର ପ୍ରାପ୍ତ ହେବ । ସମୟ ଓ ଅବସର ଦୁଇଟି ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । ଆର୍ଥିକ ରୂପରେ ଲାଭ ମିଳିବ । ନିଜ ଜୀବନସାଥିଙ୍କ ସହିତ ଆପଣ ଖୁସି ଭରା ସମୟ ବ୍ୟତୀତ କରିବେ । ପୈତୃକ ସମ୍ପତ୍ତିକୁ ନେଇ ପରିଜନଙ୍କ ସହ ବିବାଦ ହୋଇପାରେ । କିନ୍ତୁ ଏହି ପରିସ୍ଥିତି ଅଳ୍ପ ସମୟ ପାଇଁ ଭଲ ରହିବ । ଏହା ପରେ ସବୁକିଛି ସାମାନ୍ୟ ହୋଇଯିବ । ଜୀବନସାଥିଙ୍କ ସହିତ ତାଳମେଳ ରହିବ । ଯେଉଁ ଲୋକମାନେ ଚାକିରି କରୁଛନ୍ତି ତାଙ୍କୁ ଧ୍ୟାନ ରଖିବାକୁ ପଡିବ ।

ବିଚ୍ଛା

ଅସହମତି ଓ ତର୍କ ବିତରକ ହୋଇପାରେ । ଧନ ଲାଭ ପାଇଁ ଭଲ ଅବସର ପ୍ରାପ୍ତ ହେବ । ନିବେଶ ଦ୍ରୁଷ୍ଟିରେ ଆପଣଙ୍କ ସମୟ ଭଲ ଅଛି । ଅନୁଭବ ଦୃଷ୍ଟିରୁ ନିବେଶ କରନ୍ତୁ । ଅଜଣା ଚିନ୍ତା ଆପଣଙ୍କ ମସ୍ତିଷ୍କରେ ରହିବ । ଶାନ୍ତ ସ୍ଵଭାବ କାରଣରୁ ଆପଣ ସବୁ କାର୍ଯ୍ୟରେ ସଫଳ ହେବେ । ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ରଖିବେ । ଯଦି ଆପଣ ଅବିବାହିତ ଅଛନ୍ତି ତେବେ ଆପଣ ସମ୍ପର୍କ ଭଲ ରହିବ । ସମ୍ବନ୍ଧ ଗଭୀର କରିବେ । ଆପଣଙ୍କୁ ଧନ ହାନି ହୋଇପାରେ । କିନ୍ତୁ ଯଦି ଆପଣ ଆର୍ଥିକ ମାମଲାରେ ସାବଧାନ ରହିବେ ତେବେ ସବୁ ପରିସ୍ଥିତିରୁ ବଞ୍ଚି ପାରିବେ ।

ଧନୁ

ଆଖପାଖର ଲୋକମାନଙ୍କ ଠାରୁ ସତର୍କ ହୋଇ ରୁହନ୍ତୁ । ଆପଣଙ୍କ ଜୀବନସାଥି ଆପଣଙ୍କୁ କୌଣସି ସୁନ୍ଦର ଉପହାର ଦେଇ ପାରନ୍ତି । କିନ୍ତୁ ଭାଇ ଓ ଭଉଣୀଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିପାରେ । ଏହି ସମୟରେରେ ଆପଣ ଲାଭବାନ ବି ହେବ । ନିବେଶ କରିବା ପାଇଁ ଭଲ ସମୟ ଅଟେ । ଆପଣ ବ୍ୟବସାୟରେ ବହୁତ ଲାଭ ପ୍ରାପ୍ତ କରିବେ । ଆପଣଙ୍କ ବ୍ୟାପାର ବୁଦ୍ଧି ହେବ । କିଛି ମାମଲା ପ୍ରତି ସାବଧାନ ରୁହନ୍ତୁ । ଜୀବନସାଥିଙ୍କ ସ୍ୱାସ୍ଥ୍ୟକୁ ନେଇ ପୁରା ଦିନ ଚିନ୍ତିତ ରହିବେ ।

ମକର

ଏହି ସମୟରେ ଆପଣଙ୍କ ସହକ୍ରମୀ ବି ଆପଣଙ୍କ ସାଥ ଦେବେ । କମ୍ପାନୀର ସହକର୍ମୀ ଆପଣଙ୍କୁ ସାହାର୍ଯ୍ୟ କରିବେ । ସମସ୍ତ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ଆଖି ଖରାପ ହୋଇପାରେ । ଆପଣଙ୍କୁ ସମସ୍ତଙ୍କ ସାଥ ମିଳିବ । ଘର ପରିବାରର ସମସ୍ତ ସଦସ୍ୟଙ୍କ ସହ ମିଶି ରୁହନ୍ତୁ । ଏହି ସମୟରେ ଘରୁ ଦୂରେରେ ରହି ପାରନ୍ତି । ପ୍ରେମିକାକୁ କିଛି ଭଲ ଉପାହର ଦେବେ । ଏହି ସମୟରେ ପ୍ରେମୀ ପ୍ରେମିକାଙ୍କ ପାଇଁ ଉଚିତ ସମୟ ଅଟେ । ଦାମ୍ପତ୍ୟ ଜୀବନରେ ଅନୁକୂଳ ପରିସ୍ଥିତି ରହିବ ।

କୁମ୍ଭ

କିନ୍ତୁ ଏହି ସମୟରେ ଆପଣଙ୍କ ହାତରୁ କିଛି ଅବସର ମିଳିପାରେ । ଦୂର ସ୍ଥାନକୁ ଯାତ୍ରା କରି ପାରିବେ ନାହିଁ । ରାତ୍ରିରେ ଅଳ୍ପ ଭୋଜନ କରନ୍ତୁ । ଆପଣ କୌଣସି ସମସ୍ୟାରେ ପଡି ପାରନ୍ତି । ଆପଣ ଏହା ଦ୍ୱାରା ଦୁଖିତ ହେବେ । କିନ୍ତୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ । ସମ୍ପର୍କୀୟମାନଙ୍କ ସହ ବିବାଦ ଆପଣଙ୍କ ମନକୁ ବ୍ୟଥିତ କରିପାରେ । ମାତାଙ୍କର ସ୍ଵାସ୍ଥ୍ୟ ଚିନ୍ତା ସୃଷ୍ଟି ହୋଇପାରେ । ନିଦ ନ ମିଳିବାରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ ।

ମୀନ

ଆଜି ଆପଣ ଆଶ୍ଚର୍ଯ୍ୟ ହେବେ କି ବହୁଦିନର ସମସ୍ୟାର ସମାଧାନ ଆଜି ହୋଇଯିବ । ଜାହକୁ ଆପଣ ବହୁ ଦିନରୁ କରିପାରୁ ନ ଥିଲେ । ଏହି ସମସ୍ୟା ଆପଣଙ୍କର ପ୍ରିୟଜନମାନଙ୍କ ମଧ୍ୟରେ ଚ଼ାଲିଥିଲା । ଆପଣଙ୍କ ଟଙ୍କା ଅଧିକ ଖର୍ଚ୍ଚ ହେବ । ଅତିରିକ୍ତ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଦରକାର । କାହା ସହିତ ଯୁକ୍ତି ହେବାର ଆଶଂକା ଅଛି । ଆର୍ଥିକ ମାମଲାରେ କିମ୍ବା ଆଦାନ – ପ୍ରଦାନରେ ସାବଧାନ ରହନ୍ତୁ । ପାରିବାରିକ ସଦସ୍ୟମାନଙ୍କ ସହିତ ଝଗଡ଼ା ହୋଇପାରେ । ନକାରାତ୍ମକ ବିଚାର ମନ ଉପରେ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।