ଖରାପ ଖବର- ମଣିଷଙ୍କ ଉପରେ ପରୀକ୍ଷଣରେ ରେ ଫେଲ ହେଲା ଏହି କରୋନା ଔଷଧ, ଏତେ ଲୋକଙ୍କର ମୃତ୍ୟୁ

ମହାମାରୀର ଆତଙ୍କରେ ଏବେ ସାରା ବିଶ୍ଵ । ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇ ସାରିଛି । ପ୍ରତ୍ଯେକ ଦେଶ ଏହି ସଂକ୍ରମଣକୁ ଅଟକାଇବା ପାଇଁ ଔଷଧ ଖୋଜୁଛନ୍ତି । ଏହା ମଧ୍ୟରେ ଏକ ଖରାପ ଖବର ଆସିଛି । ମହାମାରୀ ବିରୁଦ୍ଧରେ ଟ୍ରାଏଲ ରୂପରେ ବ୍ୟବହାର କରା ଯାଉଥିବା ଆଣ୍ଟି ଭାଇରାଲ ଡ୍ରଗ ରାଣ୍ଡମ କ୍ଲିନିକାଲ ଟ୍ରାଏଲ ରେ ଫେଲ ହୋଇ ଯାଇଛି । ଏହି ଔଷଧର ନାମ ରେମଡେସିଭୟର ଅଟେ, ଯାହାର ଟେଷ୍ଟ ଚୀନ ନିଜର ମହାମାରୀ ସଂକ୍ରମଣ ରୋଗୀଙ୍କ ଉପରେ କରୁଥିଲା ।

Image courtesy: Google

ମିଳିଥିବା ସୂଚନା ଅନୁସାରେ ଚୀନରେ କାରୋନା ଭୂତାଣୁରେ ସଂକ୍ରମିତ 237 ରୋଗୀଙ୍କ ମଧ୍ୟରୁ 158 ଜଣଙ୍କୁ ରେମଡେସିଭୟର ଦିଆଯାଇଥିଲା ଯେତେବେଳେକି 79 ଜଣଙ୍କୁ ପ୍ଲେସିବୋ ଦିଆଯାଇଥିଲା । ଏକ ମାସ ପରେ ଯେତେବେଳେ ରୋଗୀଙ୍କର ଆକଳନ କରାଗଲା ତେବେ ରେମଡେସିଭୟର ଦିଆଯାଇଥିବା 13.9% ଲୋକଙ୍କର ମୃତ୍ୟୁ ହୋଇଗଲା । ଯେତେବେଳେକି ପ୍ଲେସିବୋ ଦିଆଯାଇଥିବା 12.8 % ଲୋକଙ୍କର ମୃତ୍ୟୁ ହୋଇଗଲା । ଏଥିପାଇଁ ଏବେ ଡାକ୍ତର ଏହି ଡ୍ରଗ ର ଟ୍ରାଏଲ କୁ ପୁରା ପୁରି ଅଟକାଇ ଦେଇଛନ୍ତି ।

କହିଦେଉଛୁ କି ରେମଡେସିଭୟର ଡ୍ରଗ କୁ ନେଇ ସାରା ଦୁନିଆରେ ବୈଜ୍ଞାନିକ ଓ ଡାକ୍ତଙ୍କର ବହୁତ ଆଶା ଥିଲା । ରେମଡେସିଭୟର ଡ୍ରଗ ଦିଆଯାଇଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ବହୁତ ଶୀଘ୍ର ଖରାପ ହେବାକୁ ଲାଗିଲା ଓ ରୋଗୀମାନଙ୍କ ମଧ୍ୟରେ ଭୂତାଣୁ ସହିତ ଳାଢିବାର କ୍ଷମତା ବିକଶିତ ହେଇ ପାରିଲା ନାହିଁ । ଏହା ମଧ୍ୟ ଖବର ଅଛି କି ୱାଲ୍ଡ ହେଲ୍ଥ ଅରଗାନାଇଜେସନ ଏହି ରିପୋର୍ଟକୁ ପ୍ରଥମେ ବିସ୍ତାର ରୂପରେ ପ୍ରକାଶିତ କରିଥିଲା । କିନ୍ତୁ ପରେ ପୁରା ରିପୋର୍ଟକୁ ହଟାଇ ଦେଇଥିଲା । ଏମିତି କାହାର ପ୍ରେସରରେ ହେଲା, ପୁରା ଦୁନିଆ ଜାଣିଛି ଚୀନ ର ନାମ । ସମସ୍ତ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।