ଏମିତି ବନାନ୍ତୁ ବେକାର ପଡିଥିବା ମୋବାଇଲ ଫୋନ କୁ CCTV କ୍ୟାମେରା ଏବଂ ଘର ପରିବାର କୁ ରଖନ୍ତୁ ସୁରକ୍ଷିତ

ଆଜିର ସମୟର ସବୁ ଦିନ ନୂଆ ନୂଆ ସ୍ମାର୍ଟଫୋନ ମାର୍କେଟ ରେ ଆସୁଛି । ଏଥିପାଇଁ ଆପଣଙ୍କ ଘରେ ଗୋଟେ ରୁ ବେଶୀ ଫୋନ ଏମିତି ପଡିଥିବ ଯାହା ବେକାର ବା ବ୍ୟବହାର ହେଉ ନଥିବ । ସେଥିପାଇଁ, ଆଜି ଆମେ ଆପଣଙ୍କୁ ପୁରୁଣା ସ୍ମାର୍ଟଫୋନ ରେ ସିସିଟିଭି କ୍ୟାମେରା କେମିତ ହୋଇ ପାରିବ ତାହା ଉପରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ପୁରୁଣା ସ୍ମାର୍ଟଫୋନରେ ସିସିଟିଭି କ୍ୟାମେରା କେମିତି ବନେଇ ପାରିବେ ।

ଏଥିପାଇଁ ଆପଣ ନିଜର ବେକାର ପଡିଥିବା ସ୍ମାର୍ଟଫୋନ ରେ ସିସିଟିଭି ଆପ ଇଂଷ୍ଟଲ କରନ୍ତୁ । ଏହା ଆପଣଙ୍କୁ ପ୍ଲେ ସ୍ଟୋର ରେ ମିଳି ଯିବ । ସର୍ଚ କରିବେ ତ ଆପଣଙ୍କୁ ଫଟୋରେ ଦେଖାଯାଉଥିବା ଆପ୍ସ ମିଳିବ । ଆପଣ ଏଥିରୁ ଯେ କୌଣସି ଆପ୍ସ ଡାଉନଲୋଡ କରି ପାରିବେ । କିନ୍ତୁ ଏଟହୋମ ଆପ ସବୁଠୁ ଭଲ ଅଟେ ।

ପୁରୁଣା ସ୍ମାର୍ଟଫୋନ ରୁ ସିସିଟିଭି କ୍ୟାମେରା ବନାଇବାର ସ୍ଟେପସ

  1. ନିଜର ପୁରୁଣା ସ୍ମାର୍ଟଫୋନ ରେ ଏଟହୋମ ଭିଡିଓ ସ୍ଟ୍ରୀମର ମନିଟର (ଏଂଡ୍ରଇଡ | ଆଈଓଏସ) ଇଂସ୍ଟାଲ କରନ୍ତୁ । ଏହି ହାଣ୍ଡେସେଟ କ୍ୟାମେରା ର ଉପଯୋଗ କରି କ୍ୟାମେରା ଫିଡ ର ସ୍ଟ୍ରୀମିଂଗ ପାଇଁ କରା ଯାଇଥାଏ ।

2. ବର୍ତ୍ତମାନ ଯେଉଁ ମୋବାଇଲ ରେ ଆପଣ ସିସିଟିଭି ଫିଡ କରିବା ପାଇଁ ଚାହୁଁଛନ୍ତି, ସେଥିରେ ଏଟହୋମ ମନିଟର ଆପ (ଏଂଡ୍ରଇଡ | ଆଈଓଏସ) ଡାଉନଲୋଡ କରନ୍ତୁ । ଏହି ଫୋନ କିମ୍ବା ଟାବ୍ଲେଟ କ୍ୟାମେରା ଫିଡ ଦେଖିବା ପାଇଁ ଉପଯୋଗ କରାଯିବ ।

3. କ୍ୟାମେରା ଏବଂ ଫୋନ୍ ରେ ଦୁଇଟିରେ ସମ୍ବଧିତ ଆପ ଲଞ୍ କରନ୍ତୁ । ଯେମିତି କି ଏହା ଅନ୍ଲାଇନ ହୋଇ ଯାଏ, ଏଟହୋମ ଭିଡିଓ ସ୍ଟ୍ରୀମର ଉପୋଯୋଗାର ନେମ ଏବଂ ପାସୱର୍ଡ ସହିତ ୟୂନିକ କନେକ୍ଶନ ଆଈଡୀ (ସୀଆଈଡୀ) ଜେନରେଟ କରନ୍ତୁ । ଆପଣ ଏହି ସୂଚନାକୁ ସେହି ଫୋନରେ ଏନ୍ଟର କରି ପାରିବେ ଯେମିତି ଆପ ଫିଡ ରେ ନଜର ରଖିବା ପାଇଁ ଉପୋଯୋଗ କରିବେ ।

4. ସେହି ଫୋନରେ ଆପଣ ଫିଡକୁ ମନିଟର କରିବା ପାଇଁ ଆପଣଙ୍କୁ ଏଟହୋମ ଆପ ଲଞ୍ଚ କରିବାକୁ ପଡିବ ଏବଂ ଆପଣ ଉପରକ୍ତ ଆକାଉଣ୍ଟ ଡିଟେଲ ଦିଅନ୍ତୁ ଏହା ଜନରେଟ କରଯାଇଥିବା କ୍ଯୂଆର କୋଡ ର ଉପଯୋଗ କରି ଫିଡ ଏଡ ରେ କ୍ଲିକ କରି ପାରିବେ ।

5. ନିଜର ଡେସ୍କଟପ କଂପ୍ଯୂଟର ରେ ସୀସୀଟୀଭି ସ୍ଟ୍ରୀମ କରିବା ପାଇଁ ହେଲେ ଆପଣ windows ରେ ଏଟହୋମ କୈମରା ଡେସ୍କଟପ କ୍ଲାଇଂଟ ଡାଉନଲୋଡ ଏବଂ ଇଂସ୍ଟଲ କରି ବ୍ଯବହାର କରି ପାରିବେ । ଆଶା କରୁଛୁ ଆପଣଙ୍କୁ ଆମର ଏହି ସ୍ମାର୍ଟ ଟ୍ରିକଟି ପସନ୍ଦ ଆସିଥିବ । ଏମିତ ଅନେକ ଟ୍ରିକ୍ସ ପାଇଁ ଏହି ପୋଷ୍ଟ ଟିକୁ ଶେୟାର କରନ୍ତୁ ଓ ଆମ ସହିତ ଯୋଡି ହେବା ପାଇଁ ଏବେହିଁ ଆମ ପେଜ କୁ ଲାଇକ କରନ୍ତୁ ।