ଆଇ ମା ସମୟରୁ ବନ୍ଦ ପଡିଥିଲା ଯୋତା ଦୋକାନ, ବ୍ୟକ୍ତି ଜଣକ ଯେତେବେଳେ ଖୋଲିଲେ ଚମକି ଉଠିଲା ତାଙ୍କ ଭାଗ୍ୟ, ଜାଣନ୍ତୁ କେମିତି ??

କୁହନ୍ତି କି କୌଣସି ବ୍ୟକ୍ତିଙ୍କୁ ନିଜର ଭବିଷ୍ୟ ବିଷୟରେ କିଛି ଜଣା ନଥାଏ । କିଛି ଲୋକ ଭାଗ୍ୟ ଉପରେ ବିଶ୍ଵାସ କରନ୍ତି ଏବଂ କିଛି ଲୋକ ଭାଗ୍ୟ ଭଳି ଜିନିଶ ଉପରେ ବିଶ୍ଵାସ କରନ୍ତି ନାହିଁ । କିନ୍ତୁ କେତେଥର ଭାଗ୍ୟ ବୋଲି ଜିନିଷ ଥାଏ, ଏହାର ଉଦାହାରଣ ମିଳି ସାରିଛି । ବର୍ତ୍ତମାନ ଏହି ଦୁନିଆରେ କିଛି ଏମିତି ଘଟଣା ଘଟିଥାଏ, ଯାହା ଦ୍ଵାରା ଏହି କଥା ଜଣା ପଡିଥାଏ ଭାଗ୍ୟ ଭଳି କିଛି ଜିନିଷ ଅଛି ।

ପରିବାର ଲୋକମାନେ ଦୋକାନକୁ ବେଶୀ ନଜର ଦେଲେନାହିଁ :

ପ୍ରାୟତଃ ଆମକୁ କେତେ ଥର ଏମିତ ଜାଗାରେ ବହୁତ ମହଙ୍ଗା ଜିନିଷ ମିଳି ଯାଇ ଥାଏ, ଯାହାକୁ ସେହି ଜାଗାରେ ମିଳିବାର ଆମକୁ କୌଣସି ଆଶା ବି ନଥାଏ । ବର୍ତ୍ତମାନ ଜଣେ ବ୍ୟକ୍ତିକୁ ଭାଗ୍ୟ ରୁ ଏମିତି କିଛି ଜିନିଷ ମିଳିଛି, ଯାହା କାରଣରୁ ସେ ରାତାରାତି ଧନୀ ହୋଇଗଲେ ।

ଆମେରିକା ର ଗୋଟିଏ ପରିବାରକୁ ଜେଜେମାଙ୍କ କାରଣରୁ ଏକ ବହୁତ ପୁରୁଣା ଦୋକାନ ମିଳିଲା । ସେହି ସମୟରେ ତାଙ୍କ ପରିବାର ସେହି ଦୋକାନକୁ ବେଶି ନଜର ଦେଉ ନ ଥିଲେ । କିନ୍ତୁ ଯେତେବେଳେ କେତେ ବର୍ଷ ପରେ ସେହି ଦୋକାନ କୁ ଖୋଲିଲେ ସେତେବେଳେ ସେଥିରେ ଯାହା ଦେଖା ଗଲା, ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ ।

ସ୍ୱାସ୍ଥ୍ୟ ଖରାପ ରହୁ ଥିବାରୁ ବନ୍ଦ କରି ଦିଆ ଗଲା ଦୋକାନ :

ଆପଣଙ୍କ ଜାଣିବା ନିମନ୍ତେ କହିଦେଉଛୁ ଯେ ଆମେରିକା ର ଏକ ପରିବାରକୁ ଏକ ଦୋକାନ ମିଳିଲା । ଏହି ଦୋକାନ ୧୯୪୦ ରୁ ୧୯୬୦ ମଧ୍ୟରେ ଖୋଲିଥିଲା । ଯେତେବେଳେ ଜେଜେମାଙ୍କ ସ୍ୱାସ୍ଥ୍ୟ ଖରାପ ରହିବାରେ ଲାଗିଲା ସେଥିପାଇଁ ଦୋକାନ କୁ ବନ୍ଦ କରି ଦିଆ ଗଲା ।

ଏହ ପରେ ସେମାନେ ଭାବିଲେ କି ସେମାନେ ଏହି ଦୋକାନ କୁ ନେଇ କଣ କରିବେ ? କିନ୍ତୁ ଯେତେବେଳେ ୨୦୧୪ ମସିହାରେ ଏହି ଦୋକାନକୁ ଖୋଲିବା ପାଇଁ ନିସ୍ପତି ନେଲେ ।

ଏହି ଭିଣ୍ଟେଜ ଜୋତାର ମୂଲ୍ୟ ବହୁତ ବେଶି :

ଯେତେବଳେ ସେମାନେ ଦୋକାନକୁ ଭଲ ଭାବରେ ଦେଖିଲେ, ସେତେବେଳେ ତନକର ଖୁଶିର ଠିକଣା ରହିଲା ନାହିଁ । ଦୋକାନରେ ସେହି ସମୟର କିଛି ଜୋତା ଏମିତି ମିଳିଲା ଯାହାକି ଆଜିକା ସମୟରେ ବହୁତ ଦାମର ଅଟେ । ଏବଂ ଏହି ଜୋତା ଗୁଡିକ ଭଲ ଅବସ୍ଥାରେ ଅଛି । ବର୍ତ୍ତମାନ ସୋସିୟାଲ ମିଡିୟାରେ ଏହି ଦୋକାନ ର ଫଟୋ ଏବଂ ଜୋତା ଗୁଡିକର ଫଟୋ ବହୁତ ଭାଇରାଲ ହେଉଛି । ଏସବୁ ଦେଖିଲା ପରେ ଲୋକମମାନେ କହୁଛନ୍ତି କି କେତେବେଳେ କାହା ଭାଗ୍ୟ ଖୋଲିବ ତାହା କହିବା ସମ୍ଭବ ନୁହେଁ ।