ମକର ସଂକ୍ରାନ୍ତିରୁ ଆରମ୍ଭ ହେଇଯିବ ଏହି ୩ଟି ରାଶିର ଖରାପ ସମୟ, ଅନ୍ୟ ରାଶି ଗୁଡିକୁ ମିଳବ ଅପାର ସଫଳତା

ହିନ୍ଦୁ ଧ୍ରମ ଅନୁସାରେ ମକର ସଂକ୍ରାନ୍ତିର ବଡ ମହତ୍ଵ ଅଛି । ଏହି ଦିନ ଲୋକମାନେ ଦାନ କରି ନିଜର ମଙ୍ଗଳ କାମନା କରନ୍ତି । ମକର ସଂକ୍ରାନ୍ତିର ଦିନରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରି ଥାନ୍ତି । ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ବହୁତ ଶୁଭ ବୋଲି କୁହା ଯାଏ । ଏହି ବର୍ଷ ସୂର୍ଯ୍ୟ ମକର ରାଶିରେ ୧୪ ଜାନୁୟାରୀର ସନ୍ଧ୍ୟା ୭ ଟା ବାଜି ୫୦ ମିନିଟରେ ପ୍ରବେଶ କରିବେ , ସେଥିପାଇଁ ଏହି ପର୍ବ ୧୫ ଜାନୁୟାରୀରେ ପାଳନ କରାଯିବ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ବର୍ଷ ମକର ରାଶିରେ ସୂର୍ଯ୍ୟ ଦେବଙ୍କର ସବୁଠୁ ବଡ ଶତ୍ରୁ କେତୁ ପ୍ରଥମରୁ ହିଁ ବସିଛି, ଯେଉଁ କାରଣରୁ ମକର ସଂକ୍ରାନ୍ତି ପରେ କିଛି ରାଶି ମାନଙ୍କୁ କଷ୍ଟ ଭୋଗିବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ କଥା ଅଛି ?

ମିଥୁନ ରାଶି

ମିଥୁନ ରାଶି ଜାତକ ଙ୍କର ମକର ସଂକ୍ରାନ୍ତିର ଗୋଟିଏ ମାସ ବହୁତ କଷ୍ଟଭରା ରହିବ । ଏହି ରାଶି ମାନଙ୍କୁ ସାବଧାନ ରହିବା ଉଚିତ । ନିଆ ଏବଂ ବିଜୁଳି ଠାରୁ ବଞ୍ଚିକରି ରୁହନ୍ତୁ ଏବଂ ଲାମ୍ବା ଯାତ୍ରାରୁ ମଧ୍ୟ ବଞ୍ଚିକରି ରୁହନ୍ତୁ । କହି ଦେଉଛୁ ଯେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବତାଙ୍କ ସହ ହନୁ ମାନଙ୍କର ପୂଜା କରନ୍ତୁ, ତେବେ ଆପଣ ଏହି ସବୁ କଷ୍ଟରୁ ଦୂର ହୋଇ ପାରିବେ ।

କର୍କଟ ରାଶି

କର୍କଟ ରାଶିର ଜାତକଙ୍କ ପାଇଁ ସୂର୍ଯ୍ୟଙ୍କର ମକର ରାଶିରେ ପ୍ରବେଶ କରିବା ଅଶୁଭ ଅଟେ । ଏହି ମକର ସଂକ୍ରାନ୍ତିରୁ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣଙ୍କର ବୈବାହିକ ଜୀବନରେ ଅସୁବିଧା ଆସିବ । ଏବଂ ଆପଣ ନିଜର ପାର୍ଟନର ସହିତ ଝଗଡା କରିବେ । ସେଥି ପାଇଁ ଏହି ରାଶିମାନେ ସାବଧାନ ରହିବା ନିହାତି ଆବଶ୍ୟକ ।

ମକର ରାଶି

ମକର ରାଶିର ଜାତକଙ୍କ ପାଇଁ ଏହି ସମୟ ଭଲ ରହିବ ନାହିଁ । ଏହି ସମୟରେ ଏମାନଙ୍କର କ୍ରୋଧ ବଢିବ, ଯାହା ଫଳରେ ଏମାନଙ୍କର କ୍ଷତି ହେବ । କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ, କିନ୍ତୁ କ୍ରୋଧ କାରଣରୁ ସବୁକିଛି ଶେଷ ହୋଇ ଯିବ । ସେଥି ପାଇଁ ନିଜକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ ।

ଏହି ୩ ଟି ରାଶି କୁ ଛାଡିଦେଲେ ଅନ୍ୟ ସମସ୍ତ ରାଶିଙ୍କର ମକର ସଙ୍କରାନ୍ତି ପରେ ଆରମ୍ଭ ହେବ ବହୁତ ଶୁଭ ସମୟ । ମିଳିବ ସବୁ କ୍ଷେତ୍ରରେ ସଫଳତା । ଆର୍ଟିକିଲଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।