ଆଜିର ଏହି ଖାସ ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର ଫଟୋ ନେଇ ଆସିଛୁ । ଯାହାକୁ ଦେଖିବା ପରେ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ । ଆଶା କରୁଛୁ ଆମ ଦ୍ଵାରା ଦେଖା ଯାଇଥିବା ଫଟୋ ଗୁଡିକୁ ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିବ । ତେବେ ଆସନ୍ତୁ ନଜର ପକାଇବା ଏହି ମଜାଦାର ଫଟୋ ଉପରେ ଯାହାକୁ ଦେଖି କୌଣସି ବ୍ୟକ୍ତି ହସରେ ଲୋଟପୋଟ ହୋଇ ଯିବ ।
ଭାବନ୍ତୁ ଯଦି ଏହି ଦୁଇଟି ଦେଶକୁ ଏକା ସହିତ ଅଲଗା ଅଲଗା ଦିଗକୁ ଯିବା ପାଇଁ ଇଚ୍ଛା ହେବ ତେବେ ଏମାନେ କଣ କରିବେ ? ଏହା ବହୁତ ମଜାଦାର ଫୋଟ ଅଟେ । ଯାହାକୁ ହସିବା ପାଇଁ ଫଟୋସପ କରାଯାଇଛି ।
ଫୋଟୋସପ ଜରିଆରେ ଆପଣ କୌଣସି ବି ମଣିଷକୁ ହସାଇବା ସହିତ ଭାବୁକ ବି କରି ପାରିବେ ।
ସେଠି କେତେ ମଜାଦାର ଅମୃତଭଣ୍ଡା ଅଛି ଯାହା ଗଛରେ ପାଚି ଯାଇଛି କିନ୍ତୁ ଏହାକୁ ଦେଖି କହିବା କଷ୍ଟ ଅଟେ କି ଏହା ଭିତରୁ ବହୁତ ପାଚିଲା ଅଟେ ।
କଣ ଆପଣ ଏହା ପୂର୍ବରୁ କୁକୁର କାନ ବାଲା ଠେକୁଆ ଦେଖିଛନ୍ତି । ଯଦି ଦେଖି ନାହାନ୍ତି ତେବେ ଏହି ଫଟୋକୁ ଧ୍ୟାନର ସହିତ ଦେଖନ୍ତୁ ।
ସ୍ଵାଗତ କରିବେ ନାହିଁ ଆମର । ଆମେ ଆପଣଙ୍କ ସହିତ ଦେଖା କରିବା ପାଇଁ ଆସିଛୁ ।
ଯେଉଁ ବ୍ୟକ୍ତି ଏହି ଗଛକୁ ତିଆରି କରିଛି ସେ ବହୁତ କଳାତ୍ମକ ଭାବନା ବାଲା ଲୋକ ଅଟେ କାରଣ ଏହି କଳା ବହୁତ ଭଲ ଅଟେ ।
ଆପଣଙ୍କ ମଧ୍ୟରୁ କେତେକ ଲୋକ ଜାପାନର ଏହି ସୁନ୍ଦର ରାସ୍ତାରେ ବୁଲିବା ପାଇଁ ଯିବେ ?
ଏକା ସହିତ ପାଣି ପିଉଥିବା ଶୁଆମାନେ ବହୁତ ଭଲ ଦେଖା ଯାଉଛନ୍ତି । ଏହିଭଳି ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ ।
ଏହିଭଳି ଅବସ୍ଥାରେ ଯିଏ ବି ନିଜ ପିଲାକୁ ସମ୍ଭାଳି ନିଏ ତାଙ୍କୁ ହିଁ ମା କୁହାଯାଏ ।
ଜିଓର କେବଳ ଫୋନ ନୁହେଁ ବର୍ତ୍ତମାନ ଜିଓ ବାଇକ ବି ବଜାରରେ ଉପଲବ୍ଧ ଅଛି । ଯାହା ସବୁ ପରିସ୍ଥିତିରେ ଆପଣଙ୍କର ସାଥ ଦେଇପାରିବ । ଆପଣଙ୍କ ମଧ୍ୟରୁ କେତେକ ଲୋକ ଏହି ବାଇକକୁ କିଣିବାକୁ ଚାହୁଁଛନ୍ତି ।
ବନ୍ଧୁମାନେ ଆପଣଙ୍କୁ ଏହି ଫଟୋ ଭିତରୁ କେଉଁ ଫଟୋଟି ଅଧିକ ସୁନ୍ଦର ଏବଂ ମଜାଦାର ଲାଗିଲା ତଳେ ଥିବା କମେଣ୍ଟ ବକ୍ସରେ ନିଶ୍ଚିତ ଲେଖନ୍ତୁ । ଏହା ସହିତ ଏହି ପୋଷ୍ଟକୁ ଅଧିକରୁ ଅଧିକ ଲାଇକ ତଥା ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।