ମହିଳା ମାନଙ୍କ ପାଇଁ ବଡ ଖବର, ସରକାର ବଦଳାଇଲେ ଗ-ର୍ଭ-ପା-ତ ର ନିୟମ

ମହିଳାମାନଙ୍କ ପାଇଁ ବର୍ତ୍ତମାନ ସବୁଠୁ ବଡ ଖବର ଯାହା ସାମ୍ନାକୁ ଆସୁଛି ତାହା ଏହା ଅଟେ କି ସରକାର ମହିଳାମାନଙ୍କର ଗ-ର୍ଭ-ପା-ତ-ର ନିୟମକୁ ନେଇ କିଛି ପରିବର୍ତ୍ତନ କରିଛନ୍ତି । କେନ୍ଦ୍ର ସରକାର ସଂସଦରେ ମହିଳାମାନଙ୍କୁ ନେଇ ଗୋଟିଏ ବିଲ ପାସ କରିଛନ୍ତି । ଯେଉଁଥିରେ ମହିଳାମାନଙ୍କର ଗ-ର୍ଭ-ପା-ତ-ର ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ଏହି ନୂତନ ନିୟମ ଅନୁସାରେ ଜଣେ ମହିଳା ଗ-ର୍ଭ-ଧାରଣ କରିବାର ୨୪ ସପ୍ତାହ ମଧ୍ୟରେ ନିଜର ଗ-ର୍ଭ-ପା-ତ କରି ପାରିବେ ।

କହିଦେଉଛୁ କି ରାଜ୍ୟସଭାରେ ମେଡିକାଲ ଟର୍ମିନେସନ ଅଫ ପ୍ରେଗେଂସୀ ଆମେଡମେଣ୍ଟ ୨୦୨୦ ପାସ ହେବା ସହିତ ଏହି ନୂତନ ନିୟମ ଲାଗୁ ହୋଇଛି । କହିଦେଉଛୁ କି ଏହି ବିଲ ଲୋକସଭାରେ ପାସ ହୋଇସାରିଛି ।

ଏହି ନିୟମ ଲାଗୁ ହେବା ଦ୍ଵାରା ବର୍ତ୍ତମାନ ଯେ କୌଣସି ବି ମହିଳା ଗର୍ଭ ଧାରଣ କରିବାର ୨୪ ସପ୍ତାହ ମଧ୍ୟରେ ନିଜର ଗ-ର୍ଭ-ପା-ତ କରି ପାରିବେ । ପୂର୍ବ ନିୟମ ଅନୁସାରେ ୨୦ ସପ୍ତାହ ଥିଲା । କହିବାକୁ ଗଲେ ଏହି ନୂତନ ନିୟମ ଦ୍ଵାରା ଦୁ-ଷ୍କ-ର୍ମ ପୀ-ଡ଼ି-ତା ଓ ନାବାଳିକାମାନେ ଏହି ନୂଆ ନିୟମ ଦ୍ଵାରା ବହୁତ ଲାଭବାନ ହୋଇ ପାରିବେ । ମେଡିକାଲ ଟର୍ମିନେସନ ଅଫ ପ୍ରେଗନ୍ସି ଆକ୍ଟ ୧୯୭୧ ଅନୁସାରେ ଆମ ଦେଶରେ ଗ-ର୍ଭ-ପା-ତ ଆଇନ ଅନୁସାରେ ଅ-ପ-ରା-ଧ ବୋଲି କୁହାଯାଇଛି ।

କିନ୍ତୁ କିଛି ପରିସ୍ଥିତିରେ ମହିଳାମାନେ ଗ-ର୍ଭ-ଧା-ରଣ କରିବାର ୨୦ ସପ୍ତାହ ମଧ୍ୟରେ ନିଜର ଅ-ପ-ରେ-ସ-ନ ଅର୍ଥାତ ଗ-ର୍ଭ-ପା-ତ କରି ପାରୁଥିଲେ । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଏହି ନିୟମରେ କିଛି ସଂଶୋଧନ କରିଛନ୍ତି ଓ ଏହାର ସମୟ ସୀମାକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଧନ ବୁଧବାର ଦିନ ରାଜ୍ୟସଭାରେ ଏହି ବିଲକୁ ଉପସ୍ଥାପନା କରିଥିଲେ । ଏହା ସହିତ ସେ କହିଲେ କି ଏହା ମହିଳାମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ।

କିନ୍ତୁ ଏହା ମଧ୍ୟରେ କିଛି ସାଂସଦମାନେ ଏହି ବିଲକୁ ବିରୋଧ କରିଥିଲେ । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଧନ ଏହାର କଡା ଜବାବ ଦେଇ କହିଲେ କି ଏହା ମହିଳାମାନଙ୍କର ଗରିମାକୁ ବୁଦ୍ଧି କରିବ । କହିଦେଉଛୁ କି ଏହି ବିଲକୁ ଆଗତ କରିବା ପୂର୍ବରୁ କେନ୍ଦ୍ର ସରକାର ବିଭିନ୍ନ ମନ୍ତ୍ରାଳୟ, ରାଜ୍ୟ ସରକାର ଓ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ ଏହି ନୂଆ ନିୟମ ଉପରେ କିଛି ମହିଳା ଡାକ୍ତରମାନଙ୍କର ମତାମତ ମଧ୍ୟ ନିଆଯାଇଛି ।

ଡାକ୍ତରମାନେ କହିଲେ କି ଏହି ନୂଆ ନିୟମ ଦ୍ଵାରା ମହିଳାମାନଙ୍କର ସ୍ୱାସ୍ଥ୍ୟ ବି ଭଲ ରହିବ ଓ ସେମାନେ ମୃ-ତ-ୟୁ ମୁଖରୁ ବଞ୍ଚି ପାରିବେ । କହିବାକୁ ଗଲେ ଆମ ଦେଶରେ ପୂର୍ବରୁ ଗ-ର୍ଭ-ପା-ତକୁ ନେଇ ମେଡିକାଲ ଟର୍ମିମେସନ ଆକ୍ଟ ରହିଥିଲା । କିନ୍ତୁ ଏହାର ଅନ୍ତର୍ଗତ ନିୟମ ଗୁଡିକ ଦ୍ଵାରା ଦୁ-ଷ୍କ-ର୍ମ ପୀ-ଡ଼ି-ତା ଓ କୌଣସି ଗୁରୁତ୍ଵର ରୋଗରେ ପଡିଥିବା ମହିଳା ଗ-ର୍ଭ-ପା-ତ କରିବାରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହା ସହିତ କିଛି ମହିଳାମାନେ ଏହି ସମୟରେ ଜୀବନ ମଧ୍ୟ ହରାଇ ଦେଉଥିଲେ । କିନ୍ତୁ ବର୍ତ୍ତମାନ ସମୟ ସୀମା ବଢିବା ଦ୍ଵାରା ଆଶା କରାଯାଉଛି କି ଏହା ସମସ୍ତଙ୍କ ପକ୍ଷରେ ରହିବ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ