Gk Questions & Answers- ଗୋଟିଏ ହାତୀର 3 ଟି ପିଲା, ଯାହାଙ୍କ ନାମ ରାମ, ଶ୍ୟାମ ଓ ଘନଶ୍ୟାମ, ତେବେ କୁହନ୍ତୁ ହାତୀର ନାମ କଣ ହେବ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧. ଏଭଳି ଏକ ଧର୍ମ ର ନାମ କୁହନ୍ତୁ ଯାହାକୁ ଆଗରୁ ଏବଂ ପଛ ଉଭୟ ଆଡ଼ ରୁ ପଢ଼ିଲେ ସମାନ ହେବ?

ଉତ୍ତର- ଇସାଇ ଧର୍ମ।

୨. ଆପଣ ଯେତେ ଆଗକୁ ବଢ଼ନ୍ତି ତାହା ସେତେ ପଛରେ ରହିଯାଏ। ତାହା କଣ ଅଟେ?

ଉତ୍ତର- ପାଦ ପକାଇବା।

୩. ଇଂରାଜୀ ରେ ଏଭଳି କେଉଁ ଦେଶ ରହିଛି ଯାହାର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ଏବଂ ଶେଷ ଅକ୍ଷର ମଧ୍ୟ A ରେ ଶେଷ?

ଉତ୍ତର- ଆମେରିକା।

୪. ମନୁଷ୍ୟ ଯେତେ ଯେତେ ବଡ଼ ହୋଇଥାଏ ତାର ଶରୀର ର କେଉଁ ଅଙ୍ଗ ବଢ଼ିଥାଏ?

ଉତ୍ତର- ନାକ ଓ କାନ।

୫. ଭୁମି ରେ ସବୁଠାରୁ ବଡ଼ ପ୍ରାଣୀ କଣ ଅଟେ?

ଉତ୍ତର- ଆଫ୍ରିକୀୟ ହାତୀ।

୬. କେଉଁ ଦେଶରେ ଗାଈ ର ପେଟରେ ସରିୟା ବନ୍ଧା ହୋଇଥାଏ?

ଉତ୍ତର- ଆମେରିକା।

 

୭. ଭାରତ ଦେଶର କେଉଁ ରାଜ୍ୟ ର ଝିଅ ମାନେ ଧୂମ୍ରପାନ କରନ୍ତି ନାହିଁ?

ଉତ୍ତର- ପଞ୍ଜାବ।

୮. ଭାରତର ସବୁଠାରୁ ଅଧିକ ଅରବ ପତି ଗୁଜୁରାଟ ରାଜ୍ୟ ର କଣ ପାଇଁ ଅଟନ୍ତି?

ଉତ୍ତର- କାରଣ ସେଠାରେ ବ୍ୟାପାର ହୋଇଥାଏ।

୯. ଦୁନିଆର କେଉଁ ଦେଶର ଲୋକ ସବୁଠାରୁ ଅଧିକ ସୋରିଷ ତେଲ ଲଗାଇଥାନ୍ତି?

ଉତ୍ତର- ଭାରତ।

୧୦. ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ କିଏ ଅଟନ୍ତି?

ଉତ୍ତର- ନରେନ୍ଦ୍ର ମୋଦି।

୧୧. ଭାରତର କେଉଁ ରାଜ୍ୟ ର ଝିଅ ମାନେ ଅଧିକ କଲେଜ ଯାଆନ୍ତି?

ଉତ୍ତର- ବିହାର।

୧୨. ଦୁନିଆର ସବୁଠାରୁ ଦାମୀ ପ୍ରାଣୀ କିଏ ଅଟେ?

ଉତ୍ତର- ରେସ ର ଘୋଡ଼ା।

୧୩. ଲୋକମାନେ ସବୁଠାରୁ ପ୍ରଥମେ କେଉଁ ପ୍ରାଣୀ ର କ୍ଷୀର ପିଇଥିଲେ?

ଉତ୍ତର- ଛେଳି।

୧୪. ତାହା କଣ ଅଟେ ଯାହା ଦିନରେ ଥାଏ କିନ୍ତୁ ରାତି ରେ ନଥାଏ?

ଉତ୍ତର- ସୂର୍ଯ୍ୟ।

୧୫. ଦୁନିଆର ସବୁଠାରୁ ତୀବ୍ର ବେଗରେ ଉଡୁଥିବା ପକ୍ଷୀ କିଏ ଅଟେ?

ଉତ୍ତର- ପାରାଗ୍ରୀନ ପକ୍ଷୀ।

୧୬. ଦୁନିଆର ସବୁଠାରୁ ପୁରୁଣା ଆମ୍ବ ଗଛ କେଉଁଠାରେ ଅଛି?

ଉତ୍ତର- ଲକ୍ଷନୌ।

୧୭. କେଉଁ ରଙ୍ଗ ରାଗ ର ପ୍ରତୀକ ଅଟେ?

ଉତ୍ତର- ଲାଲ ରଙ୍ଗ।

୧୮. ଟୋପି ର ଆବିଷ୍କାର କିଏ କରିଥିଲେ?

ଉତ୍ତର- ମିଶ୍ର ଜାତି।

୧୯. ଘର ଭିତରେ ବିଲେଇ ଛୁଆ କୁ ଜନ୍ମ ଦେବା କଣ ଶୁଭ ହୋଇଥାଏ?

ଉତ୍ତର- ହଁ।

୨୦. ଯଦି ଶୋଇଥିବା ବ୍ୟକ୍ତି ଙ୍କ ମୁଣ୍ଡ କୁ ବିଲେଇ ଚାଟିଥାଏ ତେବେ କଣ ହୋଇଥାଏ?

ଉତ୍ତର- ସରକାରୀ ମାମଲାରେ ଫସି ପାରନ୍ତି।

୨୧. ହସ୍ପିଟାଲରେ ପ୍ଲସ୍ ଚିନ୍ହ ର ଅର୍ଥ କଣ ଅଟେ?

ଉତ୍ତର- ରେଡ଼ କ୍ରସ୍ ସଙ୍ଘ।

୨୨. ନିଦରେ କଥା କହିବା ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ କଣ କରିବା ଉଚିତ?

ଉତ୍ତର- ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଉଚିତ ଏବଂ ଚା ଓ କଫି କମ ପିଇବା ଉଚିତ।

୨୩. ଭାରତୀୟ ନୋଟ ରେ ଗାନ୍ଧିଜୀ ଙ୍କ ଫଟୋ କେବେ ଛପା ହୋଇଥିଲା?

ଉତ୍ତର- ୧୯୬୯।

୨୪. ଏକ୍ସପାୟର ଡେଟ ର ମେଡିସିନ ଖାଇବା ଦ୍ବାରା କଣ ହୋଇଥାଏ?

ଉତ୍ତର- ରିଆକ୍ସନ ଅଥବା ଦେହ ଖରାପ

୨୫. ଏକ ହାତୀ ର ୩ଟି ଛୁଆ ଅଛନ୍ତି। ରାମ, ଶ୍ୟାମ ଏବଂ ଘନଶ୍ୟାମ। ତେବେ ହାତୀ ର ନାମ କଣ ହେବ?

ଉତ୍ତର- ହାତୀ ହିଁ ହେବ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।