ମହିଳାଙ୍କୁ ମାଡି ବସିଲେ ପୋଲିସ ବାବୁ, ଆଉ ତା’ ପରେ ଯାହା ହେଲା….ଦେଖନ୍ତୁ Video

ବନ୍ଧୁଗଣ, ସରକାର ଜନତା ଙ୍କ ସେବା ନିମନ୍ତେ କିଛି ପୋଲିସ ଅଧିକାରୀ ମାନଙ୍କୁ ନିଯୋଜିତ କରିଥାନ୍ତି । ମାତ୍ର ସେହି କର୍ମୀ ମାନେ ସାଧାରଣ ଜନତାଙ୍କ ଭଲ ମନ୍ଦ ବୁଝିବା ସହିତ ବିପଦରେ ସାହାର୍ଯ୍ୟ କରିବା ବଦଳରେ ତାଙ୍କ ସହିତ ଏଭଳି କିଛି କଳା କାରନାମା ଭିଆଇ ଥାନ୍ତି ଯାହାର କଳ୍ପନା ମଧ୍ୟ କରି ହେବ ନାହିଁ ।

ଏହା ସହିତ ପୋଲିସ ବାବୁ ମାନେ ନାନା ବାବଦରେ ଲାଞ୍ଚ ମଧ୍ୟ ନେଇଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କ ଗହଣରେ କିଛି ଏଭଳି ବିଷୟବସ୍ତୁ ନେଇ ଆସିଛୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆସନ୍ତୁ ତେବେ ଜାଣିବା ସେହି କଥା ଗୁଡିକ କଣ ଅଟେ ? ବର୍ତ୍ତମାନ ଉତ୍ତର ପ୍ରଦେଶ ର ଏହି ଘଟଣା ଟି ସୋ-ସି-ଆ-ଲ ମି-ଡି-ଆ ରେ ବେସ ଭା-ଇ-ରା-ଲ ହେବାରେ ଲାଗିଛି । ଏହା ବେସ ଧୃତ ଗତିରେ ଜଣଙ୍କ ଠାରୁ ଅନ୍ୟ ଜଣକଙ୍କ ପାଖକୁ ବ୍ୟାପିବାରେ ଲାଗିଛି ।

ଏହି ଘଟଣା ଟି ହେଉଛି ଉତ୍ତର ପ୍ରଦେଶ ର ଭୋଗିନ ପୁର ଥାନା ଅନ୍ତର୍ଗତ ପୋଖରାଇ ଛକ ର । ସୂଚନା ଅନୁଯାୟୀ ଜଣେ ପୋଲିସ କର୍ମଚାରୀ ମାନେ ଦୂର୍ଗା ଦାସ ପୁର ଗାଁ କୁ ଜଣେ ଅଭିଯୁକ୍ତ କୁ ଗିରଫ କରିବାକୁ ଯାଇଥିଲେ ।

ମାତ୍ର ସେଠାରେ ହଟାତ ପୋଲିସ ବାବୁ ଜଣକ ମହିଳା ଙ୍କ ଉପରେ ମାଡି ବସିଥିବାର ଦୃଶ୍ୟ କୁ ସମାଜ ବାଦୀ ପାର୍ଟି ର ମୁଖ୍ୟ “ଅଖିଳେଶ ଯାଦବ” ନିଜ ଫୋନ ମାଧ୍ୟମରେ ରେକର୍ଡ କରି ସୋ-ସି-ଆ-ଲ ମି-ଡି-ଆ ରେ ଅ-ପ-ଲୋ-ଡ କରିବା ସହିତ ସରକାର ଙ୍କୁ ଟାର୍ଗେଟ କରି ନିଜ ଟ୍ଵିଟର ଆକାଉଣ୍ଟ ରେ ଟ୍ଵିଟ କରିଛନ୍ତି । ଏହି ଘଟଣା କୁ ଦେଖି କାନପୁର ଏସପି ସଫେଇ ଦେଇଛନ୍ତି ଯେ, ଫଟୋ ରେ ଦେଖିବାକୁ ମିଳୁଥିବା ମହିଳା ଜଣକ ଅଭିଯୁକ୍ତ ଙ୍କର ଗାଁ ର ।

ସେହି ମହିଳା ଜଣକ ପୋଲିସ ଅଫିସର ଙ୍କ କଲର ଧରି ତାଙ୍କୁ ଟାଣିବାରୁ ପୋଲିସ ଅଫିସର ଜଣକ ମହିଳାଙ୍କ ଉପରେ ପଡି ଯାଇଥିଲେ । ଏହାପରେ ମହିଳା ଜଣକ କଲର ଛାଡିବାରୁ ପୋଲିସ ଜଣକ ସେଠାରୁ ଛାଡି ଚାଲିଯାଇଥିବା ଏସପି କହିଛନ୍ତି । ଏହି ଘଟଣା କୁ ନେଇ ବର୍ତ୍ତମାନ ନାନା ବିବାଦ ମାନ ସୃଷ୍ଟି ହେବାରେ ଲାଗିଛି । ଏହି ଫଟୋଟିକୁ କାନପୁର ପୋଲିସ ମଧ୍ୟ ଟ୍ଵିଟର ରେ ପୋଷ୍ଟ କରି ସେୟାର କରିଛନ୍ତି ।

ସେ କହିଛନ୍ତି ଯେ, ଥାନା ଅଧିକାରୀ ଜଣକ ସେହି ଗାଁ କୁ ଅଭିଯୁକ୍ତ କୁ ଗିରଫ କରିବାକୁ ଯାଇଥିଲେ । ମାତ୍ର ସେଠାରେ ଅନ୍ୟ ଯୁବକଙ୍କ ସହାୟତା ରେ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । ଏହାପରେ ପୋଲିସ ଦ୍ଵାରା ସେହି ଯୁବକଙ୍କୁ କାବୁ କରି ଥାନା କୁ ନିଆ ଯାଇଥିଲା । ଏହାପରେ ଉକ୍ତ ଯୁବକଙ୍କ ଆତ୍ମୀୟ ପରିଜନ ଉକ୍ଷିପ୍ତ ହୋଇଯାଇଥିଲେ ।

ଏବଂ ସେମାନଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଉପରକୁ ଆକ୍ରମଣ କରିବାକୁ ଲାଗିଥିଲେ । ଏହା ସହିତ ଅଭିଯୁକ୍ତ ଯୁବକକୁ ସେଠାରୁ ଫେରାର କରାଇଥିଲେ । ମହିଳା ଜଣକ ପୋଲିସ କର୍ମଚାରୀ ଙ୍କୁ ଟଣାଓଟରା କରିବାରୁ ଉଭୟ ତଳେ ପଡି ଯାଇଥିଲେ । ଏହିଭଳି ସଫାଇ କାନପୁର ଥାନା ର ପୋଲିସ ଟ୍ଵିଟ କରି ସଫେଇ ଦେଇଛନ୍ତି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।