ଅଭିନୟ ଛାଡ଼ି ସନ୍ୟାସୀ ହେଲେ ମୋହନା (Chandita)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ଧାରବାହିକ ‘ତାରା ତାରିଣୀ’ ତ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଏହି ଧାରାବାହିକ ରେ ଅଭିନୟ କରୁଥିବା ମୋହନା ଙ୍କୁ ମଧ୍ୟ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ତାରା ତାରିଣୀ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି ।

ଏହି ଅଭିନେତ୍ରୀ ନିଜର ଅଭିନୟ ପ୍ରଦର୍ଶନ ଜରିଆରେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ସେ ନିଜର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ତାରା ତାରିଣୀ ଧାରାବାହିକ ରେ ଅଭିନୟ କରିବା ପୂର୍ବରୁ ଏହି ଅଭିନେତ୍ରୀ ଅନେକ ଧାରାବାହିକ ରେ ଅଭିନୟ କରି ଆସିଛନ୍ତି ।

‘ତୋ ଅଗଣା ର ତୁଳସୀ ମୁଁ’ ଧାରାବାହିକ ରେ ମଧ୍ୟ ଏହି ଅଭିନେତ୍ରୀ ଖଳନାୟିକା ଚରିତ୍ର ରେ ଅଭିନୟ କରିଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ବର୍ତ୍ତମାନ ଏକ ଖବର ପ୍ରକାଶ ହୋଇଛି ଯେ ମୋହନା ଅଭିନୟ ଛାଡ଼ି ସନ୍ୟାସୀ ହୋଇ ଯାଇଛନ୍ତି । ତେବେ ଏହି ଖବର ପଛରେ କେତେ ମାତ୍ରା ରେ ସତ୍ୟତା ରହିଛି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଖବର ଅନୁସାରେ ଶୁଣିବାକୁ ମିଳୁଛି ଯେ ମୋହନା ଅଭିନୟ ଛାଡ଼ି ସନ୍ୟାସ ହୋଇ ଯାଇଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ମୋହନା ସନ୍ୟାସୀ ହୋଇଛନ୍ତି ସତ କିନ୍ତୁ ତାହା ରିଅଲ ଲାଇଫ ରେ ନୁହେଁ ତାହା ହେଉଛି ରିଲ ଲାଇଫ ରେ । ମୋହନା ସୁ-ଟିଂ ସମୟର କିଛି ଫଟୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।

ଏହି ଫଟୋ କୁ ଦେଖି ହିଁ ଦର୍ଶକ ମାନେ ଭାବିଛନ୍ତି ଯେ ମୋହନା ଅଭିନୟ କ୍ଷେତ୍ରକୁ ଛାଡ଼ି ସନ୍ୟାସ ଧର୍ମ ଗ୍ରହଣ କରିଛନ୍ତି ଏବଂ ସନ୍ୟାସୀ ହୋଇଯାଇଛନ୍ତି । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଅଭିନେତ୍ରୀ ମୋହନା ଙ୍କ ସମ୍ବନ୍ଧରେ ମିଳିଥିବା ଏହି ଖବର ପଛରେ ଥିବା ରହସ୍ୟ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।