ସ୍ତ୍ରୀ ମାନଙ୍କର ଏହି ଭୋକ କେବେ ବି ମେଣ୍ଟି ନଥାଏ – Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ, ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ନାରୀମାନଙ୍କର କେଉଁ ଭୋକ ଗୁଡ଼ିକ କେବେ ହେଲେ ମଧ୍ୟ ମେଣ୍ଟି ନଥାଏ ଏବଂ ବୟସ ବଢିବା ସହ ସେହି ଭୋକ ମଧ୍ୟ ବଢ଼ିବାରେ ଲାଗିଥାଏ । ବନ୍ଧୁଗଣ ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଭୋକ ଆଗରେ ନାରୀମାନଙ୍କୁ ହୀରା ମୋତି ମଧ୍ୟ ବହୁତ କମ୍ ଲାଗିଥାଏ , ତେବେ ବନ୍ଧୁଗଣ ଆସନ୍ତୁ ଆମେ ଜାଣିବା ଯେ, ନାରୀଙ୍କର ସେହି ଭୋକ ଗୁଡ଼ିକ ବିଷୟରେ ଯାହା କେବେ ହେଲେ ମଧ୍ୟ କମିନଥାଏ ଏବଂ ଏହାକୁ ପାଇବା ପରେ ନାରୀମାନଙ୍କର ସେହି ଭୋକରେ ଆହୁରି ବୃଦ୍ଧି ଦେଖାଯାଇଥାଏ ।

୧. ସମ୍ବନ୍ଧ ବନେଇବାର ଇଚ୍ଛା – ଆଜ୍ଞା ହଁ, ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ନାରୀମାନଙ୍କର ମଧ୍ୟରେ ସମ୍ବନ୍ଧ ଵନେଇବାର ବା ସଂଭୋଗ କରିବାର ଇଚ୍ଛା ପୁରୁଷଙ୍କ ତୁଳନାରେ ଅଧିକ ଦେଖିବାକୁ ମିଳିଥାଏ । ଏହା ମଧ୍ୟ କୁହାଯାଇଥାଏ ନାରୀମାନଙ୍କର ବୟସ ବଢିବା ସହ ତାଙ୍କର ସଂଭୋଗ କରିବାର ଇଚ୍ଛା କମିବା ଅପେକ୍ଷା ଦିନ ପ୍ରତିଦିନ ବଢ଼ିବାରେ ଲାଗିଥାଏ ।

୨. ଶୃଙ୍ଗାର ହେବା – ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ନାରୀ ମାନଙ୍କର ଶୃଙ୍ଗାର ହେବାର ଇଚ୍ଛା କେବେ ହେଲେ ମଧ୍ୟ ପୂର୍ଣ୍ଣ ହୋଇନଥାଏ , ଅଥଚ ଶୃଙ୍ଗାର କରିବା ନାରୀମାନଙ୍କର ଅଧିକାର ହୋଇଥାଏ , ଶୃଙ୍ଗାର ବିନା ନାରୀ ମାନେ ସମ୍ପୂର୍ଣ ହୋଇନଥାନ୍ତି । ବନ୍ଧୁଗଣ ଶୃଙ୍ଗାର ନାରୀମାନଙ୍କର ସୁନ୍ଦରତା ବଢ଼ାଇବା ସହ ତାଙ୍କୁ ସମ୍ମାନର ମଧ୍ୟ ପ୍ରଦାନ କରିଥାଏ ,କିନ୍ତୁ ବନ୍ଧୁଗଣ ଆପଣମାନେ ଏହା ଜାଣିଛନ୍ତି କି ! ନାରୀମାନଙ୍କର ଏହି ଭୋକ କେବେ ହେଲେ ମେଣ୍ଟୀ ନଥାଏ ।

ଏହା କମିବା ଅପେକ୍ଷା ଦିନ ପ୍ରତିଦିନ ବଢ଼ିବାରେ ଲାଗିଥାଏ , ନାରୀମାନଙ୍କୁ ଶୃଙ୍ଗାର କରିବା ଅତ୍ୟନ୍ତ ଭଲ ଲାଗିଥାଏ , ଯାହା ଫଳରେ ସେ ନିଜକୁ ଅଧିକରୁ ଅଧିକ ସୁନ୍ଦର ଦେଖାଇବା ପାଇଁ ଚେଷ୍ଟା କରିଥାନ୍ତି । ଏହା ଦେଖାଯାଇଛି ଯେ , ନାରୀମାନେ ତାଙ୍କ ବୟସ ଲୁଚେଇବା ପାଇଁ ବା ନିଜ ବୟସରୁ କମ୍ ଦେଖା ଯିବା ପାଇଁ ଶୃଙ୍ଗାର କରିଥାନ୍ତି । ନାରୀମାନଙ୍କର ଏହି ଭୋକ କେବେ ହେଲେ ମଧ୍ୟ ମେଣ୍ଟି ନଥାଏ , ଏବଂ ସମୟ ସହ ଏହା ବଢ଼ିବାରେ ଲାଗିଥାଏ ।

୩. ଏ ଘର ମାଉସୀ ସେ ଘର ପିଇସି – ବନ୍ଧୁଗଣ ଆପଣ ମାନେ ତ ଏହା ଭଲ ଭାବେ ଜାଣିଥିବେ ଯେ , ନାରୀମାନେ ଜଣଙ୍କ କଥା ଆଉ ଜଣଙ୍କ ଆଗରେ ନା କହିବା ଯାଏଁ ତାଙ୍କର ଭାତ ହଜମ ହୋଇନଥାଏ, ନାରୀମାନଙ୍କୁ କଳହ ସୃଷ୍ଟି କରିବାକୁ ଭଲ ଲାଗିଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ନାରୀମାନେ ଯେଉଁ ଯାଏଁ ଜଣଙ୍କ କଥା ଆଉ ଜଣଙ୍କ ଆଗରେ ନା କହିଛନ୍ତି ତାଙ୍କ ମନକୁ ଶାନ୍ତି ମିଳି ନଥାଏ ।

ଚାଣକ୍ୟ କହିଛନ୍ତି ଯେ ନାରୀଙ୍କର ପେଟରେ ଥିବା ବଡ଼ ରୁ ବଡ଼ କଥା ମଧ୍ୟ ନିଆଁ ପରି ମାତି ଥାଏ, କାହିଁକି ନା ବନ୍ଧୁଗଣ ନାରୀଙ୍କର ଏହି ଭୋକ ମଧ୍ୟ ଦିନ ପ୍ରତିଦିନ ବଢ଼ିବାରେ ଲାଗିଥାଏ ଏବଂ ନାରୀମାନଙ୍କର ଏହି ଗୁଣ କେବେ ହେଲେ ମଧ୍ୟ ବଦଳିବ ନାହିଁ । ନାରୀମାନେ କେବେ ହେଲେ ମଧ୍ୟ ତାଙ୍କର ଏହି ଭୋକକୁ ମେଣ୍ଟାଇ ପାରିବେ ନାହିଁ ବରଂ ଏହାର ଭୋକ ଅଧିକରୁ ଅଧିକ ବଢ଼ିବାରେ ଲାଗି ରହିଥାଏ ।

୪. ଖାଇବାର ଲୋଭ – ବନ୍ଧୁଗଣ , ନାରୀମାନଙ୍କର ଖାଇବା ପ୍ରତି ଲୋଭ ପୁରୁଷଙ୍କ ତୁଳନାରେ ଅଧିକ ହୋଇଥାଏ , ବନ୍ଧୁଗଣ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ନାରୀମାନଙ୍କୁ ପୁରୁଷଙ୍କ ତୁଳନାରେ ଅଧିକ ଭୋକ ଲାଗିଥାଏ ଏବଂ ସ୍ୱାସ୍ଥ୍ୟ ହିସାବରେ ଦେଖିବାକୁ ଗଲେ ନାରୀମାନଙ୍କୁ ପୁରୁଷଙ୍କ ଅପେକ୍ଷା ଅଧିକ କ୍ୟାଲୋରୀ ର ଆବଶ୍ୟକତା ହୋଇଥାଏ । ଏଥିପାଇଁ ନାରୀମାନଙ୍କର ପୁରୁଷଙ୍କ ଠାରୁ ଅଧିକ ଭୋଜନ କରିବାକୁ ପଡ଼ିଥାଏ ।

ବନ୍ଧୁଗଣ ନାରୀମାନଙ୍କର ଏହି ଅଭ୍ୟାସ ବା ଭୋକ ଦିନ ପ୍ରତିଦିନ ବଢ଼ିବାରେ ଲାଗିଥାଏ । ବନ୍ଧୁଗଣ ଚାଣକ୍ୟ କହିଛନ୍ତି ଯେ, ନାରୀର ଦ୍ଵିତୀୟ ନାମ ଲୋଭ ହୋଇଥାଏ ନାରୀମାନେ ଭଲ ଭଲ ଭୋଜନ ଦେଖି ନିଜକୁ ସମ୍ଭାଳି ପାରନ୍ତି ନାହିଁ , ଖାଦ୍ୟ ପାଇଁ ପେଟରେ ଜାଗା ଥାଉ ବା ନଥାଉ ନାରୀମାନେ ଲୋଭରେ ସ୍ଵାଦିଷ୍ଟ ଖାଦ୍ୟ ଖାଇଥାନ୍ତି । ନାରୀମାନଙ୍କର ଲୋଭ କେବେ ହେଲେ ସତ୍ତ୍ୱେ କମି ନଥାଏ ବରଂ ସମୟର ସହିତ ବଢ଼ିବାରେ ଲାଗିଥାଏ ।