ରାସ୍ତାରେ ହେଲା ମାଛ ବର୍ଷା, ଯିଏ ଯେଉଁଥିରେ ପାରିଲା ଗୋଟାଇଲା, କିଏ ଗଞ୍ଜି ଖୋଲି ଗୋଟେଇଲା ତ କିଏ ବାଲ୍ଟି ଧରି ଗୋଟେଇଲା, ଦେଖନ୍ତୁ Video

ଆଜ୍ଞା ହଁ ମାଛ ଆମକୁ ଖାଇବା ପାଇଁ ବହୁତ ଭଲ ଲାଗି ଥାଏ କିନ୍ତୁ କଣ ଆପଣ ଜାଣି ଛନ୍ତି କି ଏହାକୁ ଖାଇବା ପାଇଁ ଯଦି ବର୍ଷା ଭଳି ମାଛ ଆମକୁ ମିଳେ  ତେବେ ଆମେ କଣ କରିବା ନିଶ୍ଚିତ ଭାବେ ଏହାକୁ ଆମେ ରଖୀ ଅନେକ ଦିନ ଯାଏ ଖାଇବା ଅନହେଲେ ଆମେ ଏହାକୁ ବିକି ଦେବା । ଏହି ଭଳି ମାଛ ର ବର୍ଷା ଦେଖିବା ପାଇଁ ମିଳିଛି । ହଠାତ ଏହା ଦେଖିକି ଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ମାଛ ର ବର୍ଷା ଦେଖିକି ଯିଏ ପାରିଲା ମାଛ ଗୋଟାଇଲା ।

କିଏ ବାଲ୍ଟି ଧରି ମାଛ ଗୋଟାଇଲା ତ କିଏ ଡ୍ରେସ ଖୋଲିକି ଏହାକୁ ଗୋଟାଇଲା । କିଏ କିଏ ଏହାକୁ ଟପ ଧରିକି ମଧ୍ୟ ଗୋଟାଇବା ପାଇଁ ଆରମ୍ଭ କରି ଦେଲେ ଯିଏ ଯେଉଁ ଭଳି ଭାବେ ଚାହିଁଲା ସେହି ଭଳି ଭାବେ ମାଛ ଗୋଟାଇବା ଆରମ୍ଭ କରି ଦଳେ ଲୋକଙ୍କ ଖୁଶି ଦେଖିଲେ ଆପଣ ବିଶ୍ବାଶ କରି ପାରିବେନି କି ସେମାନେ ଯେଉଁ ଭଳି ଭାବେ ଏହାକୁ ଗୋଟାଇକି ନେଲେ ।

ଏହା ସତରେ ବହୁତ ଆଶ୍ଚର୍ଯ୍ୟ ଜନକ ଅଟେ । ଲୁଗା କାନୀରେ ମଧ୍ୟ ଲୋକମାନେ ଗୋଟାଇଲେ । ଯେଉଁ ମାନେ ବାଟରେ ଯାଉ ଥିଲେ  ସେମାନେ ଗାଡିକୁ ଅଟକାଇ ଏହାକୁ ଗୋଟାଇବା ପାଇଁ ଆରମ୍ଭ କରି ଦେଲେ । ପିଲା ମାନେ ନିଜ ସାର୍ଟ ଖୋଲିକି ମାଛ ଗୋଟାଇବା ଆରମ୍ଭ କରିଦେଲେ ଏହା  ବିହାର ର ଗୟା ଅଞ୍ଚଳର ଦ୍ରୁଶ୍ଯ ଅଟେ ।

ଏଠାରେ ଏକ ମାଛ ଟ୍ରକ ଯିବା ବେଳେ ହଠାତ ଏହା ଓଲଟି ଯାଇ ଥିଲା । ଯାହା ଦ୍ଵାରା ଲୋକମାନେ  ଏହାର ମଧ୍ୟରୁ ବାରି ଆସିଥିବା ମାଛ କୁ ଗୋଟାଇବା ପାଇଁ ଲାଗିଥିଲେ । ମାଛ ଗୋଟାଇବା ପାଇଁ ଏତେ ଲୋକମାନେ ଆସି ଯାଇ ଥିଲେ କି ଟ୍ରାଫିକ ଜାମ ହୋଇ ଯାଇଥିଲା । ଲୋକମାନେ ଏହାକୁ ଖାତିର କରି ନଥିଲେ ।

କିଏ ବଡ କିଏ ଛୋଟ ସବୁ ଏହି କାମ କରିବା ପାଇଁ ଲାଗି ଯାଇ ଥିଲେ । ତେବେ ଏହା ସେହି ଯାଏ ଚାଲି ଥିଲା ଯେଉଁ ଯାଏ ମାଛ ଗୋଟା ଶରିନି ଭିଡିଓ କୁ ଟ୍ଵିଟର ରେ ଏହି ଭିଡିଓ ଭାଇରାଲ ହେବା ପରେ । ଲୋକମାନେ ଏହାକୁ ଦେଖିକି ମତ ଦେଇଛନ୍ତି କିଛି ଜଣ ଭଲ ମତ ଦେଉ ଥିବା ବେଳେ କିଛି ଜଣ ଖରାପ ମତ ମଧ୍ୟ ଦେଉ ଛନ୍ତି ।

ମାତ୍ର ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । କିଛି ଲୋକମାନେ ଏହାକୁ ଦେଖିକି କହିଛନ୍ତି କି ଲୋକମାନେ ଆଜି ପୁରା ମାଛ ଖାଇବା ମୁଡ  ରେ ଅଛନ୍ତି ଓ ଆଉ କିଛି ଜଣ କହିଛନ୍ତି କି ଲୋକମାନେ ଦୁଇ ରୁ ତିନି ଦିନ ପାଇଁ ମାଛ ଖାଇବା କୁ ଚେଷ୍ଟା କରିବେ ବୋଧେ ହୁଏ ଏତେ ମାଛ ସେଇ ପାଇଁ ନେଉ ଛନ୍ତି ।