ମାମୁଁ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ଭାଣିଜୀ, କହିଲା “15 ବର୍ଷ ହେବ ବିବାହ ନକରି ମାମୁଁ ମୋ ସହ ଜୋର ଜବରଦସ୍ତ….” ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ମୋ ମାମୁଁ ଜହ୍ନ ମାମୁଁ ନୁହେଁ ରା-କ୍ଷ-ସ ମାମୁଁ । ମାମୁଁଙ୍କ ବିରୋଧରେ ସାଂ-ଘା-ତି-କ ଅ-ଭି-ଯୋ-ଗ ଆଣିଛନ୍ତି ଭାଣିଜୀ । ଭାଣିଜୀଙ୍କ ସହ ଜୋର ଜବରସସ୍ତ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ସହ ମା-ନ-ସି-କ ନି-ର୍ଯ୍ୟା-ତ-ନା ଦେଇ ୧୫ ବର୍ଷ ହେଲା ବିବାହ ନ କରି ମାମୁଁ ତାଙ୍କ ଘରେ ସ୍ତ୍ରୀ କରି ରଖିଛି ଭାଣିଜୀକୁ । ଭାଣିଜୀ କ୍ରୀଷ୍ଣା ପଟ୍ଟନାୟକ ଓ ମାମୁଁ ରାଧେଶ୍ୟାମ ପଟ୍ଟନାୟକ । ଘର ବାଲିପାଟଣା ବ୍ଲକ ଚଣାହାଟ ଗାଁ ରେ । ୧୪ ବର୍ଷ ବୟସରେ ତାଙ୍କୁ ଦୁ-ଷ୍କ-ର୍ମ କରି ମାମୁଁ ଗ-ର୍ଭ-ବ-ତୀ କରିଥିଲେ ବୋଲି ଅ-ଭି-ଯୋ-ଗ କରିଛନ୍ତି କ୍ରୀଷ୍ଣା ।

ଆଉ କ୍ରୀଷ୍ଣାଙ୍କ ଘରଲୋକ ମନ ସମ୍ମାନ ଭୟରେ ନେଇ ଝିଅକୁ ଛାଡି ଦେଇଥିଲେ ମାମୁଁଙ୍କ ପାଖରେ । ମାମୁଁଙ୍କ ଔରସରୁ ଭାଣିଜୀ କ୍ରୀଷ୍ଣା ଙ୍କର ତିନୋଟି ଛୁଆ । ୧୫ ବର୍ଷ ଧରି ମାମୁଁଙ୍କ ଏହି ଶା-ରୀ-ରି-କ ଏବଂ ମା-ନ-ସି-କ ନି-ର୍ଯ୍ୟା-ତ-ନା ତାଙ୍କୁ ଅ-ସ-ହ୍ୟ ମାନେ ହେଉଛି । ମହିଳା ଥାନା ଠୁ ନେଇ ମହିଳା କମିଶନ ପର୍ଯ୍ୟନ୍ତ ସବୁଠୁ ନ୍ୟା-ୟ ପାଇବା ପାଇଁ ଦଉଡି ଦଉଡି ବିଫଳ ହେବା ପରେ ଶେଷରେ ମାନବ ଅଧିକାର କର୍ମୀଙ୍କ ଦ୍ଵାରସ୍ଥ ହୋଇଛନ୍ତି କ୍ରୀଷ୍ଣା ।

ନି-ର୍ଯ୍ୟା-ତ-ନା-ରୁ ତ୍ରା-ହି ପାଇବା ପାଇଁ କ୍ରୀଷ୍ଣା ଏତେ ବର୍ଷ ପରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି । ତେବେ ବର୍ତ୍ତମାନ କ୍ରୀଷ୍ଣାଙ୍କୁ ଜୀ-ବ-ନ-ରୁ ମା-ରି-ବା ସହ ତାଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଜୀ-ବ-ନ-ରୁ ମା-ରି-ବା ପାଇଁ ମାମୁଁ ଧ-ମ-କ ଦେଉଛନ୍ତି ବୋଲି ମଧ୍ୟ କ୍ରୀଷ୍ଣା କହିଛନ୍ତି । କ୍ରୀଷ୍ଣାଙ୍କ ଘରଲୋକ ମଧ୍ୟ ସେ ଏତେ ସାନ ଥିବା ବେଳେ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କରି ନ ଥିଲେ କି ବାପା ମା ର କର୍ତ୍ତବ୍ୟ ମଧ୍ୟ ତୁଲାଇ ନ ଥିଲେ ।

ତେବେ କ୍ରୀଷ୍ଣା ନ୍ୟା-ୟ ପାଇଁ ମହିଳା କମିଶନକୁ ଯାଇଥିବା ବେଳେ ତାଙ୍କୁ ସାହାଯ୍ୟ କରୁଥିବା ମାନବ ଅଧିକାର କର୍ମୀଙ୍କୁ ମଧ୍ୟ ରାଧେଶ୍ୟାମ ଆ-କ୍ର-ମ-ଣ କରିଥିବା ଅ-ଭି-ଯୋ-ଗ ହୋଇଛି ।ଏହାସହ କ୍ରୀଷ୍ଣା ଘରୁ ପଳାଇ ଆସିବା ପରେ ସୋ-ସି-ଆ-ଲ ମି-ଡି-ଆ-ରେ ପୋ-ଷ୍ଟ କରି ତାଙ୍କୁ ସମାଜରେ ବ-ଦ-ନା-ମ କରିବା ସହ ମା-ନ-ସି-କ ନି-ର୍ଯ୍ୟା-ତ-ନା ଦେଇଥିବା ଅଭିଯୋଗ କରିଛନ୍ତି ଭାଣିଜୀ କ୍ରୀଷ୍ଣା ।

ଅନ୍ୟପଟେ ଭାଣିଜୀଙ୍କ ଅ-ଭି-ଯୋ-ଗ କ୍ରମେ ମାମୁଁ ରାଧେଶ୍ୟାମଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ପ୍ରଶ୍ନ ଉଠୁଛି କାହିଁକି ଏପରି ମାନସିକତା ? ଝିଅ ବୟସର ଭାଣିଜୀ ଉପରେ କାହିଁକି ଏପରି ଅ-ତ୍ୟା-ଚା-ର କଲେ ମାମୁଁ ? ଆଉ ସବୁଠୁ ବଡ କଥା ହେଉଛି ମାମୁଁ ର ଏପରି କାର୍ଯ୍ୟକଳାପକୁ କାହିଁକି ସମର୍ଥନ କଲେ କ୍ରୀଷ୍ଣାଙ୍କ ତାଙ୍କ ବାପା ମା ? ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।