ମଳାଶୁର ପୁଅକୁ ମାରିବା ପରେ କାନ୍ଦି କାନ୍ଦି ମା’ଙ୍କ ଅବସ୍ଥା ଖରାପ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ଜମିବାଡି ମାମଲାକୁ ନେଇ ଦୁଇ ସମ୍ପର୍କୀୟ ପରିବାର ଭିତରେ ଲାଗି ରହିଥିବା ବିବାବ ଶେଷରେ ର-କ୍ତା-କ୍ତ ସଂ-ଘ-ର୍ଷ-ର ରୂପ ନେଇଛି । ଦୀର୍ଘ ଦିନ ଧରି ଜମିବାଡିକୁ ନେଇ ଦୁଇ ପରିବାର ମଧ୍ୟରେ ଚାଲିଥିଲା ଶୀତଳ ଯୁ-ଦ୍ଧ । କ୍ରମେ ତାହା ବୃଦ୍ଧି ପାଇଥିଲା ଓ ଦୁଇ ପରିବାର ମଧ୍ୟରେ ବଢିଥିଲା ତି-କ୍ତ-ତା । ଏହି ତି-କ୍ତ-ତା ଏତେ ଭୀଷଣ ଥିଲା ଯେ ସୁଯୋଗ ଉଣ୍ଡି ଦୀପକ ସାମଲ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ମ-ର-ଣା-ନ୍ତ-କ ଆ-କ୍ର-ମ-ଣ କରିଥିଲେ ଆ-ରୋ-ପୀ ସମ୍ପର୍କୀୟ ।

କଟକ ସିଦ୍ଧେଶ୍ଵର ସାହିରେ ଘଟିଛି ଏପରି ଏକ ଅ-ମା-ନ-ବୀ-ୟ ହ-ତ୍ୟା-କା-ଣ୍ଡ । ଏହି ଘଟଣାରେ ଗୋଟିଏ ପରିବାରର ସଦସ୍ୟ ଦୀପକ ସାମଲଙ୍କ ଘଟଣାସ୍ଥଳରେ ମୃ-ତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁ-ରୁ-ତ-ର ଭାବେ ଆ-ହ-ତ ହୋଇଛନ୍ତି ଓ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏପରି ଏକ ଦୁଃଖଦ ଘଟଣାରେ ଦୀପକଙ୍କ ପରିବାରରେ ଖେଳିଯାଇଛି ଶୋକର ଛାୟା । ପୁଅ ତଥା ଭାଇକୁ ହରେଇ ମା ଏବଂ ଭଉଣୀ ବୁକୁଫଟା କ୍ରନ୍ଦନ କରୁଛନ୍ତି ।

ମୃତ ଦୀପକଙ୍କ ମା’ଙ୍କ କହିବା ଅନୁଯାୟୀ ତାଙ୍କ ପୁଅକୁ ହ-ତ୍ୟା କରିଥିବା ଏବଂ ତାଙ୍କ ପରିବାର ଉପରେ ଆ-କ୍ର-ମ-ଣ କରିଥିବା ପରିବାର ତାଙ୍କର ମଳାଶୂର ହେବେ । ଦୀପକ ମାଙ୍କୁ ଖାଇବାକୁ ବାଢିବାକୁ କହି ଘର ବାହାରକୁ ପରିସ୍ରା କରିବାକୁ ଯାଇଥିଲେ । ତାଙ୍କ ମନକୁ ପାପ ଛୁଇଁବାରୁ ସେ ପୁଅକୁ ବାହାରକୁ ଏକୁଟିଆ ଯିବାକୁ ମନା ମଧ୍ୟ କରିଥିଲେ । କିନ୍ତୁ ଦୀପକ ବାହାରୁ ପରିସ୍ରା କରି ପଳେଇ ଆସିବେ କହି ଯାଇଥିଲେ । ଅନେକ ସମୟ ଧରି ପୁଅ ନ ଫେ-ରି-ବା-ରୁ ମା ଙ୍କୁ ସ-ନ୍ଦେ-ହ ହୋଇଥିଲା ।

ସେ ବାହାରକୁ ଆସି ଯାହା ଦେଖିଲେ ତାଙ୍କ ନିଜର ହୋସ ଉଡି ଯାଇଥିଲା । ପୁଅ ତାଙ୍କର ର-କ୍ତା-କ୍ତ ଅବସ୍ଥାରେ ଗଳିରେ ପ-ଡି-ଥିଲା ଏବଂ ତାଙ୍କ ମୁହଁ ଏକଦମ ଛେ-ତେ-ରା ହୋଇ ଯାଇଥିଲା । ଏକ ଲୁହା ରଡ୍ ସାହାଯ୍ୟରେ ଦୀପକଙ୍କୁ ମା-ରି ଏକ ବଡ ପଥରରେ ତାଙ୍କ ମୁହଁ ଛେ-ଚି ଦେଇଛନ୍ତି ଆ-ରୋ-ପି । ଏହା ସହ ତାଙ୍କ ଭଉଣୀ ସମେତ ଅନ୍ୟ ସଦସ୍ୟଙ୍କୁ ମଧ୍ୟ ମ-ର-ଣା-ନ୍ତ-କ ଆ-କ୍ର-ମ-ଣ କରାଯାଇଛି । ଗୋଟିଏ ବୋଲି ପୁଅର ଏପରି ଭୟଙ୍କର ମୃ-ତ୍ୟୁରେ ମା ଏକଦମ ଭାଙ୍ଗି ପଡିଛନ୍ତି ଓ ନ୍ୟାୟ ମାଗିଛନ୍ତି ।

ଏପରି ଦୁ-ର୍ଦ୍ଦା-ନ୍ତ କା-ଣ୍ଡ ଭି-ଆ-ଇ ଅ-ପ-ରା-ଧୀ ଧ-ମ-କ ଦେଇଛି କି ସେ ଯଦି ଜେ-ଲ ଯାଏ ତେବେ ଜେ-ଲ-ରୁ ବାହାରିଲେ ତାଙ୍କ ପରିବାରର ଗୋଟି ଗୋଟି ଲୋକଙ୍କୁ ହ-ତ୍ୟା କରିବ ଏବଂ ସେ ଜମିକୁ କାହାକୁ ଅଧିକାର କରିବାକୁ ଦେବନାହିଁ । ପୋଲିସ ଶୀଘ୍ର ଦୋ-ଷୀ-କୁ ଧରି ଉଚିତ ଶା-ସ୍ତି ଦେଉ ବୋଲି ଆମର କାମନା । ଏହି ଘଟଣା ଉପରେ ଆପଣଙ୍କ ମତ କଣ କମେନ୍ଟ କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।