ହସ୍ପିଟଲ ରେ ଭର୍ତି ହେଲେ ଅଭିନେତା Sidharth Shukla ଫ୍ୟାନ, ଅଚାନକ ଅଭିନେତାଙ୍କ ଦେହାନ୍ତ ଖବର ଶୁଣି ଫ୍ୟାନ ଙ୍କ ସହ ହେଲା କିଛି ଏମିତି…

୨ ସେପ୍ଟେମ୍ବର ୨୦୨୧ ରେ ମାତ୍ର ୪୦ ବର୍ଷ ବୟସରେ ଅଚାନକ ହୃ-ଦ-ଘା-ତ-ରେ ଦୁନିଆରୁ ବିଦାୟ ନେଇଛନ୍ତି ‘ବିଗ ବସ୍-୧୩’ ବିଜେତା ତଥା ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲା । ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରରେ ତାଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କ ସହ ପରିବାରକୁ ମଧ୍ୟ ଶକ୍ତ ଧ-କ୍କା ଲାଗିଛି । ପ୍ରାୟ ୧୫ ବର୍ଷ ଧରି ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି ସିଦ୍ଧାର୍ଥ । ଟିଭି ସିରିଏଲ ଠାରୁ ଆରମ୍ଭ କରି ରୁପେଲି ପରଦାରେ ତାଙ୍କ ଜଲୱା ଦେଖିବାକୁ ମିଳିଛି । ହଠାତ ତାଙ୍କର ପରଲୋକରେ କୋଟି କୋଟି ଫ୍ୟାନ ମ-ର୍ମା-ହ-ତ ହୋଇଛନ୍ତି ।

ବିଗ ବସ୍ ରେ ଭାଗ ନେବା ପରେ ପୂର୍ବାପେକ୍ଷା ସିଦ୍ଧାର୍ଥଙ୍କ ଲୋକପ୍ରିୟତା ଦୁଇ ଗୁଣ ଅଧିକ ବଢି ଯାଇଥିଲା । ମେଗା ଶୋ ରେ ସିଦ୍ଧାର୍ଥଙ୍କ ସହ ସେହନାଜ ଗିଲ୍ ଙ୍କ ଯୋଡିକୁ ଦର୍ଶକ ଖବ ପସନ୍ଦ କରିଥିଲେ । ସିଦ୍ଧାର୍ଥଙ୍କ ମୃ-ତ୍ୟୁ ପରେ ‘ସିଡନାଜ’ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି । ଏନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଅନେକ ପୋଷ୍ଟ ସେୟାର କରୁଛନ୍ତି ଫ୍ୟାନ । ଶୁକ୍ରବାର ଦିନ ସିଦ୍ଧାର୍ଥଙ୍କ ଅନ୍ତିମ ବିଦାୟ ସମୟରେ ମୁମ୍ବାଇସ୍ଥିତ ସିଦ୍ଧାର୍ଥଙ୍କ ବାସଭବନ ବାହାରେ ଶହ ଶହ ଲୋକ ଏକାଠି ହୋଇଥିବାର ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ ସିଦ୍ଧାର୍ଥଙ୍କ ସହ ଫ୍ୟାନଙ୍କ ସହ ଜଡିତ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମନାକୁ ଆସିଛି । ସିଦ୍ଧାର୍ଥ ଶୁକ୍ଲାଙ୍କ ଜେନ ଫ୍ୟାନ ତାଙ୍କ ଅକସ୍ମାତ ପର ଲୋକରେ ମ-ର୍ମା-ହ-ତ ହୋଇ ଆଂଶିକ କୋ-ମା-ରେ ଚାଲି ଯାଇଛନ୍ତି ବୋଲି ଶୁଣିବାକୁ ମିଳିଛି । ଯାହାର ସୂଚନା ସିଦ୍ଧାର୍ଥଙ୍କ ବନ୍ଧୁ ତଥା ଡାକ୍ତର ଜୟେଶ ଠାକୁର ଦେଇଛନ୍ତି ।

ସିଦ୍ଧାର୍ଥଙ୍କ ମୃ-ତ୍ୟୁ ଖବର ଶୁଣିବା ପରେ ସିଦ୍ଧାର୍ଥଙ୍କ ଫ୍ୟାନ ବେହୋସ ହୋଇ ଯାଇଥିଲେ । ତେବେ ଡାକ୍ତର ତାଙ୍କୁ ଏକା ନ ରହି ପରିବାର ସହ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ସୂଚନା ଜୟେଶ ଟ୍ବି-ଟ ମାଧ୍ୟମରେ ଲେଖି ଜଣାଇଛନ୍ତି । ଅଧିକ ଡିପ୍ରେସନ ହେତୁ ଏପରି ହୋଇଥିବା କଥା କହିଛନ୍ତି ଡାକ୍ତର । ଅଧିକ ଚିନ୍ତା ନ କରି ଶାନ୍ତ ମସ୍ତିଷ୍କରେ ରହିବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି ।

ସିଦ୍ଧାର୍ଥ ବାବୁଲ କା ଆଙ୍ଗନ ଛୁଟେ ନା, ବାଲିକା ବଧୂ, ଝଲକ ଦିଖଲା ଯା, ଖତରୋ କେ ଖିଲାଡ଼ି, ସାବଧାନ ଇଣ୍ଡିଆ ଓ ବିଗ ବସ୍ ସହ ବ୍ରୋକେନ ବଟ୍ ବିୟୁଟିଫୁଲ୍ ଭଳି ୱେବସିରିଜରେ ମଧ୍ୟ ନଜର ଆସିଥିଲେ । ୨୦୦୫ ରେ ତୁର୍କୀରେ ସେ ୱାର୍ଲ୍ଡ ବେଷ୍ଟ ମଡେଲ ଟାଇଟଲ ମଧ୍ୟ ଜିତିଥିଲେ । ୨୦୧୪ ରେ ଫିଲ୍ମ ‘ହମ୍ପଟି ଶର୍ମା କି ଦୁଳ୍ହନିୟା’ ମାଧ୍ୟମରେ ବଲିଉଡରେ ମଧ୍ୟ ଡେବ୍ୟୁ କରିଥିଲେ ସିଦ୍ଧାର୍ଥ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।