ଗୋଟିଏ ହିଁ ଶବ୍ଦରେ କୁହନ୍ତୁ, ଲୁଣ ଠାରୁ ଅଧିକ ଖାର କଣ ? ମହୁ ଠାରୁ ଅଧିକ ମିଠା କଣ ? ଲିମ୍ବ ଠାରୁ ଅଧିକ ପିତା କଣ ? ଏହା ସହିତ 30 GK Question ଓ Answer

UPSC, IAS ଓ IPS ଇଣ୍ଟରଭ୍ୟୁ ଗୁଡିକରେ ବହୁତ କଷ୍ଟ କଷ୍ଟ ପ୍ରଶ୍ନ ସବୁ ପଚରା ଯାଏ । ବେଳେ ବେଳେ ପ୍ରଶ୍ନ ଗୁଡିକ ଅତି ସାଧାରଣ ଲାଗୁଥିଲେ ମଧ୍ୟ ସେଗୁଡିକର ଉତ୍ତର ଆମକୁ ଜଣା ନ ଥାଏ । ଯାହା ଫଳରେ ସେହି ସ୍ଥାନରେ ମୁଣ୍ଡ କାମ କରେ ନାହିଁ ।

ଆଜିକାଲି ଏମିତି ସାଧାରଣ ଇଣ୍ଟରଭ୍ୟୁ ମାନଙ୍କରେ ମଧ୍ୟ ଜଟିଳ ପ୍ରଶ୍ନ ସବୁ ପଚାରି ଦେଉଛନ୍ତି । ଯଦି ଆପଣ ମଧ୍ୟ କେଉଁ ପରୀକ୍ଷା ବା ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କେତୋଟି ସାଧାରଣ ପ୍ରଶ୍ନ ଓ ସେଗୁଡିକର ଉତ୍ତର । ତେବେ ଚାଲନ୍ତୁ ଦେଖିବା…

୧- କେଉଁ ଜିନିଷ ଥଣ୍ଡା ଦିନ ହେଉ ବା ଗରମ ଦିନ ସବୁବେଳେ ଗରମ ହିଁ ରୁହେ ?

ଉ: ଗରମ ମସଲା

୨- କେଉଁ ଜିନିଷ ଥଣ୍ଡା ଦିନେ ମଧ୍ୟ ତରଳି ଥାଏ ?

ଉ: ମହମବତୀ

୩- କେଉଁ ଦେଶରେ ଛୋଟ ଅପରାଧ ପାଇଁ ମଧ୍ୟ ଫାଶୀ ଦଣ୍ଡ ଦିଆଯାଏ ?

ଉ- ସାଉଦି ଆରବ

୪- କେଉଁ ଦେଶର ନୋଟରେ ଗଣେଶଙ୍କ ଫଟୋ ଅଛି ?

ଉ: ଇଣ୍ଡୋନେସିଆ

୫- ପିଣ୍ଡି ଗୁଡିକରେ ଧଳା ରଙ୍ଗ କାହିଁକି ଲଗା ଯାଇଥାଏ ?

ଉ: ସାର୍ବଜନୀକ ହୋଇଥିବା ହେତୁ

୬- ସାର୍ବଜନୀକ ଗଛ କାଟିବା ଦ୍ଵାରା କଣ ହୋଇଥାଏ ?

ଉ: ଜୋରିମାନା ଦେବାକୁ ପଡିଥାଏ

୭- ରକ୍ତ ଦାନ କାଲେ କଣ ଲାଭ ହୋଇଥାଏ ?

ଉ: ଶରୀରରେ ନୂଆ ରକ୍ତ ତିଆରି ହୋଇଥାଏ

୮- ମୋବାଇଲ ଡାଟା ସବୁବେଳେ ଚାଲୁ ରହିଲେ କଣ କ୍ଷତି ହୋଇଥାଏ ?

ଉ: ଫୋନ ହ୍ୟାଙ୍ଗ ହୋଇପାରେ

୯- ଉଡାଜାହାଜରେ କର୍ମଚାରୀ ହିସାବରେ କାହାକୁ ରଖାଯାଏ ?

ଉ: ଝିଅ ମାନଙ୍କୁ

୧୦- ଭଗବାନ ଶଙ୍କରଙ୍କ ପତ୍ନୀଙ୍କ ନାମ କଣ ଅଟେ ?

ଉ- ପାର୍ବତୀ

୧୧- ଛୋଟ ପିଲା ଶୋଇଥିବା ବେଳେ କାହିଁକି ହସନ୍ତି ?

ଉ: କାରଣ ସେମାନେ ଭଗବାନଙ୍କ ରୂପ ହୋଇଥାନ୍ତି

୧୨- ଚୋରି କଲେ କାହିଁକି ଦଣ୍ଡ ମିଳିଥାଏ ?

ଉ: ସେଥିପ୍ରତି ଅଧିକ ଦୁର୍ବଳତା ବଢି ପାରେ

୧୩- କେଉଁ ରାଜ୍ୟର ଲୋକେ ସବୁଠୁ ଅଧିକ ମଦ ପିଅନ୍ତି ?

ଉ: ବିହାର

୧୪- ଭାରତର ଲୋକେ ତାଜମହଲ ପାଖକୁ ବା ତା ତଳେ କାହିଁକି ଯାଆନ୍ତି ନାହିଁ ?

ଉ: କାରଣ ସେଠାକୁ ଯିବାକୁ ଅନୁମତି ନାହିଁ

୧୫- କେଉଁ ଜୀବ ପାଣି ପିଏ ନାହିଁ ?

ଉ- ବେଙ୍ଗ

୧୬- ଭାରତରେ କଣ ଏବେ ମଧ୍ୟ ହରିଣ ଦେଖିବାକୁ ମିଳେ ?

ଉ: ହାଁ

୧୭- ସର୍ବ ପ୍ରଥମେ କେଉଁ ଜୀବର ଉତ୍ପତ୍ତି ହୋଇଥିଲା ?

ଉ: ମନୁଷ୍ୟର

୧୮- ମୁସଲମାନ ଲୋକମାନେ ସବୁବେଳେ ଟୋପି କାହିଁକି ପିନ୍ଧନ୍ତି ?

ଉ: ପୁରୁଣା ପରମ୍ପରା ଯୋଗୁଁ

୧୯- ବିନ ବଜାଇଲେ ସାପ କାହିଁକି ନାଚିଥାଏ ?

ଉ: ବିନ ର ସ୍ଵର ସେମାନଙ୍କୁ ମଜବୁର କରି ଦିଏ

୨୦- ବିୟର ପିଇଲେ କଣ ସତରେ ଓଜନ ବଢେ ?

ଉ: ହାଁ

୨୧- କେଉଁ ଦେଶରେ ତାସ ର ଆବିଷ୍କାର ହୋଇଥିଲା ?

ଉ: ଚୀନ ଦେଶରେ

୨୨- କେଉଁ ଦେଶରେ ସୁନାର ଗାଡି ଚାଲେ ?

ଉ: ସାଉଡି ଆରବ ରେ

୨୩- କେଉଁ ଜୀବ ସବୁଠୁ ବଡ ଅଣ୍ଡା ଦେଇଥାଏ ?

ଉ: ଶୁତୁରମୁର୍ଗ

୨୪- କେଉଁ ଦେଶରେ ସବୁଠୁ ଅଧିକ ସିନେମା ହଲ ଅଛି ?

ଉ- ଚୀନରେ

୨୫- ଭାରତରେ ସର୍ବ ପ୍ରଥମେ ସ୍କୁଲ କେବେ ଆରମ୍ଭ ହୋଇଥିଲା ?

ଉ: ୧୮୪୮ ରେ

୨୬- କେଉଁ ଦେଶରେ ସବୁଠୁ ଅଧିକ ଲାଇବ୍ରେରୀ ଅଛି ?

ଉ: ଭାରତରେ

୨୭- ୫ ବର୍ଷର ପିଲାଙ୍କ ପାଟିରେ କେତୋଟି ଦାନ୍ତ ଥାଏ ?

ଉ: ୧୯ଟି

୨୮- କେଉଁ ପଶୁର ଭୋଜନ କରିବା ସମୟରେ ଲୁହ ଗଡିଥାଏ ?

ଉ: କୁମ୍ଭୀର

୨୯- କିସମିସ କୁ ଇଂରାଜୀରେ କଣ କୁହାଯାଏ ?

ଉ: ରାଇସିନ (Raisins)

୩୦- ଲୁଣ ଠାରୁ ଅଧିକ କ୍ଷାର ____ ?

ମହୁ ଠାରୁ ଅଧିକ ମିଠା ____ ?

ନୀମ ଠାରୁ ଅଧିକ ପିତା ____ ?

ଉ: କିଛି ନୁହେଁ ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।