ହେ ଭଗବାନ ! ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଆସିଲା ବହୁତ ବଡ ଦୁଃଖ ଖବର, ନିଜ ଘରୁ ମିଳିଲା ଏହି ଲୋକପ୍ରିୟ Actress ଙ୍କର ଝୁଲନ୍ତା ଶବ

ଫିଲ୍ମ କାଞ୍ଚନା-୩ ର ଅଭିନେତ୍ରୀ ତଥା ଋଷିଆନ ମଡେଲ ଏଲେକ୍ଜେନ୍ଦ୍ରା ଜାବି ଆଉ ଦୁନିଆରେ ନାହାନ୍ତି । ତାଙ୍କ ଶ-ବ ଗୋଆର ରୁମରୁ ମିଳିଛି । କୁହାଯାଉଛି କି ଏଲେକ୍ଜେନ୍ଦ୍ରା ଜାବି ଆ-ତ୍ମ-ହ-ତ୍ୟା କରିଛନ୍ତି । କିନ୍ତୁ ପୋଲିସ ଏବେ ମା-ମ-ଲା-ର ଯା-ଞ୍ଚ କରୁଛି ଓ ବର୍ତ୍ତମାନ ଶ-ବ-କୁ ପୋ-ଷ୍ଟ-ମ-ର୍ଟ-ମ ପାଇଁ ପଠାଯାଇଛି । ପୋ-ଷ୍ଟ-ମ-ର୍ଟ-ମ ରି-ପୋ-ର୍ଟ ଆସିବା ପରେ ହିଁ ତାଙ୍କ ମୃ-ତ୍ୟୁ-ର ସଠିକ କାରଣ ଜଣାପଡିବ । ଏଲେକ୍ଜେନ୍ଦ୍ରା ଗୋଆରେ ଏକ ଫ୍ଲାଟ ନେଇ ରହୁଥିଲେ । ସେଠାରେ ହିଁ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ଶ-ବ ମିଳିଛି ।

ଗୋଆରେ ସେ ନିଜ ତାଙ୍କ ବୟଫ୍ରେଣ୍ଡଙ୍କ ସହ ରୁହନ୍ତି । କିନ୍ତୁ ତାଙ୍କ ବୟଫ୍ରେଣ୍ଡ ଏହି ସମୟରେ ଗୋଆରେ ନଥିଲେ । ପୋଲିସ ସୂଚନା ଅନୁଯାୟୀ ଅଭିନେତ୍ରୀଙ୍କ ଶ-ବ କିଚେନରେ ଲ-ଟ-କି ଥିବା ଅବସ୍ଥାରେ ମିଳିଥିଲା । ସେହି ସମୟରେ ସେ ଏକ ଲାଲ ଶାଢୀ ପିନ୍ଧିଥିଲେ । ପୋଲିସକୁ ଶ-ବ ପକ୍ଷରୁ କୌଣସି ସୁ-ଇ-ସା-ଇ-ଡ ନୋ-ଟ ମିଳିନାହିଁ । ପୋ-ଷ୍ଟ-ମ-ର୍ଟ-ମ ରି-ପୋ-ର୍ଟ ଆସିବା ମଧ୍ୟ ବାକି ଅଛି । ତେବେ ଏହା ଏକ ଆ-ତ୍ମ-ହ-ତ୍ୟା ମା-ମ-ଲା ବୋଲି ଗୋଆ ସନ୍ଦେହ କରୁଛି ।

ଅଭିନେତ୍ରୀଙ୍କ ପୋ-ଷ୍ଟ-ମ-ର୍ଟ-ମ ପ୍ରକ୍ରିୟା ପୁରା କରିବା ପାଇଁ ଗୋଟିଏ ଔପଚାରିକ ପ୍ରତିନିଧିମଣ୍ଡଳ ନିଯୁକ୍ତ କରିବା ପାଇଁ ଗୋଆ ପୋଲିସ ରୁଷି ଦୂତାବାସକୁ ଖବର ଦେଇଛି । ରିପୋର୍ଟ ଅନୁଯାୟୀ ଏଲେକ୍ଜେନ୍ଦ୍ରା ଅନେକ ଦିନ ଧରି ମା-ନ-ସି-କ ଭାବେ ବ୍ୟତିବ୍ୟସ୍ତ ଥିଲେ ଓ ଅନେକ ପ୍ରକାରର ଔଷଧ ସେବନ କରୁଥିଲେ । ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ବ୍ରେକଅଫ ଯୋଗୁଁ ବହୁତ ଉଦାସ ରହୁଥିଲେ । ମୃ-ତ୍ୟୁ ସମୟରେ ଅଭିନେତ୍ରୀ ଘରେ ଏକାକୀ ଥିଲେ ଓ ଘରର କବାଟ ଭିତରୁ ବନ୍ଦ ଥିଲା ।

ଗୋଆ ପୋଲିସ ମୁତାବକ ଅଭିନେତ୍ରୀ ୧୯ ଅଗଷ୍ଟରେ ନିଜ ଫ୍ଲାଟରେ ପ-ଙ୍ଖା-ରେ ଝୁ-ଲୁ-ଥି-ବା ଅବସ୍ଥାରେ ମିଳିଥିଲେ । ମଡେଲ ତଥା ଅଭିନେତ୍ରୀ ଏଲେକ୍ଜେନ୍ଦ୍ରା ଜାବିଙ୍କ ବୟସ ମାତ୍ର ୨୪ ବର୍ଷ ଥିଲା । ଏହା କୌଣସି ଫାଉଲ ପ୍ଲେ ନୁହେଁ ବୋଲି ଗୋଆ ପୋଲିସ କହିଛି । ତେବେ କୌଣସି ନିଷ୍କର୍ଷରେ ପହଞ୍ଚିବା ପାଇଁ ଗୋଆ ପୋଲିସ ପୋ-ଷ୍ଟ-ମ-ର୍ଟ-ମ ରି-ପୋ-ର୍ଟ-ର ପ୍ରତୀକ୍ଷା କରିଛି । କିନ୍ତୁ ଏହା ପୂର୍ବରୁ ପୋଲିସ ଏହି ମା-ମ-ଲା-ର ଯା-ଞ୍ଚ କରିବା ଆରମ୍ଭ କରି ଦେଇଛି ଓ ରୁଷି ଅଭିନେତ୍ରୀଙ୍କ ବୟଫ୍ରେଣ୍ଡଙ୍କ ବ-ୟା-ନ ମଧ୍ୟ ଦର୍ଜ କରି ସାରିଛି ।

୨୦୧୯ ରେ ଏଲେକ୍ଜେନ୍ଦ୍ରା ଜାବି ଚେନ୍ନାଇର ଜଣେ ଫଟୋଗ୍ରାଫରଙ୍କ ବିରୋଧରେ ଯୌ-ନ-ଶୋ-ଷ-ଣ-ର ଅ-ଭି-ଯୋ-ଗ ଦ-ର୍ଜ ଲଗାଇଥିଲେ । କାଞ୍ଚନା-୩ ରାଘବ ଲରେନ୍ସ ନିର୍ଦ୍ଦେଶନା କରିଥିଲେ । ଫିଲ୍ମରେ ଏଲେକ୍ଜେନ୍ଦ୍ରାଙ୍କ ବ୍ଯତୀତ ବେଦିକା ଏବଂ ନିକି ତମ୍ବୋଲି ମଧ୍ୟ କାମ କରିଥିଲେ । ଫିଲ୍ମଟି ଖୁବ ହିଟ ମଧ୍ୟ ହୋଇଥିଲା । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ।