ରିଅଲ ଲାଇଫ ରେ କେମିତି ଦେଖା ଯାଆନ୍ତି ଓଡିଆ ସିରିଏଲ “ଦିବ୍ୟ ଦ୍ରୁଷ୍ଟି” ର ଏହି ଷ୍ଟାର ମାନେ, ବହୁତ ଷ୍ଟାଇଲିସ ଓ ସୁନ୍ଦର ଲାଗନ୍ତି 1 ନମ୍ବର ଅଭିନେତ୍ରୀ

ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ବହୁତ ଆଗରେ ଅଛନ୍ତି । ଆଜିକା ଡେଟରେ ଏହି କଳାକାର ମାନେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନକ ହୃଦୟରେ ନିଜ ପାଇଁ ଅଲଗା  କରିବାରେ ସଫଳ ହୋଇଛନ୍ତି ।

କିଛି କଳାକାର ମାନେ ନିଜର ରିୟଲ ଲାଇଫରେ ବହୁତ ସୁନ୍ଦର ଓ ଷ୍ଟାଇଲିସ ଲାଗନ୍ତି । ଟିଭି ଦୁନିଆ ଅପେକ୍ଷା ରିୟଲ ଲାଇଫରେ କଳାକାର ମାନେ ଦେଖିବାକୁ ବହୁତ ଚାର୍ମିଙ୍ଗ ଓ ହ୍ୟାଣ୍ଡସମ ଅଟନ୍ତି । ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଏଲ “ଦିବ୍ୟଦ୍ରୁଷ୍ଟି” କଳାକାର ମାନେ ରିୟଲ ଲାଇଫରେ ଦେଖିବାକୁ କେମିତି ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- “ଅନନ୍ୟା ପଣ୍ଡା ବା ଜ୍ୟାସମୀନ” : ସାର୍ଥକ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ଦିବ୍ୟଦ୍ରୁଷ୍ଟି”ରେ ଅଭିନେତ୍ରୀ ଅନନ୍ୟା ପଣ୍ଡା ଜ୍ୟାସମୀନ ଭୂମିକାରେ ନଜର ଆସୁଛନ୍ତି । ଟିଭି ଅପେକ୍ଷା ରିୟଲ ଲାଇଫରେ ଦେଖିବାକୁ ସେ ବହୁତ ସୁନ୍ଦର ଲାଗନ୍ତି ।

୨- “ଅନନ୍ୟା ଦାସ ବା ଦ୍ରୁଷ୍ଟି” : ଏହି ସିରିଏଲରେ ଅଭିନେତ୍ରୀ ଅନନ୍ୟା ଦାସ ମୁଖ୍ୟ ଭୂମିକାରେ ଦ୍ରୁଷ୍ଟି ଚରିତ୍ରରେ ନଜର ଆସୁଛନ୍ତି । ଏହି ସିରିଏଲରେ ଅନନ୍ୟା ବହୁତ ସାଧାସିଧା ରୋଲ କରୁଥିବା ବେଳେ ରିୟଲ ଲାଇଫରେ ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି ।

୩- “ପ୍ରିୟଙ୍କା ମହାପାତ୍ର ବା ସଞ୍ଜୁକ୍ତା” : ଏହି ସିରିଏଲରେ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ସଞ୍ଜୁକ୍ତା ଭୂମିକାରେ ଅଭିନୟ କରି ଖୁବ ଲୋକପ୍ରିୟତା ହସାଳ କରିଛନ୍ତି । ପ୍ରିୟଙ୍କା ଟିଭିରେ ଦେଖିବାକୁ ଅଲଗା ପ୍ରକାର ହୋଇଥିଲେ ମଧ୍ୟ ରିୟଲ ଲାଇଫରେ ସେ ବହୁତ ସରଳ ସ୍ବଭାବର ଅଟନ୍ତି ।

୪- “ପ୍ରତିଭା ପଣ୍ଡା ବା କଳ୍ପନା” : ଏହି ସିରିଏଲରେ ଅଭିନେତ୍ରୀ ପ୍ରତିଭା ପଣ୍ଡା କଳ୍ପନା ଭୂମିକାରେ ଖୁବ ସୁନ୍ଦର ଅଭିନୟ କରିବାର ନଜର ଆସୁଛନ୍ତି । ଟିଭିରେ ସେ ଦେଖିବାକୁ ସରଳ ହୋଇଥିଲେ ମଧ୍ୟ ରିୟଲ ଲାଇଫରେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୫- “ରିଷିକ ମିଶ୍ର ବା ଦିବ୍ୟ” : ଏହି ସିରିଏଲରେ ଅଭିନେତା ରିଷିକ ମିଶ୍ର ଦିବ୍ୟ ଭୂମିକାରେ ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି । ସେ ଟିଭିରେ ଦେଖିବାକୁ ଯେତିକି ହ୍ୟାଣ୍ଡସମ ରିୟଲ ଲାଇଫରେ ମଧ୍ୟ ଦେଖିବାକୁ ବହୁତ ଚାର୍ମିଙ୍ଗ ଅଟନ୍ତି ।

୬- “ଦେବୁ ପଟ୍ଟନାୟକ ବା ତାପସ” : ଏହି ସିରିଏଲରେ ଅଭିନେତା ଦେବୁ ପଟ୍ଟନାୟକ ତାପସ ଚରିତ୍ରରେ ଅଭିନୟ ଜାରି ରଖିଛନ୍ତି । ଟିଭି ଜଗତରେ ସେ ଯେତିକି ସୁନ୍ଦର ଅଭିନୟ କରନ୍ତି ରିୟଲ ଲାଇଫରେ ଦେଖିବାକୁ ବହୁତ ହ୍ୟାଣ୍ଡସମ ଆତନ୍ତି ।

୭- “ରୋଶନ ରାଉତ ବା ପିକୁ” : ଏହି ସିରିଏଲରେ ଅଭିନେତା ରୋଶନ ରାଉତ ପିକୁ ଭୂମିକାରେ ଅଭିନୟ କରିବାର ନଜର ଆସୁଛନ୍ତି । ସେ ଟିଭିରେ ଦେଖିବାକୁ ବହୁତ ଷ୍ଟାଇଲିସ ହେବା ସହ ରିୟଲ ଲାଇଫରେ ମଧ୍ୟ ନିଜର ପର୍ସାନିଲିଟିକୁ ବେଶ ମେଣ୍ଟେନ କରିଥାନ୍ତି । ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।