କାଲି ପର୍ଯ୍ୟନ୍ତ ଥିଲେ ସ୍ଵାମୀ-ସ୍ତ୍ରୀ, ଏବେ ହେଇ ଯାଇଛନ୍ତି ମା-ପୁଅ, ଶଶୁର କୁ ହୃଦୟ ଦେଇ ବସିଲା ନୂଆ ବୋହୁ, ଆଉ ତା’ପରେ…

ଅନେକ ସମୟରେ ଏମିତି କିଛି ଖବର ଶୁଣିବାକୁ ଓ ଦେଖିବାକୁ ମିଳିଥାଏ ଯାହା ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ । ଆଜିକା ଡେଟରେ ସମ୍ପର୍କର କିଛି ବି ମୂଲ୍ୟ ନାହି । ଲୋକ ମାନଙ୍କର ପ୍ରକୃତି ବଦଳିବା ସହ ସମ୍ପର୍କ ମଧ୍ୟ ଖରାପ ହେବାରେ ଲାଗିଛି ।

ବାହାର ଅପେକ୍ଷା ଘରେ ଲୋକ ମାନେ ସମ୍ପର୍କର ମଜାକ ଉଡାଉଛନ୍ତି । ଏପରି ଏକ ମା-ମ-ଲା ଉତ୍ତର ପ୍ରଦେଶରେ ଘ-ଟି-ଛି ଯେଉଁଠାରେ ଶଶୁର ବୋହୁ ବିବାହ କରିଛନ୍ତି ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଉତ୍ତର ପ୍ରଦେଶରେ ଶଶୁର ବୋହୁ ସହ ପ୍ରେମ କରିବା ପରେ ବିବାହ କରିଛନ୍ତି । ଏପରି କରିବା ସମୟରେ ଶଶୁର ନାଁ ନିଜ ସ୍ତ୍ରୀ କଥା ଭବିଲା ନାଁ ବୋହୁ ନିଜ ସ୍ଵାମୀ କଥା ଭବିଲା ।

କାଲିକା ଡେଟରେ ସ୍ଵାମୀ ସ୍ତ୍ରୀ ଯେଉଁ ମାନେ ଥିଲେ ଆଜି ସେ ମା ଓ ପୁଅ ହୋଇ ସାରିଛନ୍ତି । କାଲିକା ଯାଏଁ ଶଶୁର ଓ ବୋହୁର ସମ୍ପର୍କ ରଖିଥିବା ମହିଳା ଓ ପୁରୁଷ ଆଜି ସ୍ଵାମୀ ସ୍ତ୍ରୀ ହୋଇ ଯାଇଛନ୍ତି । ଗୋଟେ ପିତା ତା ନିଜ ପୁଅକୁ ଧୋ-କା ଦେଇ ତାରି ସ୍ତ୍ରୀ ସହ ବିବାହ କରିଛି । ଗୋଟେ ସ୍ତ୍ରୀ ମଧ୍ୟ ନିଜ ସ୍ଵାମୀକୁ ଧୋ-କା ଦେଇଛି ।

ଏହି ଘ-ଟ-ଣା-ରେ ଯୁବକକୁ ଦୁଇ ପକ୍ଷରୁ ଧୋ-କା ମିଳିଛି । ଏହି ଘ-ଟ-ଣା ଉତ୍ତର ପ୍ରଦେଶର ବନ୍ଦାୟୁ ଜିଲ୍ଲାର ଦବାତୋରୀ ଚୋକି କ୍ଷେତ୍ରର ଅଟେ । ଜଣେ ଯୁବକ ବୈଶାଳୀ ନାମକ ପୋ-ଲି-ସ ଅଫିସରଙ୍କୁ ମା-ମ-ଲା ରୁ-ଜୁ କରି କହିଛନ୍ତି ଯେ ୨୦୧୬ରେ ବଜରଙ୍ଗଜ କ୍ଷେତ୍ରର ଜଣେ ଯୁବତୀ ଙ୍କ ସହ ବିବାହ ହୋଇଥିଲା । କିଛି ବର୍ଷ ରହିବା ପରେ ଯୁବତୀ ଜଣକ ତାଙ୍କ ବାପାଙ୍କ ସହ କୁଆଡେ ପଳାଇଛନ୍ତି । ଯୁବକ ଜଣକ ଜାଣି ନାହାନ୍ତି ଯେ ତାଙ୍କ ସ୍ତ୍ରୀ ଓ ବାପା କୁଆଡେ ପଳାଇଛନ୍ତି ।

ଯୁବକ ଜଣକ ଦୁଇ ଜଣଙ୍କୁ ଖୋଜିବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ପାଇ ନ ଥିଲେ । ତେଣୁ ସେ ପୋ-ଲି-ସ-ରେ ଅ-ଭି-ଯୋ-ଗ କରିଛନ୍ତି । ବହୁତ ବର୍ଷ ପରେ ଯୁବକ ତାଙ୍କ ସ୍ତ୍ରୀ ଓ ବାପାଙ୍କ ବିଷୟରେ ଜାଣିବାକୁ ପାଇଛନ୍ତି ଯେ ଦୁହେଁ ଚନ୍ଦୋଶିରେ ରହୁଛନ୍ତି । ଯେତେବେଳେ ଯୁବକ ଜଣକ ନିଜ ପିତା ଓ ସ୍ତ୍ରୀ ବିଷୟରେ ଜାଣିବାକୁ ପାଇଲେ ସେହି ସମୟରେ ସେ ପୋ-ଲି-ସ ସହ ସେମାନଙ୍କ ନିକଟକୁ ଯାଇଥିଲେ । ପୋ-ଲି-ସ ସେମାନଙ୍କୁ ଆ-ରେ-ଷ୍ଟ କରିଥିଲେ ମଧ୍ୟ ପରେ ସେମାନଙ୍କୁ ଛାଡି ଦେଇଥିଲା ।

କାରଣ ଯୁବକର ସ୍ତ୍ରୀ ଓ ବାପା କୋ-ର୍ଟ-ରେ ବିବାହ କରିଛନ୍ତି ବୋଲି କାଗଜପତ୍ର ଦେଖିଇ ଥିଲେ । ଯୁବତୀ ଜଣକ ନିଜ ମତରେ କହିଛନ୍ତି ଯେ ସେ ତାଙ୍କ ପୂର୍ବ ସ୍ଵାମୀ ପାଖରେ ଖୁସିରେ ନ ଥିଲେ । ସେ ତାଙ୍କ ଶଶୁର ସହ ନିଜ ସହମତିରେ ପଳାଇ ବିବାହ କରିଛନ୍ତି । ଯୁବତୀ କହିଛନ୍ତି ଯେ ତାଙ୍କ ଶଶୁର ନିଜ ସହମତିରେ ତାଙ୍କ ସହ କୋ-ର୍ଟ ମ୍ୟାରେଜ କରିଛନ୍ତି । ଦୁହିଙ୍କର ବର୍ତ୍ତମାନ ଗୋଟେ ଦୁଇ ବର୍ଷର ପୁଅ ଅଛି । ଅ-ପ-ମା-ନି-ତ ହେବାରୁ ବଞ୍ଚିବା ପାଇଁ ଦୁହେଁ ଶଶୁର ଓ ବୋହୁ ଚନ୍ଦୋଶିରେ ରହୁଛନ୍ତି ବୋଲି ମହିଳା ନିଜ ମତରେ କହିଛନ୍ତି ।

 

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ