ଆଜିର ରାଶିଫଳ, 16 ଜୁଲାଇ 2021, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଜୁଲାଇ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆଜି ଦିନ ଆପଣଙ୍କ ପାଇଁ ଖୁବ ଭଲ ଅଛି । ଆଜି ଆପଣ କିଛି ନୂଆ ଲୋକଙ୍କ ସହ ଦେଖା କରି ପାରିବେ । ଆଜି ଆପଣ କିଛି ଭଲ ସାମାଜିକ କାମରେ ନିଜ କୁ ବ୍ୟସ୍ତ ରଖିବେ । ଆପଣ କିଛି ନୂଆ ଜିନିଷ ଶିଖିବେ । ଆପଣ କିଛି କାମରେ ନିଜ କାମରେ ବାହାରକୁ ଯାଇ ପାରିବେ । ମାତ୍ର ଏହି ସମୟରେ ଆପଣ ବାହାରକୁ ନ ଯାଇ ଆପଣ ଘରେ ମଧ୍ୟ ଏହି କାମ କରି ପାରିବେ । ଆପଣ କିଛି ନୂଆ ଜିନିଷ କିଣି ପାରିବେ । ଆପଣ ନିଜ ପରିବାର ସହ ଖୁବ ଭଲ ସମୟ ବିତାଇବେ ।

ବୃଷ ରାଶି –

ଆଜି ଆପଣଙ୍କ ଦିନ ଖୁବ ଭଲ ଜୀବ। ଆପଣ କିଛି ଭଲ ସମୟ ଅତିବାହିତ କରିବେ ନିଜ ପଡିଶି କିମ୍ବା ସାହି ଲୋକଙ୍କ ଶହ। ଆପଣ ଆଜି ନିଜ କାମରେ ଖୁବ ଭଲ ଜାଗାରେ ରହିବେ । ଆପଣଙ୍କ ଉତ୍ତରାଧିକାରୀ ହେବାକୁ ଯାଉଥିବା ହେତୁ ଆଜି ଆପଣଙ୍କ ପିଲା ମାନଙ୍କ ଉପରେ କିଛି ଲୋକଙ୍କ କୁ ଦ୍ରୁଷ୍ଟି ରହି ପାରେ । ଏହା ଆପଣ ଆଜି ହନୁମାନ ଜି ଙ୍କୁ କିଛି ଲଡୁ ଓ ପେଡା ଚଢାନ୍ତୁ । ଦେଖିବେ ଆପଣଙ୍କ ଶତ୍ରୁ ନିଶ୍ଚିତ ଭାବେ ପରାସ୍ତ ହେବେ । ଆପଣ ଆଜି ନିଜକୁ ଖୁବ ଶାନ୍ତ ଅନୁଭବ କରିବେ ।

ମିଥୁନ ରାଶି –

ଏହି ରାଶୀମାନଙ୍କର ପାଇଁ ଆଜି ର ଦିନ ଖୁବ ଭଲ ରହିବ । ଆଜି ଆପଣ ମା ଲକ୍ଷ୍ମୀ ଙ୍କ ଦୟା ପାଇବା ପାଇଁ ଯାଉଛନ୍ତି । ଆପଣ ଆଜି କିଛି ଧାର୍ମିକ କାମରେ ନିଜକୁ ନିଯୁକ୍ତି କରିବେ । ଆପଣ କିଛି କାମ ପାଇ ନିଜ ପରିବାର ଲୋକମାନଙ୍କ ଠାରୁ ଦୂରେଇ ରାହିବେ । ଆପଣ କିଛି କାମରେ ଆଜି ନିଜ ସନ୍ତାନ ମାନଙ୍କୁ ମଧ୍ୟ ସାମିଲ କରିବେ । ଏହାର ଅର୍ଥ ହେଉଛି ଆପଣଙ୍କ ଦିନ ଆଜି ପୁରା ବ୍ୟସ୍ତ ଭରା ଜୀବ । କେହି ପୁରୁଣା ବନ୍ଧୁ ଙ୍କ ସହ ଆପଣଙ୍କ ଦେଖା ହେଇ ପାରେ । ତାଙ୍କ ସାହାଯ୍ୟରେ ଆପଣ କିଛି ମାଙ୍ଗଳିକ କାମ କରିବେ।

କର୍କଟ ରାଶି –

ଏହି ରାଶି ମାନଙ୍କ ପାଇଁ ଦିନଟି ଖୁବ ଭଲ ଅଛି । ଆପଣ ଏହି ସମୟ ମଧ୍ୟରେ କିଛି ଭଲ ଚିନ୍ତା କରିବା ଆପଣଙ୍କ ପାଇଁ ଭଲ ଅଟେ । ଆପଣ ଆଜି ନିଜ ସାଙ୍ଗ ମାନଙ୍କ ସହ କିଛି ଭଲ ମୂହୁର୍ତ୍ତ ବିତାଇବେ । ଆପଣ ଯଦି ପ୍ରେମ ସମ୍ପର୍କ ରେ ଅଛନ୍ତି ତେବେ ଆଜି ଆପଣ କିଛି ଭଲ ମୁହୂର୍ତ ବିତାଇବେ । ଆପଣଙ୍କୁ ଆଜି ଧନ ଲାଭ ହୋଇ ପାରେ ।

ସିଂହ ରାଶି –

ଏହି ରାଶିର ଲୋକମାନେ ସବୁ ବେଳେ ନିଜକୁ ଅନ୍ୟ ମାନଙ୍କ ପାଖରୁ ନିଜକୁ ଦୂରେଇ ରଖିବେ । ନିଜକୁ ଆପଣ ଆଯୀ ଖୁବ ଏକା ଅନୁଭବ କରି ପାରନ୍ତି । ମାତ୍ର ଆପଣଙ୍କ ପାଇଁ ଏହି ସମୟ ଖୁବ ଭଲ ଅଟେ । ଆପଣ ଯଦି କିଛି କାମ ରେ କିମ୍ବା ଚିନ୍ତାରେ ଅଛନ୍ତି ତେବେ ଆପଣ ଏହା ଭାବି ନିଜକୁ କଷ୍ଟ ଦେବା ଉଚ୍ଚିତ ନୁହେଁ । ଆପଣ ଏହି କଥାକୁ ନିଜ ଘର ଲୋକ କିମ୍ବା କିଛି ବନ୍ଧୁ ଯେଉଁ ମାନେ ଆପଣଙ୍କୁ ବୁଝି ପାରିବେ ତାଙ୍କ ସହ ଆପଣ ଏହାକୁ ସେୟାର କରନ୍ତୁ ।

କନ୍ୟା ରାଶି –

ଏହି ରାଶି ମାନଙ୍କର ପାଇ ଆଜିର ଦିନ ମଧ୍ୟମ ଧରଣର ରହିବ । ଆପଣ ଆଜି ଖୁବ ମାଯା ମସ୍ତିରେ ନିଜ ଦିନ କୁ କାଟିବେ । ଆଜି ଆପଣ ମନ ଖୁବ ଭଲ ରହିବ । ଆପଣ ଆଜି କିଛି ଭଲ ଡିଶ ବନେଇବେ ନିଜ ଘର ଲୋକଙ୍କ ପାଇଁ । ଆପଣ କିଛି କଥା ଯଦି ନିଜ ଘର ଲୋକମାନଙ୍କୁ କହିବା ପାଇଁ ଚାହୁଁ ଛନ୍ତି ତେବେ ଆଜି ଆପଣ ଏହାକୁ କହି ପାରିବେ ଏହା ଆପଣଙ୍କ ପାଇଁ ଖୁବ ଭଲ ସମୟ ରହିବ । ଆପଣ କିଛି ଗରିବ ଲୋକମାନଙ୍କ ସେବା ଆଜି କରିବେ । ଆପଣ କିଛି ଧାର୍ମିକ କାମରେ ନିଜକୁ ନିଯୁକ୍ତି କରେଇବେ ।

ତୁଳା ରାଶି –

ଏହି ରାଶିର ଲୋକମାନେ ଆଜି କିଛି ନିଜ ପାଇଁ କରିବେ । ଆପଣ ଆଜି ବାହାରକୁ ଯିବା ପାଇଁ ଚେଷ୍ଟା କରନ୍ତୁ ନି । ଆପଣ ଆଜି କିଛି ଶୁଭ ଖବର ପାଇବା ପାଇଁ ଯାଉଛନ୍ତି । ଅବିବାହିତ ଥିବା ଲୋକମାନଙ୍କ ପାଇଁ କିଛି ନୂଆ ପ୍ରସ୍ତାବ ଆସିପାରେ । କିଛି ନୂଆ କାମ ମଧ୍ୟ ଆରମ୍ଭ କରି ପାରନ୍ତି ଆପଣ । ଆପଣ ଆଜି ନୂଆ ବନ୍ଧୁ ମାନଙ୍କ ସହ ଦେଖା ହେବେ । ମାତ୍ର ଏହା ଖୁବ ଭଲ ହେବ ଯଦି ଆପଣ ଦେଖି ଚାହିଁ ନିଜର ବନ୍ଧୁ ଙ୍କର ଚୟନ କରିବେ । ଆପଣ ଆଜି ଭଗବାନ ଶନି ଦେବଙ୍କୁ କିଛି ତେଲ ଅର୍ପଣ କରନ୍ତୁ । ଦେଖିବେ ଆପଣଙ୍କୁ ଖୁବ ଭଲ ଫଳ ମିଳିବ ।

ବିଛା ରାଶି –

ଆପଣଙ୍କ ପାଇଁ ଆଜି ଦୀନ କିଛି ଭଲ କିଛି ଖରାପ ଅଛି । ଆପଣ ଦେଖି ଚାହିଁ କାମ କରନ୍ତୁ । ଏହି ରାଶିର ଲୋକମାନେ ନିଜ କାମ ରେ ବ୍ୟସ୍ତ ରହିବା ଦ୍ଵାରା ଆପଣ ପରିବାର ପାଇଁ ସମୟ ଦେଇ ପାରିବେନି ତେଣୁ କରି କିଛି ଅଭାବନୀୟ ଘଟଣା ଘଟି ପାରେ । ଆପଣ ନିଜ କୁ କିଛି ସମୟ ଦେବା ଆବଶ୍ୟକ କାରଣ ବ୍ୟସ୍ତ ଭିତରେ ମଧ୍ୟ ମାନଶୀକ ଶାନ୍ତି ନିହାତି ଆବଶ୍ୟକ ଅଟେ । ଆଜି ଆପଣ ସୂର୍ଯ୍ୟ ନାରାୟଣ ଙ୍କ ପାଖରେ କିଛି ଜଳ ଅର୍ପଣ କରି ସର୍ବ ଦୁଃଖ ବିନାଶ ପାଇଁ ପ୍ରାର୍ଥନା କରନ୍ତୁ ।

ଧନୁ ରାଶି –

ଆପଣଙ୍କ ପାଇଁ ଆଜି ଜୀବ ଶୁଭ ଅଟେ । ଅନେକ ଦିନରୁ ଅଟକି ଥିବା କାମ ଆଜି ନିଶ୍ଚିତ ଭାବେ ହୋଇ ଜୀବ । ଆପଣ କିଛି ଦାଇତ୍ଵ ନେଇ ପାରନ୍ତି । କିଛି ଲୋକମାଙ୍କ ପାଇଁ ଆପଣ ଭଲ କରନ୍ତୁ । ଯେଉଁ ମାନେ ରିୟାଳି ଷ୍ଟେଟ ରେ କାମ କରୁଛନ୍ତି ସେମାନେ ଏବେ ଖୁବ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଆପଣ ଯଦି କିଛି ପଇସା କାହାକୁ ଦେଇଛନ୍ତି ତେବେ ଆପଣ ତାହା ଫେରି ପାଇବେ । ଆପଣ ନିବେଶ କରିବାରେ ଖୁବ ସଫଳତା ପାଇବେ । ଆପଣ ଶ୍ରୀ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ ଦେଖିବେ ଆପଣ ଖୁବ ଭଲ ପରିଣାମ ପାଇବେ ।

ମକର ରାଶି –

ଆଜି ଆପଣ ନିଜ ପ୍ରତେକ ଦିନର କାମକୁ ବଦଳାଇ ପାରନ୍ତି । ଆପଣ କିଛି ବଦଳିବା ଭଳି ଅନୁଭବ କରିବେ । ନିଜକୁ ସମୟ ସହ ବଦଳାଇବା ଖୁବ ଭଲ ଅଟେ । ଆପଣ କିଛି କାହାଣୀ କିମ୍ବା ଗପ ଭଳି ରଚନାତ୍ମକ କାମ କରି ପାରନ୍ତି । ଆପଣ ଯଦି କିଛି ପଇସା ନିବେଶ କରିଥିବେ ତାହା ଆପଣଙ୍କୁ ଆଜି ମିଳିବାକୁ ଯାଉଛି । ଆପଣ ଏହି ସମୟ ମଧ୍ୟରେ ଅଧିକ ଖର୍ଚ୍ଚାନ୍ତ ହେବେ । ଆପଣ ଏହି ସମୟ ଆପଣ ମାଙ୍ଗଳିକ କାମରେ ନିଜ ସମୟ ବିତାଇ ପାରିବେ ।

କୁମ୍ଭ ରାଶି –

ଆଜି ଆପଣ ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣ ଙ୍କ ବିସ୍ଵାଶ ଉପରେ ଆପଣଙ୍କ ସମ୍ପର୍କ ନିର୍ଭର କରେ । ଆପଣ ଏହି ସମୟ ମଧ୍ୟରେ କିଛି ନୂଆ ବସ୍ତୁ କିଣି ପାରନ୍ତି । ଯାହା କୁ କିଣିବା ପାଇଁ ଆପଣଙ୍କ ଇଚ୍ଛା ପିଲା ଦିନରୁ ଥିବ । ଆପଣ ଏହି ସମୟ ଭିତରେ କିଛି ଲୋକଙ୍କ ସହ ନିଜ ବ୍ୟାପାର କୁ ଆଗକୁ ନେବା ପାଇଁ ଚେଷ୍ଟା କରିବେ ।

ମୀନ ରାଶି –

ଏହି ରାଶି ପାଇଁ ଆଜି ଦିନ ଭଲ ଅଟେ । ଆଜି ଆପଣ ଟିକେ ନିଜକୁ ଭଲ ଅନୁଭବ କରାଇବା ପାଇଁ ଚେଷ୍ଟା କରନ୍ତୁ । କାରଣ ଆପଣ ପିଲା ଦିନ ରେ କରୁଥିବା କିମ୍ବା ଖେଳୁଥିବା କିଛି ଖଳ ଆଜି ଆପଣଙ୍କୁ ମନ ପଡିବ । ସମୟ ତ ବଦଳିବା ନିୟମରେ ଅଛି ମାତ୍ର ସମୟ ସହ ମଣିଷ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।