ଦେଖନ୍ତୁ Video: ଭିଡିଓ କଲ କରି ଯୁବତୀ ଦେଖେଇଲେ ନିଜ ଉ-ଲ-ଗ୍ନ ଶରୀର ଓ କହିଲେ କିଛି ଏମିତି…ଶୁଣନ୍ତୁ ବ୍ୟକ୍ତି ଜଣକ କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବର୍ତ୍ତମାନ ଆମ ଦେଶରେ ସା-ଇ-ବ-ର ଠ-କ-ଙ୍କ-ର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଆଗରୁ ଏହି ସା-ଇ-ବ-ର ଠ-କ ମାନେ ଗୁଗୁଲ ପେ ଓ ଫୋନ ପେକୁ ମାଧ୍ୟମ କରୁଥିଲେ କିନ୍ତୁ ଏବେ ଏମାନେ ଫେସବୁକକୁ ମାଧ୍ୟମ କରୁଛନ୍ତି ।

ଆଜିର ଆମ ଏହି ଲେଖାରେ ଡୂମୁଡୂମା ଅଞ୍ଚଳର ମାନସ ସାହୁ ଏହାର ଶି-କା-ର ହୋଇ ଅଳ୍ପକେ ବଞ୍ଚିଛନ୍ତି । ତେବେ ଆସନ୍ତୁ ଜାଣିବା ପୁରା ଘ-ଟ-ଣା କଣ ରହିଛି । ମାନସ ସାହୁ ଯିଏ ଫେସବୁକ ଓ ୟୁଟୁବରେ ବ୍ଲଗିଙ୍ଗ କରନ୍ତି । କିନ୍ତୁ ଗତ କାଲି ତାଙ୍କ ପାଖକୁ ରିନା ଜେନ ନାମକ ଝିଅ ଫେସବୁକରେ ଫ୍ରେଣ୍ଡ ରିକ୍ଵେଷ୍ଟ ପଠାଇଥିଲେ । ଏହା ପରେ ମାନସ ତାଙ୍କର ୩ଜଣ ମିଚ୍ଯୁଆଲ ଫ୍ରେଣ୍ଡ ଥିବାର ଦେଖିବା ପରେ ତାଙ୍କ ଫ୍ରେନ୍ସ ରିକ୍ଵେଷ୍ଟକୁ ଗ୍ରହଣ କରିଥିଲେ ।

ଏହା ପରେ ରିନା ଜେନ ସନ୍ଧ୍ୟାରେ ମାନସଙ୍କ ପାଖକୁ ହାଏ ଲେଖି ମେସେଜ କରିଥିଲେ । ମାନସ କିଛି ସମୟ ପରେ ତାଙ୍କର ମେସେଜ ଦେଖିବା ପରେ ତାଙ୍କ ପାଖକୁ ହାଏ ଲେଖି ଉତ୍ତର ଦେଇଥିଲେ । ଏହା ପରେ ମାନସ ଭୁବନେଶ୍ବରେ ରହୁଛନ୍ତି ବୋଲି ରିନା ଜେନଙ୍କୁ ମେସେଜ କରିଥିଲେ । ରିନା ମେସେଜ କରିଥିଲେ ଯେ ଆପଣଙ୍କୁ ସେ-କ୍ସ ଭି-ଡି-ଓ ପସନ୍ଦ ଏହିଭଳି କିଛି ଶବ୍ଦର ପ୍ରୟୋଗ କରିଥିଲେ ।

ଏହା ପରେ ମାନସ ଜାଣି ପାରିଥିଲେ ଯେ ଝିଅଟିର ଖ-ରା-ପ ଉଦେଶ୍ୟ ରହିଛି । ଏହା ପରେ ମାନସ କିଛି ବି ଉତ୍ତର ଦେଇ ନ ଥିଲେ । ତୁରନ୍ତ ମାନସ ରିନା ଜେନଙ୍କର ଆଇଡି ଚେକ କରିବା ପରେ ଜାଣିବାକୁ ପାଇଥିଲେ ଯେ ଏହା ଫେ-କ ଆଇଡି । କାରଣ ରିନା ଜେନର ଆଇଡିରେ ମାତ୍ର ୩ଟି ଫୋଟୋ ଅପ୍ଲୋଡ ହୋଇ ରହିଛି ।

ଏହା ପରେ ରିନା ଜେନ ଙ୍କପାଖକୁ କିଛି ସମୟ ପରେ ଭିଡିଓ କଲ କରିଲେ । ମାନସ କଲ ଉଠାଇବା ପରେ ଯାହା ଦେଖିଲେ ତାହା ଅତି ଲ-ଜ୍ୟା-ଜ-ନ-କ ଘ-ଟ-ଣା ଅଟେ । ସେହି ଭିଡିଓ କଲରେ ରିନା ଜେନ ପୁରା ଉ-ଲ-ଗ୍ନ ଅବସ୍ଥାରେ କିଛି ସମୟ ପାଇଁ ରହି ଫୋନ କା-ଟି ଦେଇଥିଲେ । ଫୋନ କାଟିବା ପରେ ରିନା ଜେନ ମାନସଙ୍କୁ ମେସେଜ କରିଲେ ଯେ ତୁମର ମଧ୍ୟ ସେନ୍ଡ କର । ଏହା ପରେ ମାନସ ନ ଡରି ତୁରନ୍ତ ତାଙ୍କ ଆଇଡି ସ୍କ୍ରିନସଟ ନେଇ ସା-ଇ-ବ-ର କ୍ରା-ଇ-ମ-ରେ ଅ-ଭି-ଯୋ-ଗ କରିଛନ୍ତି ।

ସା-ଇ-ବ-ର କ୍ରା-ଇ-ମ ମଧ୍ୟ ମାନସଙ୍କର ଅ-ଭି-ଯୋ-ଗକୁ ଶୁଣିବା ପରେ ମା-ମ-ଲା ରୁ-ଜୁ କରିଛନ୍ତି । ରିନା ଜେନ ଭିଡିଓ ଭାଇରାଲ କରିବା ପାଇଁ ମାନସଙ୍କୁ ଧ-ମ-କ ଦେଇଥିଲେ ମଧ୍ୟ ସେ ନ ଡରି ଭିଡିଓ ଭାଇରାଲ କରି ଦେବାକୁ କହିଥିଲେ ।

ମାନସ ଏହି ଘ-ଟ-ଣା ବାବଦରେ ତାଙ୍କର ଫେସବୁକ ଆଇଡିରେ ତୁରନ୍ତ ଏକ ଭିଡିଓ ପୋଷ୍ଟ କରିଲେ କାରଣ ଯଦି ଅନ୍ୟ କାହା ସହ ଏପରି ହେବାକୁ ଯାଉଥିବ ତେବେ ସେ ତୁରନ୍ତ ସତର୍କ ହୋଇ ପାରିବେ । ରିନା ଜେନ ମ୍ଯାସେଜ କରିଥିଲେ ଯେ ମାନସଙ୍କର ସବୁ ସାଙ୍ଗ ମାନଙ୍କୁ ଏହି ଭିଡିଓ ସେଣ୍ଡ କରି ଦେବ ।

ଏହା ଦେଖିବା ପରେ ମାନସ ତାଙ୍କୁ ଷେଣ୍ଡ କରିବା ପାଇଁ କହିଥିଲେ । ଏହିଭଳି ଭାବେ ମାନସ ନିଜକୁ ସା-ଇ-ବ-ର ଠ-କା-ମି-ରୁ ରକ୍ଷା କରି ପାରିଛନ୍ତି । ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ