ଯଦି ଆପଣ କମ୍ ଖାଉଛନ୍ତି ତେବେ ଦେଖାଦେଇପାରେ ଏହି ୬ ଟି ସମସ୍ୟା। ୯୦% ଲୋକଙ୍କ ଠାରେ ଦେଖାଦେଇଥାଏ ୩ ନଂ ସମସ୍ୟାଟି।

ଶରୀର କୁ ସୁସ୍ଥ ରଖିବା କୁ ହେଲେ ନିଜ ଖାଦ୍ୟ ପେୟ ର ଆବଶ୍ୟକତା ଅନୁସାରେ ନେବା ଉଚିତ I କିନ୍ତୁ ଆଜି ର ବ୍ୟସ୍ତବହୁଳ ଜୀବନ ରେ ଲୋକେ ପାଟି ସୁଆଦିଆ ଖାଦ୍ୟ ଖାଇବା ଦ୍ୱାରା ସଠିକ ପରିମାଣ ରେ ପ୍ରୋଟିନ ଖାଦ୍ୟ ର ସେବନ କରିପାରି ନ ଥାନ୍ତି I ଯାହା ଦ୍ୱାରା ଆଜି ଲୋକେ ଅନେକ ରୋଗ ରେ ପଡ଼ିଥାନ୍ତି I ତେବେ ଜଣେ ମନୁଷ୍ୟ ର ଖାଦ୍ୟ ପେୟ ର ପରିବର୍ତନ ଦ୍ୱାରା ଶରିରୀ ରେ କିଛି ବିଶେଷ ଲକ୍ଷ ଦେଖିବାକୁ ମିଳିଥାଏ I

1. ଥକି ଯାଇଥାନ୍ତି -ଶରୀର ର ପ୍ରତୋକ ଅଙ୍ଗ କ୍ରିୟାଶୀଳ ରହିଥାଏ I ସଠିକ ପରିମାଣ ରେ ପ୍ରୋଟିନ ଓ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଶରୀର ରେ ନ ପହଞ୍ଚିବାରୁ ଲୋକେ ଶୀଘ୍ର ଥକି ଯାଇଥାନ୍ତି I

2. ପୋଷକତତ୍ୱ ର କମି – କମ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀର ରେ ପୋଷକତତ୍ୱ ର କମି ରହିଥାଏ ଓ କ୍ୟାଲୋରୀ ଓ ଅନ୍ୟ ଭିଟାମିନ ର ବି ମାତ୍ରା ଶରୀର ରୁ କମିଥାଏ ଏହା ଦ୍ୱାରା ମୁଣ୍ଡ ବୁଲାଇହେବା , ଥକାପଣ ଅନୁଭବ ହେବା , ଆଖି ର ଦରଜ ଅନୁଭବ ପରି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ I

3. ଓଜନ କମିଥାଏ -ବୟସ ବଢିବା ସହ ଶରୀର ର ଓଜନ ବି ବଢିବା ଉଚିତ କିନ୍ତୁ ଅଧିକ ଆବଶ୍ୟକତା ଠାରୁ ଓଜନ ଆପଣ ଙ୍କ କମି ଥାଏ ତ ଏହା ର ମୁଖ୍ୟ କାରଣ ହେଲା ସଠିକ ପରିମାଣ ରେ ଖାଦ୍ୟ ନ ଗ୍ରହଣ କରିବା I

4.ଚର୍ମ ସମ୍ବନ୍ଧିତ ରୋଗ – ଯଦି ଆପଣ ଙ୍କ ର ଶରୀର ଉଚିତ ମାତ୍ରା ରେ ପୋଷକତତ୍ୱ ମିଳି ନ ଥାଏ ତ ଆପଣ ଙ୍କ ର ତ୍ୱଚା ରେ ନାନା ସମସ୍ୟା ଦେଖିବାକୁ ମିଳିଥାଏ I

5.ଚିନ୍ତା – ଶରୀର ରେ ଉଚିତ ମାତ୍ରା ରେ ପୋଷକତତ୍ୱ ନ ମିଳିବା ରୁ ଲୋକେ ମାନସିକ ଦୁଶ୍ଚିନ୍ତା ର ବି ଶିକାର ହେଇଥାନ୍ତି I

6. ଲୋ ବ୍ଲଡ଼ ପ୍ରେସର – ଲୋ ବ୍ଲଡ଼ ପ୍ରେସର କୁ ଦୂର କରିବାକୁ ହେଲେ ଶରୀର ରେ ଆବଶ୍ୟକତା ଅନୁସାରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ବି ଆବଶ୍ୟକ ଅଟେ I

ସନ୍ତୁଳିତ ଆହାର

ଶରୀର କୁ ସୁସ୍ଥ ରଖିବା କୁ ହେଲେ ସନ୍ତୁଳିତ ଏହାର ନେବାକୁ ହେଇଥାଏ I ସନ୍ତୁଳିତ ଖାଦ୍ୟ ଆମ ଶରୀର ର କୋଷିକା କୁ ବିକାଶ କରିଥାଏ I

ସନ୍ତୁଳିତ ଖାଦ୍ୟ –

1. ପ୍ରୋଟିନ – ଶରୀର ରେ ଥିବା କୋଷିକା ର ନିର୍ମାଣ ପାଁଇ ପ୍ରୋଟିନ ର ଆବଶ୍ୟକତା ରହିଥାଏ I ପ୍ରୋଟିନ ପ୍ରତୋକ ବୟସ ର ଲୋକଙ୍କ ପାଁଇ ଆବଶ୍ୟକ ଅଟେ I ଏବଂ ପ୍ରୋଟିନ ଖାଦ୍ୟ ଦେଖିବା ଯଦି ମାଛ , ଅଣ୍ଡା ଆଦି ଗ୍ରହଣ କରିବା ଆବଶ୍ୟକ ଅଟେ I

2.ବସା – ବସା ବି ଏକ ସନ୍ତୁଳିତ ଆହାର ର ଆବଶ୍ୟକତା କୁ ପୂରଣ କରିଥାଏ ଏହା ମୁଖ୍ୟତଃ ଉର୍ଜା ପ୍ରଦାନ କରିଥାଏ I

3.କାର୍ବୋହାଇଡ୍ରେଡ଼ – ଶରୀର କୁ ଉର୍ଜା ର ନିତାନ୍ତ ଆବଶ୍ୟକତା ରହିଥାଏ ଏବଂ ଏହି ଉର୍ଜା ଶରୀର କାର୍ବୋହାଇଡ୍ରେଡ଼ ରୁ ହିଁ ପାଇଥାଏ ଏବଂ ଏହା ଲୋକେ ଆଳୁ ରୁ ହିଁ ପାଇଥାନ୍ତି I