LIC ଆଣିଛି ନୂଆ ଧମାକେଦାର ସ୍କିମ, ମାତ୍ର 121 ଟଙ୍କା ପ୍ରିମିୟମରେ ଝିଅର ବାହାଘର ପାଇଁ ପାଇବେ 27 ଲକ୍ଷ ଟଙ୍କା

ଭାରତୀୟ ଜୀବନ ବୀମା ନିଗମ କମ୍ପାନୀ ତରଫରୁ କେତେକ ଖାସ ରକମର ପଲିସି ସ୍କିମ ବାହାର କରୁଛି । ଏହା ଭାରତର ଏକ ଲୋକ ପ୍ରୀତ କମ୍ପାନୀ ଏଥିରେ ଅନେକ ଲୋକ ନିଜର ବୀମା କରାଇଛନ୍ତି । ଯାହା ପାଇଁ ଲୋକଙ୍କୁ ନିଜର ଭବିଷ୍ୟ ସୁରକ୍ଷିତ ଲାଗୁଛି  ଓ ଏହାର ସୁବିଧା କେତେକ ଲୋକ ଦେଖି ସାରିଛନ୍ତି ତେବେ କଣ ଏହି ସ୍କିମ ଆସନ୍ତୁ ଜାଣିବା । ଯାହା ପାଇଁ ଝିଅର ପାଠ ପଢା ଓ ବାହାଘର ଚିନ୍ତା କରିବା କମେଇ ପାରିବେ ମାତା ପିତା ମାନେ । ଭାରତରେ ଝିଅଙ୍କୁ ଆଗରୁ ଏକ ବୋଝ ବୋଲି ଭାବୁଥିଲେ ମାତ୍ର ଏବେ ତ ଝିଅ ମାନଙ୍କ ପାଇଁ ଅନେକ ସ୍କିମ ହୋଇଛି ।

ନିଜ ଝିଅକୁ ଆଗକୁ ପଢେଇବା ପାଇଁ ଓ ନିଜ ଝିଅର ବାହାଘର ଚିନ୍ତା କମ ହୋଇ ପାରିବ ଏହି ସ୍କିମ ଦ୍ଵାରା । ଆପଣମାନେ ଅନେକ ପ୍ରକାର ସ୍କିମ ଜାଣିଥିବେ ସବୁ ନିଜର ଅଲଗା ଅଲଗା ନିୟମ ରଖିଥିବେ । ଏହି ସ୍କିମ ରେ ଆପଣଙ୍କ ପାଇଁ ବିଶେଷ କିଛି ନିୟମ ନାହିଁ ।

ଯେତେବେଳେ ଆପଣ ଏହାକୁ ନେବେ ଦେଖିବେ ଆପଣ ଅଧିକ ଲାଭ ପାଇବେ । ଏହା ଭାରତର ସବୁଠୁ ଭରସା ଯୋଗ୍ୟ କମ୍ପାନୀ ଦ୍ଵାରା କରା ଯାଉଥିବାରୁ ଆପଣ ନିଚିନ୍ତ ରହି ପାରିବ । ଏହି ପଲିଶିର ନାମ କନ୍ୟାଦାନ ପଲିସି ଅଟେ । ଏହାର ନିୟମ ଅନୁସାରେ ଆପଣଙ୍କୁ କେବଳ ୧୨୧ଟଙ୍କା ପ୍ରତିଦିନ ଜମା କରିବାକୁ ହେବ । ନହେଲେ ମାତ୍ର ୩୬୦୦ ଟଙ୍କା ଆପଣ ମାସକୁ ରାଖୀ ପାରିବେ । ଯେତେବେଳେ ଏହି ପଲିସି ପୂରଣ ହୋଇଯିବ ସେତେବେଳେ ଆପଣଙ୍କୁ ୨୭ ଲକ୍ଷ ଟଙ୍କା ମିଳବ ।

ଏହି ପଇସା ଆପଣଙ୍କ ପଲିସି ତାରିଖର ୨୫ବର୍ଷ ପରେ ମିଳିବ ।ଏହି ପଲିସି କିଛି ବର୍ଷ ପୂର୍ବରୁ କରାଯାଇଛି । ଯାହା ଅନେକ ଲୋକ ନେଇଛନ୍ତି ଓ ଏହାକୁ ନେଇ ସେମାନେ ସନ୍ତୁଷ୍ଟ ଅଟନ୍ତି । ଯଦି ଆପଣଙ୍କର କନ୍ୟା ସନ୍ତାନ ଅଛନ୍ତି ଓ ଆପଣ ଏହାକୁ ନେବାକୁ ଚାହାନ୍ତି ତେବେ ଆପଣ ଏହାକୁ ନେଇ ପାରିବେ । ଏହି ପଲିସିର ଗୋଟେ ଭଲ ସୁବିଧା ଏହା ୨୫ବର୍ଷ ଯାଏ ଅଛି ମାତ୍ର ଆପଣଙ୍କୁ କେବଳ ପ୍ରିମିୟମ ୨୨ବର୍ଷ ଯାଏ ଭରିବାକୁ ହେବ ।


ପଲିସି ଧାରି ବ୍ଯକ୍ତିର ଯଦି ମୃତ୍ୟୁ ହୋଇ ଯାଏ ତେବେ ତାର ପରିବାର ଲୋକଙ୍କୁ କିଛି ବି ପ୍ରିମିୟମ ଦେବାକୁ ହେବନି । ଝିଅକୁ ପଲିସିର ବଞ୍ଚିଥିବା ବର୍ଷ ପାଇଁ ପ୍ରତେକ ବର୍ଷ ୧ଲକ୍ଷ ଦିଆ ଜୀବ ।ପଲିସି ପୂରଣ ହେବା ପରେ ପଲିସିରେ ଥିବା ନୋମିନିକୁ ୨୭ଲକ୍ଷ ମିଳିବ ତାହା ଅଲଗା ଅଟେ ।ଏହି ପଲିସି ୨୫ବର୍ଷ ପାଇଁ ନିଆଯିଏ । ମାସକୁ ୩୬୦୦ ଟଙ୍କା ଜମା କରିବାକୁ ହୁଏ । ଯଦି ଆପଣ ଚାହିଁବେ ତ ଆପଣ ଏହି ପଲିସି କମ କିମ୍ବା ଅଧିକ କରିକି ମଧ୍ୟ ନେଇ ପାରିବେ ।

ଯଦି ଆପଣ ନିଜ ଝିଅ ପାଇଁ କନ୍ୟାଦାନ ପଆଳିଶି ସ୍କିମ ଚାହାନ୍ତି ତେବେ ଆପଙ୍କୁ ୩୦ବର୍ଷ ହୋଇଥିବା ଦରକାର । ଝିଅର ବୟସ ୧ବର୍ଷ ହୋଇଥିବା ଦରକାର । ଆପଣଙ୍କୁ ଯଦି ଆମର ଏହି ସୂଚନା ଭଲ ଲାଗେ ତେବେ ନିଜକୁ ଆମ ସହ ଆଗକୁ ନେବା ପାଇ ପେଜକୁ ଗୋଟେ ଲାଇକ କରନ୍ତୁ ।