କୁମ୍ଭ ରାଶି (Aquarius) ବାଲା କାହାର ପୂଜା କରିବା ଉଚିତ ? ଏହି ଭଳି ପୂଜା କଲେ ମିଳିବ ଧନ, ସମ୍ପଦ ଓ ସୁଖ, ଶୀଘ୍ର ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ଆମ ରାଶି ଚକ୍ରରେ ଥିବା ସମସ୍ତ ରାଶିର ଇଷ୍ଟ ଦେବ ରହିଛନ୍ତି । ତାଙ୍କ କୃପା ଦ୍ଵାରା ହିଁ ଆମ ଜୀବନରେ ସୁଖ, ସମୃଦ୍ଧି ଆସିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କୁମ୍ଭ ରାଶି ବିଷୟରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କୁମ୍ଭ ରାଶିର ଇଷ୍ଟ ଦେବ କିଏ ? କାହାକୁ ପୂଜା କରିବା ଦ୍ଵାରା ଜୀବନରେ ଧନ ଧାନ୍ୟ ପରିପୂର୍ଣ ହୋଇଥାଏ ତାହା ବିଷୟରେ ସମ୍ପୂର୍ଣ ଭାବରେ ଜାଣିବା ପାଇଁ ପୋଷ୍ଟଟିକୁ ସମ୍ପୂର୍ଣ ଭାବରେ ପଢନ୍ତୁ ।

କୁମ୍ଭ ରାଶି: ଏହି ରାଶିର ଇଷ୍ଟ ଦେବ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ । କିନ୍ତୁ କୁମ୍ଭ ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଶନି ଦେବ । ଆପଣ ତ ଜାଣିଥିବେ ଭଗବାନ ଶନିଙ୍କ ରଙ୍ଗ କଳା ଏବଂ ଭଗବାନ କୃଷ୍ଣଙ୍କୁ ମଧ୍ୟ କଳା ବା ଶ୍ୟାମଳ ରଙ୍ଗର ବୋଲି ବିବେଚିତ କରାଯାଏ । ଏହି ମେଳ ହିଁ ଆପଣଙ୍କ ଜୀବନର ଡୋରୀ ଧରିଥାନ୍ତି । ଭଗବାନ କୃଷ୍ଣଙ୍କ କୃପାରୁ ଆପଣ ନିଜ ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ପାଇଥାନ୍ତି ।

କୃଷ୍ଣଙ୍କ ପୂଜା ଆପଣ ନିଶ୍ଚିନ୍ତ ଭାବରେ କରନ୍ତୁ । ପୂଜା କରିବା ସମୟରେ ଭଗବାନ କୃଷ୍ଣଙ୍କ ସାମ୍ନାରେ ଚନ୍ଦନର ଧୂପ ଜଳାଇବାକୁ ଜମା ବି ଭୁଲିବେନି । ଏହା କରିବାଦ୍ଵାରା ଆପଣଙ୍କ ଜୀବନରେ ବହୁତ କିଛିର ପରିବର୍ତ୍ତନ ହୋଇଥାଏ । ଏହା ଆପଣଙ୍କ ଜୀବନରେ ସବୁକିଛି ଶୁଭ କରିଥାଏ । ଦୁବ ଜଳାଇ ଆପଣ ନିଜ ଇଷ୍ଟ ଦେବତାଙ୍କ ଧ୍ୟାନ କରନ୍ତୁ । ଜୀବନର ଦୁଃଖକୁ ହରଣ କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାଥନା କରନ୍ତୁ ।

ନିଜ ମନରେ ଥିବା ସମସ୍ତ ଇଛା ଆଶା ଅଭିଳାଷ ସବୁକିଛିକୁ ଭଗବାନଙ୍କ ନିକଟରେ କୁହନ୍ତୁ । ସବୁବେଳେ ମନେ ରଖିବେ ନିଜ ଜୀବନର ସମସ୍ତ କଷ୍ଟକୁ ଅନ୍ୟା କାହାକୁ କହିବା ଅପେକ୍ଷା ନିଜର ଇଷ୍ଟ ଦେବଙ୍କୁ ଜଣାନ୍ତୁ । ନିଶ୍ଚୟ ଭଗବାନ କୃଷ୍ଣ ଆପଣଙ୍କ ଗୁହାରି ଶୁଣିବେ । ଆପଣଙ୍କ ଜୀବନରେ ଧନ ସହ ଜଡିତ ଥିବା ସମସ୍ତ ସମସ୍ୟାର ଅନ୍ତ ଘଟିବ । ଖୁସିର ଲହରୀ ଆପଣଙ୍କ ଜୀବନରେ ଖେଳି ଉଠିବ । ଅଭାବ ଅନାଟନରୁ ଆପଣ ମୁକ୍ତି ହୋଇଯିବେ ।

ନିଜ ଜୀବନକୁ ଉପଭୋଗ କରିବାକୁ ଲାଗିବେ । କିନ୍ତୁ ମଣିଷ ଗୋଟିଏ ଭୁଲ ସର୍ବଦା କରିଦେଇଥାଏ । ଭଗବାନଙ୍କୁ ଭରସା କରି ତାଙ୍କ ପ୍ରାଥନା ଦିନ ରାତି କରିଥାଏ । ନିଜ କର୍ମ ନକରି ଘରେ ଶୋଇ ଫଳର କାମନା କରିଥାନ୍ତି । ସବୁବେଳେ ମନେ ରଖିବେ ଭଗବାନ କର୍ମ ଦେଖି ଆପଣଙ୍କ ମନର କଷ୍ଟକୁ ବୁଝି ଫଳ ଦେଇଥାନ୍ତି ।

ଯଦି ଆପଣ ଶୋଇ ରହିବେ ନିଜ କର୍ମ ନକରି ତେବେ ଫଳ କେଉଁଠୁ ଆସିବ । ପଇସା ନିଜେ ତ ଚାଲିକି ଆସିବ ନାହିଁ ନା । ତେଣୁ ପ୍ରଥମେ କର୍ମ କର ପରେ ଭଗବାନଙ୍କୁ ହକର ସହ ନିଜ ଫଳ ମାଗ ଦେଖିବେ ଭଗବାନ ନିଶ୍ଚୟ ଶୁଣିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।