କୁମ୍ଭୀର ହୋଇଗଲା ମଣିଷ ! ଆଶ୍ଚର୍ଯ୍ୟ ହେଲେ ବି ସତ… କଣ ସମ୍ପୂର୍ଣ୍ଣ ଘଟଣା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣଙ୍କ ମୁଣ୍ଡ ବୁଲାଇଦେବା ଭଳି ଏକ ଅବିଶ୍ଵସନୀୟ ଖବର ଆସି ପହଞ୍ଚି ସାରିଛି । ଯାହା ଆପଣଙ୍କ ହୋସ ଉଡାଇ ଦେବ । ତେବେ ସେହି ଖବରଟି ହେଉଛି କୁମ୍ଭୀର ହୋଇଗଲା ମଣିଷ । ଆପଣ ନିହାତି ଏହି କଥାକୁ ସହଜରେ ବିଶ୍ଵାସ କରିପାରୁନଥିବେ । କିନ୍ତୁ ଏହା ପଛର ସତ୍ୟତା ଆପଣ ଜାଣିବା ପରେ ଆପଣ ନିହାତି ଅବାକ ହେବାକୁ ଲାଗିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କୁମ୍ଭୀର କିପରି ମଣିଷ ହେଲା ଏହା ପଛର ପ୍ରକୃତ କାହାଣୀ ।

କିଛି ଦିନ ହେବ କୁମ୍ଭୀର ମଣିଷ ହେବାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଲୋକେ ସେହି ଦୃଶ୍ୟକୁ ଦେଖି ସାହସିକତା ଏବଂ ମୁର୍ଖାକି କଣ କହିବେ ଏହି ଦ୍ଵନ୍ଦରେ ରହିଯାଇଛନ୍ତି । କାରଣ ସାହସିକତା ଥିଲେ ହିଁ ଗୋଟିଏ ମଣିଷ ଏଭଳି ଏକ କାମ କରି ପାରିବ । ହେଲେ ନିଜ ଜୀବନକୁ ଅଯଥା କଥା ପାଇଁ ବାଜି ଲଗାଇବାର ମୁର୍ଖାମି ବା କିଏ କରିପାରିବ ।

ଏହା ମଧ୍ୟ ଭାବିବା ଦରକାର । କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି । ସେଥିରେ ଗୋଟିଏ ମଣିଷ କୁମ୍ଭୀର ପୋଷାକ ପରିଧାନ କରିଛନ୍ତି । କୁମ୍ଭୀର ପୋଷାକ ପିନ୍ଧି ନଦୀ ପଠାରେ କୁମ୍ଭୀର ପାଖରେ ସୋଇ ରହିଛନ୍ତି । ଶୋଇରହିଥିବା କୁମ୍ଭୀରକୁ ହାତ ମଧ୍ୟ ମାରିବାକୁ ଲାଗୁଛନ୍ତି ନକଲି କୁମ୍ଭୀର ପୋଷାକ ପିନ୍ଧା ମଣିଷ ।

ଆପଣ ଥରେ ଭାବନ୍ତୁ ଏଭଳି କାର୍ଯ୍ୟ କରି ସେ କେଉଁ କଥାର ପରିଚୟ ଦେଉଛନ୍ତି ସମାଜକୁ । ନିଜର ସାହସିକତାର ପରଚୟ ଦେଉଛନ୍ତି ନା ନିଜର ମୁର୍ଖାମିର ପରିଚୟ । ଅନେକ ଲୋକ ଏହି ପୋଷ୍ଟରେ ଅନେକ କମେଣ୍ଟ ଦେବା ଆରମ୍ଭ କରିସାରିଲେ । ଏହି କାର୍ଯ୍ୟଟି ଗ୍ରହଣ ଯୋଗ୍ୟ ନୁହେଁ ମଣିଷ ପାଇଁ ବୋଲି ମଧ୍ୟ କହିସାରିଛନ୍ତି ।

ଏହା କରିବା ଫଳରେ ସମାଜକୁ ଜୀବନ ପ୍ରତି ବିପଦ ଆଣି ଭାଇରାଲ ଏବଂ ପପୁଲାର ହେବାର ବାର୍ତ୍ତା ଏମାନେ ଦେଉଛନ୍ତି । ଯାହା ଦେଖୁଥିବା ମଣିଷଙ୍କ ପାଇଁ ବିଲକୁଲ ସୁରକ୍ଷିତ ନୁହେଁ ବୋଲି କିଛି ଲୋକ ନିଜର ମନ୍ତବ୍ୟ ରଖିଛନ୍ତି । ଏହି କାର୍ଯ୍ୟଟି କେତେଦୂର ଠିକ ଏହା ଆପଣ ନିଜ ମନ ଭିତରେ ନିହାତି ଭାବନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।