Bollywood ର 7 ସବୁଠୁ ଅଧିକ ପଢିଥିବା ହିରୋଇନ, 2ନଂ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆପଣଙ୍କୁ ବିଶ୍ବାସ ହେବନାହିଁ

ଅଭିନୟ ଏକ ଏମିତି କ୍ୟାରିୟର ଅଟେ ଯେଉଁଥିରେ ବିଶେଷ କୌଣସି ଡିଗ୍ରୀ ଦରକାର ହୋଇ ନ ଥାଏ । ଅର୍ଥାତ ଅଧିକ ଶିକ୍ଷିତ ନ ହେଲେ ବି ଆପଣ ବଲୀଉଡରେ କାମ କରି ପାରିବେ । ଯଦି ବଲୀଉଡ କଳକାରମାନଙ୍କ ବିଷୟରେ କହିବୁ ତେବେ ଏଠି କିଛି କଳାକାର ବହୁତ ଅଧିକ ପଢିଛନ୍ତି । ଏମିତିରେ ଲୋକମାନଙ୍କ ମନରେ ବଲୀଉଡ ଷ୍ଟାରମାନଙ୍କର ଯୋଗ୍ୟତା ବିଷୟରେ ଜାଣିବାକୁ ନେଇ ସବୁବେଳେ ଏକ ଭିନ୍ନ ଜିଜ୍ଞାସା ଥାଏ । ତେବେ ଆଜି ଆମେ ଆପଣଙ୍କୁ ବଲୀଉଡର ୧୦ ଜଣ ସବୁଠୁ ଅଧିକ ପଢିଥିବା ଅଭିନେତ୍ରୀଙ୍କ ବିଷୟରେ କହିବୁ ।

ପରିଣୀତି ଚୋପଡ଼ା

ପରିଣୀତି ଚୋପଡା ବଲୀଉଡରେ ଜଣେ ଫେମସ ଅଭିନେତ୍ରୀ ଅଟନ୍ତି । ଯଦି ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବା ତେବେ ସେ ପିଲାଦିନୁ ହିଁ ବହୁତ ବୁଦ୍ଧିମାନ ଥିଲେ । ଯେଉଁ କାରଣରୁ ସେ ମାତ୍ର ୧୭ ବର୍ଷ ବୟସରେ ହିଁ ଇଂଲଣ୍ଡ ଚାଲିଗଲେ ଆହୁରି ଅଧିକ ପଢିବା ପାଇଁ । ଇଂଲଣ୍ଡର ମାନ୍ଚେସ୍ଟର ବିଜନେସ ସ୍କୁଲରୁ ସେ ବିଜନେସ, ଫାଇନାନ୍ସ ଓ ଇକୋନୋମିକ୍ସ ତ୍ରିପଲ ଅନର୍ସ କରିଛନ୍ତି । ଯେଉଁ କାରଣରୁ ସେ ବଲୀଉଡର ସବୁଠୁ ଅଧିକ ପଢିଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ।

ପ୍ରୀତି ଜ଼ିଂଟା

ବର୍ତ୍ତମାନ ସମୟରେ ପ୍ରୀତି ଜ଼ିଂଟା ବଲୀଉଡ ଓ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି । କିନ୍ତୁ ଅଭିନୟ ଛଡା ପ୍ରୀତି ଜ଼ିଂଟା ପଢାଲେଖା ମାମଲାରେ ବି ବହୁତ ଆଗରେ ଅଛନ୍ତି । ପ୍ରୀତି ଜ଼ିଂଟା ଶିମଳାର ଏକ କଲଜେରୁ ଇଂଗ୍ଲିଶରେ ବ୍ୟାଚଲର ଡିଗ୍ରୀ ଓ କ୍ରୀମିନଲ ସାକ୍ୟୋଲୋଜିରେ ମାଷ୍ଟର ଡିଗ୍ରୀ ପ୍ରାପ୍ତ କରିଛନ୍ତି ।

ସୋହା ଅଲି ଖାନ

ସୋହା ଅଲି ଖାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବା ତେବେ ବଲ୍ଲୀୟଲ କଲେଜ ଅକ୍ଶଫୋର୍ଡ ମୋର୍ଡେନ ଇତିହାସରେ ବ୍ୟାଚଲର ଡିଗ୍ରୀ ଓ ଏହା ସହିତ ଇଣ୍ଟର ନ୍ୟାସନାଲ ରିଲେସନସିପରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ଦିଶା ପାଟନୀ

ଦିଶା ପାଟନୀ ନିଜର ବଲୀଉଡରେ ୨୦୧୬ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ବହୁତ କମ ଲୋକମାନେ ଜାଣିଛନ୍ତି କି ଦିଶା ପାଟନୀ ଅଭିନେତ୍ରୀ ସହ ଜଣେ ଇଞ୍ଜିନିୟର ଅଟନ୍ତି । ଏହା ସହିତ ତାଙ୍କ ପାଖରେ କମ୍ପ୍ୟୁଟରରେ ବିଟେକ ଡିଗ୍ରୀ ଅଛି ।

କୃତି ସୈନନ

କହିଦେଉଛୁ କି କୃତି ସୈନନ ୨୦୧୪ରେ ନିଜର ବଲୀଉଡ କ୍ୟାରିୟର ଆରମ୍ଭ କରିଥିବା କୃତି ସୈନନ ଅଭିନେତ୍ରୀ ସହ ଜଣେ ଇଞ୍ଜିନିୟର ଅଟନ୍ତି । ତାଙ୍କ ପାଖରେ ଅନ୍ୟ କିଛି କଲେଜ ଡିଗ୍ରୀ ବି ଅଛି ।

ଶ୍ରୁତି ହାସନ

ଶ୍ରୁତି ହାସନ ନିଜର ଅଭିନୟ କ୍ୟାରିୟର ଆରମ୍ଭ ଏକ ଶିଶୁ କଳାକାର ରୂପରେ ଆରମ୍ଭ କରିଥିଲେ । ଯଦି ତାଙ୍କର ଶିକ୍ଷାଗାତ ଯୋଗ୍ୟତା ବିଷୟରେ କହିବା ତେବେ ସେ ନିଜର କଲେଜ ଶିକ୍ଷା ମୁମ୍ବାଇରେ ପୁରା କରିଛନ୍ତି ଓ ସେ ଆମେରିକାରେ ସଙ୍ଗୀତ ଶିଖିଛନ୍ତି ।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମାଙ୍କ ସ୍କୁଲ ଶିକ୍ଷା ଏକ ଆର୍ମୀ ସ୍କୁଲରୁ ହୋଇଥିଲା ଓ ଏହା ପରେ ସେ ବଂଲୋରରର ଏକ କଲେଜରୁ ବଏ ଶିକ୍ଷା ପୁରା କରିଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।