General Knowledge Q&A: 20 ଟଙ୍କିଆ ନୋଟର ପଛରେ ଥିବା ଫଟୋ କେଉଁ ଜାଗାର ? କଣ ଆପଣ ଜାଣିଛନ୍ତି ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଆଖିରୁ ବାହାରୁଥିବା ଲୁହ କାହିଁକି ଲୁଣିଆ ଲାଗିଥାଏ ?

ଉ: ଲୁହରେ ସୋଡିୟମ କ୍ଳୋରାଇଡ ଥିବାରୁ

୨- ସାପର ବିଷ କେଉଁ ରଙ୍ଗର ହୋଇଥାଏ ?

ଉ: ହଳଦିଆ ରଙ୍ଗ

୩- ମଇଦା କେଉଁଥିରୁ ତିଆରି ହୋଇଥାଏ ?

ଉ: ଗହମ

୪- କେଉଁ ଜୀବ ତା’ର ପାଦରେ ସ୍ଵାଦ ବାରି ଥାଏ ?

ଉ: ପ୍ରଜାପତି

୫- କେଉଁ ପ୍ରାଣୀ ଅନ୍ଧାରରେ ବି ଦେଖିପାରେ ?

ଉ: ଚିତାବାଘ

୬- କଳା ପତାକାର ଅର୍ଥ କଣ ?

ଉ: ଏହା ଏକ ପ୍ରତିବାଦର ସଙ୍କେତ ଅଟେ ।

୭- ଭାରତରେ ମାଟି ତଳେ ଟ୍ରେନ ପ୍ରଥମେ କେବେ ଓ କେଉଁଠି ଚାଲିଥିଲା ?

ଉ: ୨୧ ଅକ୍ଟୋବର ୧୯୮୪ ମସିହା କଲିକତାରେ

୮- ଭାରତରେ ସୁନା କେଉଁଠାରେ ମିଳେ ?

ଉ: କର୍ଣ୍ଣାଟକ ରାଜ୍ଯର କୋଲାର ଠାରେ

୯- ଓଡିଶାରେ ସମୁଦାୟ କେତୋଟି ହ୍ରଦ ଅଛି ?

ଉ: ତିନୋଟି (ଚିଲିକା, ସର ଏବଂ ଅଂଶୁପା)

୧୦- ଦୁନିଆରେ ସବୁଠାରୁ ବେଶୀ ଦିନ ବଞ୍ଚୁଥିବା ଜୀବ କିଏ ?

ଉ: କଇଁଛ

୧୧- ଭାରତର କେଉଁ ରାଜ୍ୟରେ ଭିକ୍ଟୋରିଆ ନାମକ ଏକ ସହର ଅଛି ?

ଉ: କଲିକତାରେ

୧୨- କେଉଁ ଜୀବର ଆଖିରୁ ସବୁବେଳେ ଲୁହ ଝରି ଥାଏ ?

ଉ: କୁମ୍ଭୀର

୧୩- ଓଡିଆ ନବ ବର୍ଷ କେବେ ପାଳନ କରାଯାଏ ?

ଉ: ପଣା ସଂକ୍ରାନ୍ତି ଦିନ

୧୪- କେଉଁ ଜୀବର ଡ଼ାକ୍ତର ରଙ୍ଗ ନୀଳ ହୋଇଥାଏ ?

ଉ: ଅକ୍ଟୋପସ୍

୧୫- କେଉଁ ପକ୍ଷୀ ଉଭୟ ଆଗକୁ ଏବଂ ପଛକୁ ଦୁଇପାରେ ?

ଉ: ହମିଙ୍ଗ ବାର୍ଡ

୧୬- କେଉଁ ବୃକ୍ଷ ସବୁଠୁ ଅଧିକ ଅମ୍ଳଜାନ ଦେଇଥାଏ ?

ଉ: ଅଶ୍ଵତଥ ଗଛ

୧୭- କେଉଁ ଗଛର ପତ୍ରରୁ ବି ନୂଆ ଗଛ ଉଠିଥାଏ ?

ଉ: ଅମର ପୋଇ

୧୮- କେଉଁ ଜୀବର ୯ ଗୋଟି ମୁଣ୍ଡ ରହିଛି ?

ଉ: ହାଇଡ୍ରା

୧୯- କେଉଁ ଜୀବର ଆଖି ନାହିଁ ?

ଉ: ଜିଆ

୨୦- ବିମାନର ଟାୟାରରେ କେଉଁ ଗ୍ଯାସ ଭରା ଯାଇଥାଏ ?

ଉ: ନାଇଟ୍ରୋଜେନ

୨୧- କେଉଁ ଜୀବ କେବେବି ଶୁଏ ନାହିଁ ?

ଉ: ମାଛ

୨୨- କେଉଁ ଜୀବ କେବଳ ୧୬ ମିନିଟ ଶୁଏ ?

ଉ: ପିମ୍ପୁଡି

୨୩- ଲାଲକିଲା ଭାରତ ବ୍ଯତୀତ ଆଉ କେଉଁଠାରେ ଅଛି ?

ଉ: ପାକିସ୍ତାନ

୨୪- ୨୦ ଟଙ୍କିଆ ନୋଟର ପଛରେ ଥିବା ଫଟୋ କେଉଁ ଜାଗାର ?

ଉ: ଏଲୋରା ଗୁମ୍ଫା, ମହାରାଷ୍ଟ୍ର

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।